ନ୍ୟୁଜ୍
-
କରୋନା ଆତଙ୍କ ୯/୧୧ ଆତଙ୍କୀ ହମଲା ଠାରୁ ଅଧିକ ଭୟଙ୍କର ବୋଲି କହିଲେ ଟ୍ରମ୍ପ
ୱାଶିଂଟନ: ଆମେରିକାରେ ସବୁଠାରୁ ବଡ଼ ଆତଙ୍କବାଦୀ ହମଲା ଭାବେ ୯/୧୧କୁ ବିବେଚନା କରାଯାଏ। ଆମେରିକାର ୱାର୍ଲ୍ଡ ଟ୍ରେଡ ସେଣ୍ଟରରେ ଆତଙ୍କବାଦୀମାନେ ବିମାନ କ୍ରାଶ କରାଇଥିଲେ। ଏଥିରେ ପ୍ରାୟ…
ଅଧିକ ଖବର ପଢନ୍ତୁ » -
ମଦର ହୋମ ଡେଲିଭରୀ କରିବାକୁ ଚାହୁଁଛି ଜୋମାଟୋ!
ନୂଆଦିଲ୍ଲୀ: ଅର୍ଡର ମୁତାବକ ଲୋକଙ୍କ ଘରେ ଖାଦ୍ୟ ପହଞ୍ଚାଉଥିବା ଜୋମାଟୋ ଏବେ ମଦର ହୋମ ଡେଲିଭରୀ କରିବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ପକ୍ଷରୁ ସରକାରଙ୍କୁ ଅନୁମତି ମଗାଯାଇଥିବା…
ଅଧିକ ଖବର ପଢନ୍ତୁ » -
ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିଲେ ସରକାର ଯୋଗାଇ ଦେବେ ଇ-ପାସ୍
ଭୁବନେଶ୍ୱର(ସତ୍ୟଶିଖା): ଓଡ଼ିଶାରେ ଫସିଥିବା ଏବଂ ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଇ-ପାସ୍ ଯୋଗାଇ ଦେବେ ରାଜ୍ୟ ସରକାର। ଏହାବ୍ୟତୀତ ଚିକିତ୍ସା କିମ୍ବା ଅନ୍ୟ କୌଣସି…
ଅଧିକ ଖବର ପଢନ୍ତୁ » -
ଏକାଥରେ ୨୦ ଆକ୍ରାନ୍ତ ଚିହ୍ନଟ, ୨୦୦ ପାର୍ କଲା ପଜିଟିଭ ସଂଖ୍ୟା
ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ ନୂଆ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ…
ଅଧିକ ଖବର ପଢନ୍ତୁ » -
ପଶ୍ଚିମବଙ୍ଗରେ ରହିଛନ୍ତି ୯୨ ହଜାର କରୋନା ଆକ୍ରାନ୍ତ!
କୋଲକାତା: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶରେ ସ୍ଥିତି ବିଗୁଡ଼ୁଥିବା ବେଳେ ପଶ୍ଚିମବଙ୍ଗରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ପ୍ରାୟ…
ଅଧିକ ଖବର ପଢନ୍ତୁ » -
ଖରିଫ ଧାନ ବିକିନଥିବା ଚାଷୀଙ୍କଠୁ ଧାନ କିଣନ୍ତୁ ସରକାର: ବିଜେପି
ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଜିଠୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଖରିଫ ଧାନ ବିକିନଥିବା ଚାଷୀଙ୍କଠୁ ତୁରନ୍ତ ରାଜ୍ୟ ସରକାର ଧାନ କିଣନ୍ତୁ ବୋଲି…
ଅଧିକ ଖବର ପଢନ୍ତୁ » -
ଆଉ ୮୫ ବିଏସଏଫ ଯବାନ କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଏବେ ଦେଶର ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାରେ ଲାଗିଛି। ପ୍ରଥମେ ପୁଲିସ ପରେ ସିଆରପିଏଫ ଯବାନଙ୍କୁ ଆକ୍ରାନ୍ତ କରିଥିବା କରୋନା ଏବେ ବିଏସଏଫ…
ଅଧିକ ଖବର ପଢନ୍ତୁ » -
କ୍ୱାରେଣ୍ଟାଇନ ପାଇଁ ୫ ଲକ୍ଷ ବେଡ୍ ପ୍ରସ୍ତୁତ, ଓଡ଼ିଶା ଫେରିଲେଣି ୩୫୫୪୦
ଭୁବନେଶ୍ୱର (ସତ୍ୟଶିଖା): ଗତ ମେ’ ୩ ତାରିଖରୁ ଅନ୍ୟ ରାଜ୍ୟରେ ଥିବା ୩୫୫୪୦ଜଣ ଓଡ଼ିଆ ଘରକୁ ଫେରୁଛନ୍ତି। ରାଜ୍ୟ ସରକାର ଏବେ ୧୨ହଜାର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର…
ଅଧିକ ଖବର ପଢନ୍ତୁ » -
ଲକ୍ଷଣକୁ ନେଇ ଆସିଲା ନୂଆ ତଥ୍ୟ, ସଙ୍ଗରୋଧ ସମୟ ଯଥେଷ୍ଟ ନୁହଁ!
ଭୁବନେଶ୍ୱର(ସତ୍ୟଶିଖା): ‘କରୋନା’ ସଂକ୍ରମଣ ରୋକିବାକୁ ଯଥେଷ୍ଟ କି ୧୪ ଦିନିଆ ସଙ୍ଗରୋଧ (କ୍ୱାରେଣ୍ଟାଇନ୍)? ଏପରି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। କାରଣ ବାହାର ରାଜ୍ୟରୁ…
ଅଧିକ ଖବର ପଢନ୍ତୁ » -
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଡେଇଁଲା
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଥିବା ଜାତୀୟ ଗଣମାଧ୍ୟମରେ…
ଅଧିକ ଖବର ପଢନ୍ତୁ »









