ନ୍ୟୁଜ୍
-
ବିନା ଲକଡାଉନରେ କରୋନା ଯୁଦ୍ଧରେ ବିଜୟୀ ହେଲା ଚାଇନାର ପଡ଼ୋଶୀ
ହଙ୍ଗକଙ୍ଗ: କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶ ଏବେ ଲକଡାଉନ୍ କରିବାକୁ ବାଧ୍ୟ ହେଉଛନ୍ତି। ଚାଇନାର ଉହାନରୁ ବ୍ୟାପିଥିବା ଏହି ଭାଇରସ ଏବେ ୨୧୦ ଦେଶକୁ…
ଅଧିକ ଖବର ପଢନ୍ତୁ » -
ରାସନ କାର୍ଡ ନଥିବା ପରିବାରକୁ ମିଳିଲା ଶୁଖିଲା ଖାଦ୍ୟ
ଭୁବନେଶ୍ୱର(ସତ୍ୟଶିଖା): ଲକ୍ଡାଉନ୍ରେ ଲକ୍ ହୋଇଯାଇଛି ଅନେକ ଖଟିଖିଆ ଓ ଦିନ ମଜୁରିଆଙ୍କ ଜୀବନ ଜୀବିକା। ଏଥିପାଇଁ ରାଜ୍ୟ ସରକାର ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଛନ୍ତି। ତା’ସହିତ ଅନେକ…
ଅଧିକ ଖବର ପଢନ୍ତୁ » -
ଏପ୍ରିଲ ପହିଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦% କମିଛି
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ହେଲେ ପ୍ରଥମ ପର୍ଯ୍ୟାୟର ୭ ଦିନ ପରେ ଅର୍ଥାତ୍ ଏପ୍ରିଲ ୧ରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ…
ଅଧିକ ଖବର ପଢନ୍ତୁ » -
ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦ କୋଟିର ପ୍ୟାକେଜ
ଭୁବନେଶ୍ୱର(ସତ୍ୟଶିଖା): ସହରାଞ୍ଚଳ ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏନେଇ ପ୍ରେସ…
ଅଧିକ ଖବର ପଢନ୍ତୁ » -
ମୁହଁରେ ମାସ୍କ ପିନ୍ଧି ବିବାହ କଲେ ବର କନିଆ
ସୁନ୍ଦରଗଡ଼(ବିଜୟ ବରୁଆ): ବାହା ବେଦିରେ ବସିଥିଲେ ବର, କନିଆ। ବ୍ରାହ୍ମଣ ବି ମନ୍ତ୍ର ଉଚ୍ଚାରଣ କରୁଥିଲେ। ସମ୍ପୂର୍ଣ୍ଣ ରୀତିନୀତିରେ ସମ୍ପନ୍ନ ହୋଇଥିବା ଏହି ବିବାହକୁ ଉଭୟ ପରିବାର…
ଅଧିକ ଖବର ପଢନ୍ତୁ » -
କୋଟା: ସାନିଟାଇଜର ଓ ମାସ୍କ ସହିତ ଘରକୁ ଫେରିଲେ ଛାତ୍ରଛାତ୍ରୀ
କୋଟା: ରାଜସ୍ଥାନ କୋଟାରୁ ୩ ହଜାର କୋଚିଂ ଛାତ୍ରଛାତ୍ରୀ ବସରେ ଉତ୍ତର ପ୍ରଦେଶ ଫେରୁଛନ୍ତି। ଯୋଗୀ ସରକାର ୩ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ୨୫୦ ବସ୍ ଉତ୍ତର…
ଅଧିକ ଖବର ପଢନ୍ତୁ » -
ଆଫ୍ରିକାରେ ହଜାରେ ଟପିଲା କରୋନା ମୃତ୍ୟୁ ସଂଖ୍ୟା
ଲଗୋସ: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଶନିବାର ସୁଦ୍ଧା ୨୧୦ଟି ଦେଶକୁ ବ୍ୟାପିଥିବା ଏହି ଭାଇରସରେ ଏଯାବତ ୨ ଲକ୍ଷ…
ଅଧିକ ଖବର ପଢନ୍ତୁ » -
ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଲା
ଓ୍ୱାଶିଂଟନ: ଶନିବାର ସକାଳ ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ଆମେରିକାର ଜନ ହାପିକନ ବିଶ୍ୱବିଦ୍ୟାଳୟ ଏହି ସୂଚନା ଦେଇଛି। ଏଯାବତ କରୋନାରେ…
ଅଧିକ ଖବର ପଢନ୍ତୁ » -
କରୋନା ମୁକାବିଲା; ଭୁବନେଶ୍ୱରରେ ନମୂନା ସଂଗ୍ରହ ଆରମ୍ଭ
ଭୁବନେଶ୍ୱର (ସତ୍ୟଶିଖା): କରୋନା ମୁକାବିଲା ନିମନ୍ତେ ଆଜି ଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ନମୂନା ସଂଗ୍ରହ ପ୍ରକ୍ରିୟା। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ୧୩ଟି…
ଅଧିକ ଖବର ପଢନ୍ତୁ » -
ପରିବା ବ୍ୟବସାୟୀ ବସିଥିବା ସ୍ଥାନରୁ ଉଠିବାକୁ ମନା କରିବାରୁ ଉତ୍ତେଜନା
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ରିଙ୍ଗ୍ ରୋଡ଼ ସାଇଡରେ ବସିଥିବା ଖୁଚୁରା ପରିବା ବ୍ୟବସାୟୀ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ମନା କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ପରିବା…
ଅଧିକ ଖବର ପଢନ୍ତୁ »









