ନ୍ୟୁଜ୍
-
୭୭ କଏଦୀ ଓ ୨୬ ଜେଲ କର୍ମଚାରୀ କରୋନାରେ ଆକ୍ରାନ୍ତ
ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଏବେ କାୟା ବିସ୍ତାର କରିବାରେ ଲାଗିଛି। ପ୍ରଥମେ ସାଧାରଣ ଲୋକ, ପରେ ସୁରକ୍ଷାକର୍ମୀ ଓ ଏବେ ଜେଲରେ ବନ୍ଦୀ ଥିବା କଏଦୀଙ୍କୁ ଆକ୍ରାନ୍ତ…
ଅଧିକ ଖବର ପଢନ୍ତୁ » -
ପାଖରେ ଟଙ୍କା ନାହିଁ, ଚାଲି ଚାଲି ଯିବେ ହଜାରେ କି.ମି.
ରାୟଗଡ଼ା(ମନୋଜ ପାତ୍ର): ପେଟ ପୋଷିବା ପାଇଁ ସୁଦୂର ଉତ୍ତରପ୍ରଦେଶରୁ ଆସି ରାୟଗଡ଼ାରେ ଶ୍ରମିକ ଭାବେ କାମ କରୁଥିଲେ। ଯାହା ମିଳୁଥିଲା ନିଜ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ହେଲେ…
ଅଧିକ ଖବର ପଢନ୍ତୁ » -
ବନ୍ଦେ ଭାରତ ମିଶନ: ବିଦେଶରୁ ଭାରତୀୟଙ୍କୁ ନେଇ କେରଳରେ ପହଞ୍ଚିଲା ବିମାନ
ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଦେଶରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିବା ପାଇଁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନ ଜରିଆରେ ଦୁଇଟି ବିମାନ ଶୁକ୍ରବାର ବିଳମ୍ବିତ…
ଅଧିକ ଖବର ପଢନ୍ତୁ » -
ସାମାଜିକ ଦୂରତା ନିୟମ ସହ ଆଜିଠୁ ଆରମ୍ଭ ହେବ ରଥ ନିର୍ମାଣ
ପୁରୀ(ସତ୍ୟଶିଖା): ବହୁ ପ୍ରତିକ୍ଷାର ଅବସାନ ଘଟାଇ ଆଜିଠୁ ଆରମ୍ଭ ହେବ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ । ଶେଷରେ ରଥ ନିର୍ମାଣକୁ କେନ୍ଦ୍ର ସରକାର ଅନୁମତି ଦେବା…
ଅଧିକ ଖବର ପଢନ୍ତୁ » -
ଧାନବସ୍ତା ପଡ଼ି ମା’, ଝିଅ ମୃତ
ବ୍ରହ୍ମଗିରି (ସତ୍ୟଶିଖା): ପୁରୀ ଜିଲ୍ଲା ବ୍ରହ୍ମଗିରିର ଖଜୁରିଆ ନିକଟ ହୋବା ସାହିରେ ଧାନବସ୍ତା ପଡ଼ିଯିବାରୁ ଜଣେ ମହିଳା ଓ ତାଙ୍କ ୧୨ ବର୍ଷର ଝିଅର ମୃତ୍ୟୁ ଘଟିଛି।…
ଅଧିକ ଖବର ପଢନ୍ତୁ » -
ଆତଙ୍କୀ ରିଆଜର ମୃତ୍ୟୁ ପରେ ହିଜବୁଲର ସହଯୋଗୀ ଗିରଫ୍
ଶ୍ରୀନଗର: ଆତଙ୍କବାଦୀ ସଂଗଠନ ହିଜବୁଲର ଟପ୍ କମାଣ୍ଡର ରିଆଜ୍ ନାଇକୁ ନିପାତ ହେବାର ଗୋଟିଏ ଦିନ ପରେ ଗୁରୁବାର ଜମ୍ମୁ କଶ୍ମୀର ପୁଲିସ ଜଣେ ଆତଙ୍କୀ ଗୁଇନ୍ଦାକୁ…
ଅଧିକ ଖବର ପଢନ୍ତୁ » -
ଆଗାମୀ ଦିନରେ ଓଡ଼ିଶା କରୋନାର ହଟସ୍ପଟ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆଗାମୀ ଦିନରେ ଓଡ଼ିଶା କରୋନାର ହଟସ୍ପଟ ହେବାକୁ ଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଆଜି ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ ଓ…
ଅଧିକ ଖବର ପଢନ୍ତୁ » -
ଗୁରୁବାରର ଚତୁର୍ଥ ଦୁର୍ଘଟଣା, ମହାରାଷ୍ଟ୍ରର ଫ୍ୟାକ୍ଟ୍ରିରେ ନିଆଁ
ମହାରାଷ୍ଟ୍ର: ଅଶୁଭ ଗୁରୁବାର! ଆଜି ବିଭିନ୍ନ ସ୍ଥାନରେ କାରଖାନାରେ ଦୁର୍ଘଟଣା ଘଟି ବହୁ ଧନଜୀବନ ପ୍ରଭାବିତ ହୋଇଛି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତାମିଲନାଡୁ ପରେ ଏବେ ମହାରାଷ୍ଟ୍ରର ଏକ…
ଅଧିକ ଖବର ପଢନ୍ତୁ » -
ବ୍ୟାଙ୍କରେ ମେଳା! କିଛି ମାନିଲେନି ଅମାନିଆ
ଆଳି (ବନମାଳି ସାହୁ): ମହାମାରୀ ‘କରୋନା’ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ବସିଲାଣି। ଏଥିରୁ ବର୍ତ୍ତି ପାରିନି ଭାରତ। ଆଜି ସୁଦ୍ଧା ୧୫୦୦ରୁ ଅଧିକଙ୍କ ଜୀବନ ଗଲାଣି।…
ଅଧିକ ଖବର ପଢନ୍ତୁ » -
ମୃତକଙ୍କ ପରିବାର ପିଛା କୋଟିଏ ଟଙ୍କା ଦେବେ ସରକାର
ଅମରାବତୀ: ଆନ୍ଧ୍ରପ୍ରଦେଶ ବିଶାଖାପଟନମର ଏଲଜି ପଲିମର୍ସରୁ ଲିକ୍ ହୋଇଥିବା ବିଷାକ୍ତ ଷ୍ଟେରାଇନ୍ ଗ୍ୟାସ ଦୀର୍ଘ ୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହି ବିଷାକ୍ତ ଗ୍ୟାସର ଶିକାର ହୋଇ…
ଅଧିକ ଖବର ପଢନ୍ତୁ »









