ନ୍ୟୁଜ୍
-
ମାଲକାନଗିରିରେ ପ୍ରବଳ ବର୍ଷା: ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ
ସତ୍ୟଶିଖା( ଭୁବନେଶ୍ୱର )୧୨.୦୯ . ୨୦୨୨: ମାଲକାନଗିରି: ପ୍ରବଳ ବର୍ଷାରେ ବୁଡ଼ିଲା ମାଲକାନଗିରି ଜିଲ୍ଲା। ମାଲକାନଗିରି ସୀମାନ୍ତ ମୋଟୁ ନିକଟରେ ଥିବା କୁଇଗୁର ପୋଲ ଉପରେ ୨ରୁ…
ଅଧିକ ଖବର ପଢନ୍ତୁ » -
ଲଗାତାର ଗଣ୍ଠି ଯନ୍ତ୍ରଣା ହେଉଛି କି? ହୋଇଥାଇପାରେ ଏହି ରୋଗ
ସତ୍ୟଶିଖା( ଭୁବନେଶ୍ୱର )୧୨.୦୯ . ୨୦୨୨: ଆପଣଙ୍କର ଲଗାତାର ଗଣ୍ଠି ଯନ୍ତ୍ରଣା, ମେରୁଦଣ୍ଡ ଯନ୍ତ୍ରଣା ସହ ମାଂସପେଶୀରେ ଯନ୍ତ୍ରଣା ହେଉଛି କି? ଆଉ ଆପଣ ବହୁ ଔଷଧ…
ଅଧିକ ଖବର ପଢନ୍ତୁ » -
ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ୧୩ ଯାଏଁ ଓଡ଼ିଶା ଉପକୂଳ ଅଶାନ୍ତ
ସତ୍ୟଶିଖା( ଭୁବନେଶ୍ୱର )୧୨.୦୯ . ୨୦୨୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ଆକଳନ କରିଛି ଆଞ୍ଚଳିକ…
ଅଧିକ ଖବର ପଢନ୍ତୁ » -
ସାଫ୍ ୧୭ ବର୍ଷରୁ କମ ଫୁଟ୍ବଲ ଚାମ୍ପିଅନସିପ ସେମିଫାଇନାଲ୍
ସତ୍ୟଶିଖା( ଭୁବନେଶ୍ୱର )୧୨.୦୯ . ୨୦୨୨: ସାଫ୍ ୧୭ ବର୍ଷରୁ କମ ଫୁଟ୍ବଲ ଚାମ୍ପିଅନସିପରେ ଆଜି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ସେମିଫାଇନାଲ୍ ଅନୁଷ୍ଠିତ ହେବ। କଲମ୍ବୋର…
ଅଧିକ ଖବର ପଢନ୍ତୁ » -
ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ୧୫ଫୁଟର ଘାଇ, ଘରେ ପଶିଲା କେନାଲ ପାଣି
ସତ୍ୟଶିଖା( ଧର୍ମଗଡ଼ )୧୨.୦୯ . ୨୦୨୨: ଲଗାଣ ବର୍ଷା ଯୋଗୁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ପ୍ରାୟ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି। ଜୟପାଟଣା ବ୍ଲକ…
ଅଧିକ ଖବର ପଢନ୍ତୁ » -
ଆଖିବୁଜିଲେ ଆଇଟିଆଇ ଛାତ୍ର
ସତ୍ୟଶିଖା( କଟକ )୧୨.୦୯ . ୨୦୨୨: ବିଷ ପିଇ କଟକ ଏସ୍ସିବିରେ ଚିକିତ୍ସାଧୀନ ଥିବା ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ଆଶୁତୋଷ ଭଦ୍ରକର ଏକ…
ଅଧିକ ଖବର ପଢନ୍ତୁ » -
ଆଜିଠୁ ଓଜେଇଇ ୱେବ୍ କାଉନସେଲିଂ
ସତ୍ୟଶିଖା( ଭୁବନେଶ୍ୱର )୧୨.୦୯ . ୨୦୨୨: ଆଜିଠୁ ଆରମ୍ଭ ହୋଇଛି ଓଜେଇଇ ୱେବ୍ କାଉନସେଲିଂ। ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଏମ୍ବିଏ, MCA,…
ଅଧିକ ଖବର ପଢନ୍ତୁ » -
୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ସତ୍ୟଶିଖା( ଭୁବନେଶ୍ୱର )୧୨.୦୯ . ୨୦୨୨: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ଏହା ଭବାନୀପାଟଣା…
ଅଧିକ ଖବର ପଢନ୍ତୁ » -
୧୦୦ ବର୍ଷ ପୂରା କଲା ଡିଜ୍ନି, ମହାଭାରତ ଉପରେ କରିବ ଇଣ୍ଟରନ୍ୟାସନାଲ ସିରିଜ୍
ସତ୍ୟଶିଖା( ମୁମ୍ଵାଇ )୧୦.୦୯ . ୨୦୨୨: ଆମେରିକାର କାଲିଫର୍ନିଆର ଆନାହାଇମ୍ ସହରରେ ଡିସ୍ନି ଷ୍ଟୁଡିଓର ୧୦୦ତମ ବାର୍ଷିକ ଉତ୍ସବ ଶୁକ୍ରବାରଠୁ ଆରମ୍ଭ ହୋଇଛି। ଇଭେଣ୍ଟ D23…
ଅଧିକ ଖବର ପଢନ୍ତୁ » -
ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
ସତ୍ୟଶିଖା( ଭୁବନେଶ୍ୱର )୧୦.୦୯ . ୨୦୨୨: ୨୪ ଘଣ୍ଟା ଭିତରେ ଅବପାତରେ ପରିଣତ ହେବ ସୁଦୃଶ୍ୟ ଲଘୁଚାପ। ଯାହାର ପ୍ରଭାବରେ ରବିବାର ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି…
ଅଧିକ ଖବର ପଢନ୍ତୁ »









