ନ୍ୟୁଜ୍
-
ଏଣିକି ଟ୍ରେନରେ ଆସିପାରିବେ ଅଧିକ ପ୍ରବାସୀ, ମିଳିବ ୩ ଷ୍ଟପେଜ୍
ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକ ଓ ଲୋକଙ୍କ ପାଇଁ ରେଳ ମନ୍ତ୍ରଣାଳୟ ବଡ଼ ଘୋଷଣା କରିଛି। ଏଣିକି ଟ୍ରେନର ଯେତିକି କ୍ଷମତା,…
ଅଧିକ ଖବର ପଢନ୍ତୁ » -
କ୍ଲିନିକ ଓ ନର୍ସିଂହୋମ ଖୋଲିବାକୁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ଅନ୍ୟ ରୋଗର ଉତ୍ତମ ଚିକିତ୍ସା ପାଇଁ ରାଜ୍ୟଗୁଡ଼ିକ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।…
ଅଧିକ ଖବର ପଢନ୍ତୁ » -
‘ବହଳିଆ ଡାଲି ଓ ଚିକେନ୍ ଦେଉଛନ୍ତି, ମାସେ କହିଲେ ବି ରହିଯିବୁ’
ଭୁବନେଶ୍ୱର (ସତ୍ୟଶିଖା): କରୋନା ମୁକାବିଲା ଲାଗି ରାଜ୍ୟର ସବୁ ସ୍ଥାନରେ କ୍ୱାରେଣ୍ଟାଇନ୍ ସେଣ୍ଟର ହୋଇଥିବା ବେଳେ କିଛି କିଛି ଜାଗାରେ ବିଭିନ୍ନ ଅସୁବିଧା ରହିଥିବା ଖବର ଆସୁଛି।…
ଅଧିକ ଖବର ପଢନ୍ତୁ » -
ଏଣିକି କର୍ଣ୍ଣାଟକା ଚାଷୀଙ୍କ ଠାରୁ ସିଧାସଳଖ ଜମି କିଣିପାରିବେ ଶିଳ୍ପସଂସ୍ଥା
ବେଙ୍ଗାଲୁରୁ: ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଜମି କିଣାବିକା ନିୟମକୁ ଅଧିକ ସହଜ କରିଛନ୍ତି କର୍ଣ୍ଣାଟକା ସରକାର। ଏଣିକି ଶିଳ୍ପ ସଂସ୍ଥାଗୁଡ଼ିକ ନିଜର ଅଭିବୃଦ୍ଧି ପାଇଁ ସିଧାସଳଖ ଚାଷୀମାନଙ୍କ…
ଅଧିକ ଖବର ପଢନ୍ତୁ » -
କାଞ୍ଚିପୁରମ୍ରୁ ଆସିଲେ, କଟକରେ ହଇରାଣ ହେଲେ
କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ ): ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁ ହଇରାଣ ହେଲେ ପ୍ରବାସୀ ଓଡ଼ିଆ। ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା କଟକ ସହରର…
ଅଧିକ ଖବର ପଢନ୍ତୁ » -
ଟଙ୍କା, ଲ୍ୟାପଟପ ଓ ମୋବାଇଲ ପାଇଁ ଡିଆରଡିଓର ସାନିଟାଇଜର
ନୂଆଦିଲ୍ଲୀ: ହାଇଦ୍ରାବାଦରେ ଅବସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ)ର ଆରସିଆ ଲ୍ୟାବ କଣ୍ଟାକ୍ଟ ଲେସ ୟୁଭିସି ସାନିଟାଇଜର କ୍ୟାବିନେଟ ପ୍ରସ୍ତୁତ କରିଛି। ଏହାର ନାଁ ଡିଫେନ୍ସ…
ଅଧିକ ଖବର ପଢନ୍ତୁ » -
ଆମେରିକା ଉପ ରାଷ୍ଟ୍ରପତିଙ୍କ କରୋନା ରିପୋର୍ଟ ନେଗେଟିଭ
ୱାଶିଂଟନ: ଆମେରିକା ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ତାଙ୍କ ମୁଖପାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ପ୍ରତି ସଂକ୍ରମଣ ଆଶଙ୍କା…
ଅଧିକ ଖବର ପଢନ୍ତୁ » -
ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ; ୩୯୧ରେ ପହଞ୍ଚିଲା ସଂଖ୍ୟା
ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।…
ଅଧିକ ଖବର ପଢନ୍ତୁ » -
କାଲିଠୁ ଚାଲିବ ଟ୍ରେନ, ଆଜିଠୁ ଟିକେଟ ବୁକିଂ
ନୂଆଦିଲ୍ଲୀ: କରୋନା ଲକଡାଉନ ସତ୍ତ୍ୱେ ଆସନ୍ତାକାଲି ଠାରୁ ଦିଲ୍ଲୀରୁ ବିଭିନ୍ନ ସ୍ଥାନକୁ ପାସେଞ୍ଜର ଟ୍ରେନ ଚାଲିବ। ଦୀର୍ଘ ୫୧ ଦିନ ଟ୍ରେନ ଚଳାଚଳ ବନ୍ଦ ରହିବା ପରେ…
ଅଧିକ ଖବର ପଢନ୍ତୁ » -
ଗଞ୍ଜାମରେ ଖୋଲିଲା ୪ ନୂଆ କୋଭିଡ୍ କେୟାର ସେଣ୍ଟର
ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି…
ଅଧିକ ଖବର ପଢନ୍ତୁ »









