ନ୍ୟୁଜ୍
-
ପ୍ରିୟଙ୍କା ଗାନ୍ଧୀଙ୍କ ଅନୁରୋଧ ରକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଗୀ
ଲକ୍ଷ୍ନୌ: ଘରକୁ ଫେରିବାକୁ ଇଚ୍ଛୁକ ଶ୍ରମିକଙ୍କୁ ଆଣିବା ପାଇଁ ହଜାରେ ବସ ଚଳାଇବାକୁ ଅନୁମତି ମାଗିଥିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଯୋଗୀ ସରକାର ଏହି ଅନୁରୋଧ…
ଅଧିକ ଖବର ପଢନ୍ତୁ » -
ଉଡିଗଲା ନୀଳଚକ୍ର ବାନା | Satyasikha
ପୁରୀ(ସତ୍ୟଶିଖା): ‘ଅମ୍ଫାନ’ ମହାବାତ୍ୟା ପୂର୍ବରୁ ପବନରେ ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା। ତେବେ ନୀଳଚକ୍ରରେ ଅନ୍ୟ ବାନା ଥିବାରୁ ମହାପ୍ରଭୁଙ୍କର ନୀତିକାନ୍ତିରେ କୌଣସି ଅସୁବିଧା ହୋଇନାହିଁ। ବାନା…
ଅଧିକ ଖବର ପଢନ୍ତୁ » -
କଶ୍ମୀରୀ ଶ୍ରମିକଙ୍କ ବସଯାତ୍ରା ପାଇଁ ୧. ୮୦ ଲକ୍ଷ ଟଙ୍କା ଭଡ଼ା ଦେଲେ ଦୁଇ ଭାଇ
ପୁଟପର୍ତ୍ତି: ଲକଡାଉନ୍ ବେଳେ ଆନ୍ଧ୍ରପ୍ରଦେଶ ପୁଟପର୍ତ୍ତିରେ ଫସି ହୋଇ ରହିଥିବା ୮୦ କଶ୍ମୀରୀ ଶ୍ରମିକଙ୍କ ପାଇଁ ସାହା ହୋଇଛନ୍ତି ସ୍ଥାନୀୟ ବ୍ୟବସାୟୀ ତଥା ଦୁଇ ଭାଇ ରାମ…
ଅଧିକ ଖବର ପଢନ୍ତୁ » -
ଲଞ୍ଚ୍ ହେଲା ସାମସଙ୍ଗ ଗାଲାକ୍ସି A21
ଦକ୍ଷିଣ କୋରିଆ କମ୍ପାୀ ସାମସଙ୍ଗ ତା’ର ନୂଆ ଫୋନ୍ ସାମସଙ୍ଗ ଗାଲାକ୍ସି A21 ଲଞ୍ଚ୍ କରିଛି। କମ୍ପାନୀ ଏହାକୁ ଗତ ଶୁକ୍ରବାର ଦିନ ଲଣ୍ଡନରେ ଲଞ୍ଚ୍ କରିଛି।…
ଅଧିକ ଖବର ପଢନ୍ତୁ » -
ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ପାଇଁ ସରକାରଙ୍କ ଦରଦ ନାହିଁ: ନିରଞ୍ଜନ
ଭୁବନେଶ୍ୱର(ସତ୍ୟଶିଖା): ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କର କୌଣସି ଦରଦ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।ଆଜି ଗଣମାଧ୍ୟମକୁ ଜାରି ଏକ…
ଅଧିକ ଖବର ପଢନ୍ତୁ » -
କରୋନା ପରୀକ୍ଷା କୌଶୈଳ ବଦଳାଇଲା ଆଇସିଏମଆର
ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କରୋନା ପରୀକ୍ଷାର ଶୈଳୀ ପରିବର୍ତ୍ତନ କରିଛି। ଏଣିକି ବିଦେଶରୁ ଫେରିଥିବା ବ୍ୟକ୍ତି ଓ ପ୍ରବାସୀ ଶ୍ରମିକ ଫେରିବାର…
ଅଧିକ ଖବର ପଢନ୍ତୁ » -
ଲାଗିଲା ଅଙ୍କୁଶ : ସୁବ୍ରତୋ ବାଗଚୀ ଏଣିକି ସପ୍ତାହକୁ ୩ ଦିନ
ଭୁବନେଶ୍ୱର(ସତ୍ୟଶିଖା): କରୋନା ବିପତ୍ତିର ମୁକାବିଲା ଓ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସାଧାରଣ ଲୋକଙ୍କୁ ସୂଚନା ଦେଉଥିବା ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ର୍ରତୋ ବାଗଚୀ ଏଣିକି ସପ୍ତାହକୁ ୩ଦିନ…
ଅଧିକ ଖବର ପଢନ୍ତୁ » -
ସକାଳେ ସବୁ ସୁସ୍ଥ, ସନ୍ଧ୍ୟାରେ ପୁଣି ୨୦ ଆକ୍ରାନ୍ତ
ଜଗତସିଂହପୁର(ଶଶାଙ୍କ ପଣ୍ଡା): ଆଜି ସକାଳେ ‘କରୋନା’ ମୁକ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାରେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଛନ୍ତି। ଏମାନଙ୍କୁ…
ଅଧିକ ଖବର ପଢନ୍ତୁ » -
ଲକଡାଉନ୍ ୪.୦ ଆରମ୍ଭ ହେବା ମାତ୍ରେ ରାଜଧାନୀରେ ପ୍ରଦୂଷଣ
ନୂଆଦିଲ୍ଲୀ: ଦୁଇ ମାସରୁ ଅଧିକ ଦିନ ହେବ ସ୍ୱଚ୍ଛ ଓ ନୀଳ ଆକାଶ ଦେଖାଯାଉଥିବା ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଆଜି ହଠାତ୍ ବଢ଼ିଯାଇଛି। ଲକଡାଉନ୍ ୪.୦ରେ ଅନେକ…
ଅଧିକ ଖବର ପଢନ୍ତୁ » -
ପୁଣି ଥରିଲା ଆଫଗାନିସ୍ତାନ, ଆତ୍ମଘାତୀ ଆକ୍ରମଣରେ ୯ ସୁରକ୍ଷାକର୍ମୀ ମୃତ
କାବୁଲ: ଆଫଗାନିସ୍ତାରେ ପୁଣି ତାଲିବାନ ଆକ୍ରମଣ କରିଛନ୍ତି। ସପ୍ତାହେ ହେବ ନିରବ ରହିବା ପରେ ପୁଣିଥରେ ଆଫଗାନିସ୍ତାନର ଘାଞ୍ଜି ଅଞ୍ଚଳରେ ତାଲିବାନ୍ ଆଜି ଆତ୍ମଘାତୀ ଆକ୍ରମଣ କରିଛନ୍ତି।…
ଅଧିକ ଖବର ପଢନ୍ତୁ »









