ନ୍ୟୁଜ୍
-
ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ପରଲୋକ
ସତ୍ୟଶିଖା(ବାରିପଦା ) ୧୪ .୦୧.୨୦୨୨ : ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସରୋଜ ପଟ୍ଟନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…
ଅଧିକ ଖବର ପଢନ୍ତୁ » -
ଆଜି ମହାପ୍ରଭୁଙ୍କ ମକର ଚୌରାସି ବେଶ
ସତ୍ୟଶିଖା( ପୁରୀ ) ୧୪ .୦୧.୨୦୨୨ : ପବିତ୍ର ମକର ସଂକ୍ରାନ୍ତି ନୀତି ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର…
ଅଧିକ ଖବର ପଢନ୍ତୁ » -
ଦିଲ୍ଲୀରେ ଦିନକରେ ୨୮,୮୬୭ ପଜିଟିଭ
ସତ୍ୟଶିଖା(ନୂଆଦିଲ୍ଲୀ ) ୧୪.୦୧.୨୦୨୨ : ମହାମାରୀ କରୋନା ଆରମ୍ଭ ହେବା ଦିନ ଠାରୁ ରାଜଧାନୀ ଦିଲ୍ଲୀରେ ଯାହା ଘଟି ନଥିଲା, ସେକଥା ଗତ ୨୪ ଘଣ୍ଟା ମଧ୍ୟରେ…
ଅଧିକ ଖବର ପଢନ୍ତୁ » -
ବିକାନିର ଏକ୍ସପ୍ରେସ ଦୁର୍ଘଟଣା ମାମଲା: ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲା
ସତ୍ୟଶିଖା(କୋଲକାତା ) ୧୪ .୦୧.୨୦୨୨ : ପଶ୍ଚିମବଙ୍ଗର ଦୋମୋହାଣି ଠାରେ ଘଟିଥିବା ବିକାନିର ଏକ୍ସପ୍ରେସ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀ…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ଚିହ୍ନଟ ହେଲେ ୧୦,୨୭୩ ପଜିଟିଭ୍
ସତ୍ୟଶିଖା(ଭୁବନେଶ୍ୱର ) ୧୪ .୦୧.୨୦୨୨ : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍…
ଅଧିକ ଖବର ପଢନ୍ତୁ » -
ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଅବଧି ୬ମାସ ବଢ଼ିଲା
ସତ୍ୟଶିଖା(ଭୁବନେଶ୍ୱର ) ୧୪ .୦୧.୨୦୨୨ : ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି ହୋଇଛି।…
ଅଧିକ ଖବର ପଢନ୍ତୁ » -
ହ୍ୱାଟ୍ସଆପରେ ମିଳିବ କୋଭିଡ ଟିକାକରଣ ସାର୍ଟିଫିକେଟ
ସତ୍ୟଶିଖା(ଭୁବନେଶ୍ୱର ) ୧୩.୦୧.୨୦୨୨ : ଏଣିକି ହ୍ୱାଟ୍ସଆପରେ ମିଳିବ କୋଭିଡ ଟିକାକରଣ ସାର୍ଟିଫିକେଟ । ଟିକାକରଣ ସାର୍ଟିଫିକେଟ ପାଇବାକୁ ହେଲେ ମୋବାଇଲ ନମ୍ବର ୯୦୧୩୧୫୧୫୧୫କୁ ପ୍ରଥମେ ସେଭ୍…
ଅଧିକ ଖବର ପଢନ୍ତୁ » -
ଆଜିଠୁ ଗଞ୍ଜାମର ସମସ୍ତ ବେଳାଭୂମି ବନ୍ଦ: ୧୭ ତାରିଖ ଯାଏ କଟକଣା
ସତ୍ୟଶିଖା(ବ୍ରହ୍ମପୁର ) ୧୩.୦୧.୨୦୨୨ : କରୋନା ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି, ଆଜିଠୁ ଗଞ୍ଜାମର ସମସ୍ତ ବେଳାଭୂମି ବନ୍ଦ ରହିବ। ୧୩ରୁ ଆସନ୍ତା ୧୭ ତାରିଖ ଯାଏଁ…
ଅଧିକ ଖବର ପଢନ୍ତୁ » -
ସୁରେଖା ମୃତ୍ୟୁ ମାମଲା: ତିନି ଦିନ ପରେ ବୟଫ୍ରେଣ୍ଡ ସହ ୨ ସହଯୋଗୀ ଗିରଫ
ସତ୍ୟଶିଖା(ଭୁବନେଶ୍ୱର ) ୧୩.୦୧.୨୦୨୨ : ଗତ ସୋମବାର ଦିନ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଭାରତପୁର ତାରିଣୀ ବସ୍ତିରୁ ଉଦ୍ଧାର ହୋଇଥିଲା ଜଣେ ଯୁବତୀଙ୍କ ମୃତ ଦେହ ।…
ଅଧିକ ଖବର ପଢନ୍ତୁ » -
ମକର ପର୍ବ ପାଇଁ ଜାରି ହେଲା କଟକଣା: ପ୍ରସିଦ୍ଧ ବାଘମାରୀ ମକର ମେଳା ବନ୍ଦ
ସତ୍ୟଶିଖା(ଖୋର୍ଦ୍ଧା ) ୧୩.୦୧.୨୦୨୨ : ମକର ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଧର୍ମପୀଠରେ ଜାରି କଟକଣା । ପ୍ରସିଦ୍ଧ ଖୋର୍ଦ୍ଧା ବାଘମାରୀ ମକର ମେଳା ଉପରେ…
ଅଧିକ ଖବର ପଢନ୍ତୁ »









