ନ୍ୟୁଜ୍
-
ହାତୀଙ୍କୁ ଜଗିବ ଡ୍ରୋନ୍
ସତ୍ୟଶିଖା(ଭୁବନେଶ୍ୱର) ୨୦.୧୨.୨୦୨୧: ଘଞ୍ଚ ଜଙ୍ଗଲରେ ହାତୀଙ୍କ ଗତିବିଧି ଓ ସେମାନଙ୍କ ବାସସ୍ଥଳୀ ଉପରେ ନଜର ରଖିବ ଡ୍ରୋନ୍। ହାତୀପଲ ଜଙ୍ଗଲ ଭିତରେ କେଉଁ ଦିଗରେ ଗତି କରୁଛନ୍ତି,…
ଅଧିକ ଖବର ପଢନ୍ତୁ » -
ଦୁଇ ଦିନରେ ରାଜ୍ୟର ତାପମାତ୍ରା ପୁଣି ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ
ସତ୍ୟଶିଖା(ଭୁବନେଶ୍ୱର) ୨୦.୧୨.୨୦୨୧: ୩ ଦିନ ହେଲା ରାଜ୍ୟରେ ପ୍ରବଳ ଜାଡ଼ ସହ କାଲୁଆ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା। ରବିବାର ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ…
ଅଧିକ ଖବର ପଢନ୍ତୁ » -
ଆଜିଠୁ ଗୁରୁତର ରୋଗୀଙ୍କୁ ମିଳିବ ଜରୁରୀ ବିମାନ ସେବା
ସତ୍ୟଶିଖା(ଭୁବନେଶ୍ୱର) ୨୦.୧୨.୨୦୨୧: ଉପାନ୍ତ ଅଞ୍ଚଳର ଗୁରୁତର ରୋଗୀଙ୍କୁ କିଭଳି ତ୍ବରିତ ଉତ୍ତମ ଚିକିତ୍ସା ସେବା ମିଳିପାରିବ ସେଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ…
ଅଧିକ ଖବର ପଢନ୍ତୁ » -
ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧
ସତ୍ୟଶିଖା(ନୂଆଦିଲ୍ଲୀ) ୨୦.୧୨.୨୦୨୧: କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନକୁ ନେଇ ବିଶ୍ବବ୍ୟାପୀ ଭୟ ବଢିବାରେ ଲାଗିଛି। ଏହି ନୂଆ ପ୍ରଜାତି ଭୂତାଣୁ ଭାରତରେ ଜାନୁଆରୀ/ଫେବୃଆରୀରେ ତୃତୀୟ ଲହର…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ୧୮୬ ନୂଆ ଆକ୍ରାନ୍ତ ଚିହ୍ନଟ; ସୁସ୍ଥ ୨୫୮
ସତ୍ୟଶିଖା(ଭୁବନେଶ୍ୱର) ୨୦.୧୨.୨୦୨୧: ରାଜ୍ୟରେ ୧୮୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୨୫୮ ଜଣ ସୁସ୍ଥ ହୋଇଛନ୍ତି। ୧୮ ବର୍ଷରୁ କମ୍…
ଅଧିକ ଖବର ପଢନ୍ତୁ » -
ଅନୁଗୋଳ ଜିଲ୍ଲାରେ ପୁଣି ବାଘ ମୃତ୍ୟୁ
ସତ୍ୟଶିଖା( ଅନୁଗୋଳ) ୧୮.୧୨.୨୦୨୧: ଅନୁଗୋଳ ଜିଲ୍ଲାରେ ପୁଣି ବାଘ ମୃତ୍ୟୁ । ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡ, ଧଣ୍ଡାଟୋପା ରେଞ୍ଜ ବାତ୍ରାଖୋଲ ଅଞ୍ଚଳରୁ ଠାବ ହୋଇଛି ଏହି ଅଣ୍ଡିରା…
ଅଧିକ ଖବର ପଢନ୍ତୁ » -
୨୦୨୪ ବର୍ଷ ପର୍ଯ୍ୟନ୍ତ ରହିବ କରୋନା ମହାମାରୀ ପ୍ରଭାବ : ଫାଇଜର
ସତ୍ୟଶିଖା(ନୂଆଦିଲ୍ଲୀ) ୧୮.୧୨.୨୦୨୧: ପ୍ରସିଦ୍ଧ ଟିକା ନିର୍ମାତା ଫାଇଜର କମ୍ପାନୀ ଚେତାବନୀ ଦେଇଛି ଯେ କରୋନା ମହାମାରୀର ପ୍ରଭାବ ୨୦୨୪ ବର୍ଷ ପର୍ଯ୍ୟନ୍ତ ରହିପାରେ। ବିଶ୍ବର ଅନେକ ଦେଶରେ…
ଅଧିକ ଖବର ପଢନ୍ତୁ » -
‘ଅଗ୍ନି ପ୍ରାଇମ୍’ ମିସାଇଲ୍ର ସଫଳ ପରୀକ୍ଷଣ
ସତ୍ୟଶିଖା(ନୂଆଦିଲ୍ଲୀ) ୧୮.୧୨.୨୦୨୧: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଅଗ୍ନି ପ୍ରାଇମ୍ (Agni-P) ମିସାଇଲ୍ର ସଫଳ ପରୀକ୍ଷଣ ହୋଇଛି। ଓଡିଶାର ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର…
ଅଧିକ ଖବର ପଢନ୍ତୁ » -
ଚିତରଞ୍ଜନଙ୍କ ମୃତଦେହ ମିଳିଥିବା ସ୍ଥାନରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଏଡିଜି: ସାଙ୍ଗରେ ଗଲେ ୪ ଜଣିଆ ତଦନ୍ତକାରୀ ଦଳ ଓ ପୁରୀ ଏସପି
ସତ୍ୟଶିଖା(ଭୁବନେଶ୍ୱର) ୧୮.୧୨.୨୦୨୧: ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତ ମୃତ୍ୟୁ ମାମଲାକୁ ଗୁରୁତର ସହ ତଦନ୍ତ କରୁଛି କ୍ରାଇମ୍ବ୍ରାଂଚ । ଆବଶ୍ୟକ ପଡ଼ିଲେ କିଛି…
ଅଧିକ ଖବର ପଢନ୍ତୁ » -
ସୁମିତଙ୍କ ପରିବାରକୁ ଭେଟିଲା ପୁଲିସ
ସତ୍ୟଶିଖା(ଭୁବନେଶ୍ୱର) ୧୮.୧୨.୨୦୨୧: ସୁମିତ-ତପସ୍ୱିନୀ ବିବାଦ ମାମଲାରେ ସୁମିତ ପରିବାର ଲୋକଙ୍କୁ ଭେଟିଲା ପୋଲିସ । ସୁମିତଙ୍କ ବାପାଙ୍କ ସହ ପୋଲିସ ଆଲୋଚନା କରିଛି । ବ୍ରହ୍ମପୁର ଏସଡିପିଓ…
ଅଧିକ ଖବର ପଢନ୍ତୁ »









