ନ୍ୟୁଜ୍
-
ଓଲଟିଲା ପିକ୍ଅପ୍ ଭ୍ୟାନ୍; ୩ମୃତ
ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ…
ଅଧିକ ଖବର ପଢନ୍ତୁ » -
୨୪ ଘଣ୍ଟାରେ ଆମେରିକାରେ ୧୯୯୭ ଜଣଙ୍କ ମୁଣ୍ଡ ନେଲା କରୋନା
ୱାଶିଂଟନ: ଆମେରିକାରେ କରୋନା ଭାଇରସ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟାରେ ପୁଣିଥରେ ଏଠାରେ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ଆମେରିକାରେ…
ଅଧିକ ଖବର ପଢନ୍ତୁ » -
ଭଲ ଖବର! ପ୍ରଥମ ରାଜ୍ୟ ଭାବେ ଗୋଆ ହେଲା କରୋନା ମୁକ୍ତ
ପାଣାଜୀ: ମହାମାରୀ କରୋନା ଭାଇରସକୁ ନେଇ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଗୋଆରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଦେଶର ପ୍ରଥମ ରାଜ୍ୟ…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ଆଉ ୭ କରୋନା ପଜିଟିଭ ଚିହ୍ନଟ, ୬୮ରେ ପହଞ୍ଚିଲା ସଂଖ୍ୟା
ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଜି ଆଉ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା…
ଅଧିକ ଖବର ପଢନ୍ତୁ » -
ପୁଲିସ୍ ପୋଷାକରେ ଭୟଙ୍କର ହମଲା, ୧୬ ଜଣଙ୍କ ମୃତ୍ୟୁ
ଟୋରୋଣ୍ଟୋ: କାନାଡାର ଉତ୍ତରପୂର୍ବ ଅଞ୍ଚଳ ନୋଭା ସ୍କୋଟିଆରେ ଆଜି ପୁଲିସ୍ ପୋଷାକ ପିନ୍ଧି ଜଣେ ଆତତାୟୀ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରିଛି। ଏଥିରେ ୧୬…
ଅଧିକ ଖବର ପଢନ୍ତୁ » -
୨ ସାଧୁଙ୍କ ସମେତ ୩ ଜଣଙ୍କୁ ପିଟିପିଟି ମାରିଦେଲେ, ପୁଲିସ୍କୁ ବି ଶୁଣିଲେନି
ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ କିଛି ଲୋକ ୩ ଜଣଙ୍କୁ ପିଟି ପିଟି ମାରିଥିବା ଘଟଣା ବର୍ତ୍ତମାନ ଖବରରେ ଆସିଛି। ଏଥିରେ ୨ ଜଣ ସାଧୁ ମଧ୍ୟ…
ଅଧିକ ଖବର ପଢନ୍ତୁ » -
ଆଇନ ଭାଙ୍ଗିଲେ ଆଇଆଇସି: କରୋନା କଟକଣା ସତ୍ତ୍ୱେ ଶ୍ରୀମନ୍ଦିରକୁ ପ୍ରବେଶ କଲେ ପୂରା ପରିବାର
ପୁରୀ(ସତ୍ୟଶିଖା):ଆଇନ ଭାଙ୍ଗିଲେ ଆଇଆଇସି। କରୋନା କଟକଣା ସତ୍ତ୍ୱେ ପୁରୀ ଶ୍ରୀମନ୍ଦିରକୁ ପ୍ରବେଶ କଲେ ପୁଲିସ ବାବୁ। ହାବିଲଦାରଙ୍କ ବାରଣ ସତ୍ତ୍ୱେ ପୂରା ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ…
ଅଧିକ ଖବର ପଢନ୍ତୁ » -
ମେ’ ୭ ଯାଏ ଲକ୍ଡାଉନ୍ ଅବଧି ବଢ଼ାଇଲା ତେଲେଙ୍ଗାନା, କେସିଆର କହିଲେ ପିଜା ନ ଖାଇଲେ ମରିଯିବାନି
ହାଇଦ୍ରାବାଦ: ତେଲେଙ୍ଗାନା ସରକାର ଲକ୍ଡାଉନ୍ ଅବଧି ମେ’ ୭ ଯାଏ ବୃଦ୍ଧି କରିଛନ୍ତି। ରବିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏ ବିଷୟରେ ଘୋଷଣା କରିଛନ୍ତି।…
ଅଧିକ ଖବର ପଢନ୍ତୁ » -
ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ପାର, ଗଲାଣି ୫୧୯ ଜୀବନ
ନୂଆଦିଲ୍ଲୀ: ସାରା ଦେଶରେ ଗତ ୨୪ ଘଣ୍ଟାରେ ୧,୩୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଭାରତରେ ମୋଟ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା…
ଅଧିକ ଖବର ପଢନ୍ତୁ » -
ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ, ଟିକେଟ୍ କରିବା ବନ୍ଦ କର
ନୂଆଦିଲ୍ଲୀ: ଡିରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ୍ ଆଭିଏସନ୍ ବା ଡିଜିସିଏ ପକ୍ଷରୁ କୁହାଯାଇଛି, ତୁରନ୍ତ ବିମାନ ଟିକେଟ୍ କାଟିବା ବନ୍ଦ କର। ମେ’ ୩ରେ ଲକ୍ଡାଉନ୍ ବର୍ତ୍ତମାନ…
ଅଧିକ ଖବର ପଢନ୍ତୁ »









