ନ୍ୟୁଜ୍
-
ଆରମ୍ଭରୁ ଇଭିଏମ୍ ଅଚଳ, ମତଦାନ ବାଧାପ୍ରାପ୍ତ
ସତ୍ୟଶିଖା( ଭୁବନେଶ୍ୱର )୨୪.୦୩.୨୦୨୨ : ପୌର ନିର୍ବାଚନ ଆରମ୍ଭରୁ ବିଭିନ୍ନ ବୁଥ୍ରେ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନରେ ବିଳମ୍ବ ହୋଇଛି। ଲୋକମାନେ ମତଦାନ…
ଅଧିକ ଖବର ପଢନ୍ତୁ » -
ନବୀନ ନିବାସରୁ ଚାଲି ଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ
ସତ୍ୟଶିଖା( ଭୁବନେଶ୍ୱର )୨୪.୦୩.୨୦୨୨ : ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ। ଆଜି ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ…
ଅଧିକ ଖବର ପଢନ୍ତୁ » -
ମଞ୍ଚେଶ୍ୱରର ଏକ ଅଳିଆ ଗଦାରେ ପଡିଥିବା ଅଖା ବସ୍ତାରୁ ୫ଟି ନରକଙ୍କାଳ ଉଦ୍ଧାର
ସତ୍ୟଶିଖା( ଭୁବନେଶ୍ୱର )୨୩.୦୩.୨୦୨୨ : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ମଞ୍ଚେଶ୍ୱର ଅଞ୍ଚଳର ଏକ ଅଳିଆ ଗଦାରେ ପଡିôତବା ଅଖା ବସ୍ତାରୁ ୫ଟି ନରକଙ୍କାଳ ଉଦ୍ଧାର ।…
ଅଧିକ ଖବର ପଢନ୍ତୁ » -
ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ନାଟୋ’ ସମ୍ମିଳନୀକୁ ସମ୍ବୋଧିତ କରିବେ ୟୁକ୍ରେନ୍ ରାଷ୍ଟ୍ରପତି!
ସତ୍ୟଶିଖା( କିଭ୍ )୨୩.୦୩.୨୦୨୨ : ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ବୁଧବାର ୨୭ ଦିନରେ ପହଞ୍ଚିଛି । ୟୁକ୍ରେନ୍ର ଅନେକ ସହରରେ ଭୀଷର…
ଅଧିକ ଖବର ପଢନ୍ତୁ » -
ପିତ୍ତଳ ଛକ ବୀଭତ୍ସ ହତ୍ୟାକାଣ୍ଡ: ହତ୍ୟାର କାରଣ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଏହିଞ୍ଜିଳିକାଟୁ ଏସପି
ସତ୍ୟଶିଖା( ହିଞ୍ଜିଳିକାଟୁ )୨୩.୦୩.୨୦୨୨ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ଛକରେ ଘଟିଥିବା ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି ପୋଲିସ । ଏହି ଘଟଣାରେ…
ଅଧିକ ଖବର ପଢନ୍ତୁ » -
କୋଭିଡ୍ ମୃତକ ପରିବାରକୁ ୫ଲକ୍ଷ କ୍ଷତିପୂରଣ ଦେବେ ସରକାର: ହାଇକୋର୍ଟ
ସତ୍ୟଶିଖା( ଭୁବନେଶ୍ୱର )୨୩.୦୩.୨୦୨୨ : ଭୀମ୍ସାର୍ରେ ଚିକିତ୍ସା ଅବହେଳାରୁ କୋଭିଡ୍ ସଂକ୍ରମଣ ଜନିତ ମୃତ୍ୟୁ ମାମଲାର ଶୁଣାଣି କରି ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…
ଅଧିକ ଖବର ପଢନ୍ତୁ » -
ଭୁବନେଶ୍ଵରରୁ ମିଳିଲା ଶର୍ମିଷ୍ଠାଙ୍କ କାର, ମାନସଙ୍କୁ ଅପହରଣ ପାଇଁ ବ୍ୟବହୃତ ହୋଇଥିବା ଅନୁମାନ!
ସତ୍ୟଶିଖା( ଭୁବନେଶ୍ୱର )୨୩.୦୩.୨୦୨୨ : ଫଟୋଗ୍ରାଫର ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଶର୍ମିଷ୍ଠା ରାଉତଙ୍କ କାର ଠାବ ହୋଇଛି | ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ…
ଅଧିକ ଖବର ପଢନ୍ତୁ » -
ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଧାୟକମାନଙ୍କର କୋଭିଡ ଟେଷ୍ଟ
ସତ୍ୟଶିଖା( ଭୁବନେଶ୍ୱର )୨୩.୦୩.୨୦୨୨ : କରୋନା କଟକଣା ଭିତରେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ତା ପୂର୍ଵରୁ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ…
ଅଧିକ ଖବର ପଢନ୍ତୁ » -
ଚକୋଲେଟ୍ ଖାଇ ୪ ଶିଶୁ ମୃତ
ସତ୍ୟଶିଖା( କୁଶୀନଗର )୨୩.୦୩.୨୦୨୨ : ଚକୋଲେଟ୍ ନେଇ ଗଲା ୪ ଶିଶୁଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର କୁଶୀନଗର ଜିଲାରେ। ଚକୋଲେଟ୍ ଖାଇବା…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତ ଚିହ୍ନଟ
ସତ୍ୟଶିଖା( ଭୁବନେଶ୍ୱର )୨୩.୦୩.୨୦୨୨ : ର।ଜ୍ୟରେ କମୁଛି କରୋନ। ସଂକ୍ରମଣ । ଲଗ।ତର କିଛିଦିନ ହେବ ର।ଜ୍ୟରେ ଶହେ ତଳେ ରହୁଛି କରୋନ। ସଂକ୍ରମିତଙ୍କ ସଂଖ୍ୟ। । ଗତ…
ଅଧିକ ଖବର ପଢନ୍ତୁ »









