ନ୍ୟୁଜ୍
-
ବିଳମ୍ବ କଲା ଆମ୍ୱୁଲାନ୍ସ; ଭାରରେ ବୁହା ହେଲେ ରୋଗୀ
କଲ୍ୟାଣସିଂହପୁର (ମାଉଡ଼ି ବାରିକ): ପୁଣି ଭାରରେ ବୁହା ହେଲେ ରୋଗୀ। ଏହି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସୁନାଖଣ୍ଡି ପଞ୍ଚାୟତର କାଡ୍ରାକାବଣ୍ଡେଳୀ ଗାଁରେ।…
ଅଧିକ ଖବର ପଢନ୍ତୁ » -
‘ଲକ୍ ଡାଉନ୍ ଖିଲାପକାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ’
ନୂଆଦିଲ୍ଲୀ: ଲକ୍ ଡାଉନକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ରାଜ୍ୟ ସରକାର ମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲକ୍ ଡାଉନକୁ କିଛି ଲୋକ ହାଲୁକା ଭାବରେ…
ଅଧିକ ଖବର ପଢନ୍ତୁ » -
ଲକ୍ ଡାଉନକୁ ଗମ୍ଭୀରତାର ସହ ନେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ନୂଆଦିଲ୍ଲୀ: ଲକ୍ ଡାଉନ୍ ବେଳେ ଲୋକମାନେ କରୋନା ମୁକାବିଲା ପାଇଁ ଆବଶ୍ୟକ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଟୁଇଟ୍ କରି ଉଦବେଗ ପ୍ରକାଶ…
ଅଧିକ ଖବର ପଢନ୍ତୁ » -
କୁଳଡ଼ିହା ଅଭୟାରଣ୍ୟରୁ ଶିକାରୀ ଗିରଫ | Satyasikha
ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା କୁଳଡ଼ିହା ବନ ବିଭାଗ ଅଧୀନ ଡେଉଁଚଖାଲ ଅଞ୍ଚଳରୁ ଆଜି ସକାଳେ ଜଣେ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ…
ଅଧିକ ଖବର ପଢନ୍ତୁ » -
‘କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଯଥେଷ୍ଟ ନୁହେଁ’
ନୂଆଦିଲ୍ଲୀ: ବିଶ୍ୱର ୧୮୮ଟି ଦେଶକୁ ବ୍ୟାପିଛି ମହାମାରୀ କରୋନା। କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶରେ ଲକ୍ ଡାଉନ୍ ହୋଇଛି। ତେବେ ଲକ୍ ଡାଉନ୍…
ଅଧିକ ଖବର ପଢନ୍ତୁ » -
କରୋନା ପାଇଁ ନବରଙ୍ଗପୁର ଓ ଉମରକୋଟରେ କଟକଣା
ନବରଙ୍ଗପୁର (ନବଘନ ବିଷୋୟୀ): କରୋନାକୁ ନେଇ ନବରଙ୍ଗପୁର ଜିଲ୍ଲାର ୨ଟି ସହରରେ କଟକଣା ଲାଗିଛି। ଆଜି ସକାଳ ୭ଟାରୁ ଆସନ୍ତା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ…
ଅଧିକ ଖବର ପଢନ୍ତୁ » -
ଲକ୍ଡାଉନ୍ ବେଳେ ପାସ୍ ଦେବ କମିଶନରେଟ୍ ପୁଲିସ୍
ଭୁବନେଶ୍ୱର(ସତ୍ୟଶିଖା): ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ଯାଏ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୯ଟି ସହରକୁ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ…
ଅଧିକ ଖବର ପଢନ୍ତୁ » -
କରୋନା: ଇଟାଲୀରେ ଗୋଟିଏ ଦିନରେ ୬୫୧ ଜଣଙ୍କ ମୃତ୍ୟୁ
ରୋମ୍: ମହାମାରୀ କରୋନାରେ ରବିବାର ୬୫୧ ଜଣଙ୍କର ମୃତ୍ୟୁ ଘଟିଛି। ଶନିବାର ଇଟାଲୀରେ ଗୋଟିଏ ଦିନରେ ଯାଇଥିଲା ୭୯୩ ଜଣଙ୍କ ଜୀବନ। ଶନିବାର ତୁଳନାରେ ରବିବାର ମୃତ୍ୟୁ…
ଅଧିକ ଖବର ପଢନ୍ତୁ » -
‘କୋରନା’ ସମ୍ପର୍କରେ ସଚେତନ କରାଇବାକୁ ଗୀତର ସାହାରା ନେଲେ ଆଇପିଏସ୍ ସାରା ଶର୍ମା
ପାରଳାଖେମୁଣ୍ଡି(ଆଦର୍ଶ ଦାସ): ବିଶ୍ୱରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୩୮ ପହଞ୍ଚିଲାଣି। ‘କୋରନା’ ଠାରୁ କିପରି ମାନବ ସମାଜ ମୁକ୍ତି ପାଇବ ସେଥିପାଇଁ…
ଅଧିକ ଖବର ପଢନ୍ତୁ » -
କୋରନା ସତର୍କତା; ନୋଟ୍ ବ୍ୟବହାର ନେଇ ବି ଜାରି ହେଲା ଗାଇଡ୍ଲାଇନ୍
ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଭାରତୀୟ ବ୍ୟାଙ୍କ ଆସୋସିଏସନ୍…
ଅଧିକ ଖବର ପଢନ୍ତୁ »









