ନ୍ୟୁଜ୍
-
ଦିଲ୍ଲୀ ସରକାରଙ୍କ ମିଛ ଧରାଇଲା ଏମସିଡି, କରୋନାରେ ମରିଛନ୍ତି ୨ ହଜାରରୁ ଅଧିକ ଲୋକ
ନୂଆଦିଲ୍ଲୀ: ପୁଣିଥରେ କରୋନା ଜନିତ ମୃତ୍ୟୁସଂଖ୍ୟାରେ ହେରଫେରକୁ ନେଇ କାଠ ଗଡ଼ାରେ ଛିଡ଼ା ହୋଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ସରକାର କରୋନା ଜନିତ ମୃତ୍ୟୁସଂଖ୍ୟା ଲୁଚାଇଥିବା ଦିଲ୍ଲୀ…
ଅଧିକ ଖବର ପଢନ୍ତୁ » -
ପାଲଘରରେ ସାଧୁଙ୍କୁ ହତ୍ୟା ଘଟଣା: କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପାଲଘରରେ ୨ ଜଣ ସାଧୁଙ୍କୁ ପିଟିପିଟି ହତ୍ୟା ଘଟଣାର ସିବିଆଇ ଓ ଏନଆଇଏ ତଦନ୍ତ ହେବ କି ନାହିଁ, ତା’ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ…
ଅଧିକ ଖବର ପଢନ୍ତୁ » -
ମାସ୍କ ଦର କାହିଁକି ବଢ଼ିଲା, ବିଜେଡି ଦେଲା ସଫେଇ
ଭୁବନେଶ୍ୱର (ସତ୍ୟଶିଖା): ମାସ୍କ କେଳେଙ୍କାରୀକୁ ନେଇ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଘେରିଛନ୍ତି। କିନ୍ତୁ ଏହି ଅଭିଯୋଗ ପ୍ରସଙ୍ଗରେ ଉତ୍ତର…
ଅଧିକ ଖବର ପଢନ୍ତୁ » -
ଖାଦ୍ୟ ପାଇଁ ଅଳଙ୍କାର ବିକ୍ରି କଲେ ପ୍ରବାସୀ ଶ୍ରମିକ
କନ୍ନୁଜୁ: କରୋନା ଲଡଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ଭୋଗୁଥିବା ଦୁର୍ଦ୍ଦଶାର ଆଉ ନଗ୍ନଚିତ୍ର ସାମ୍ନାକୁ ଆସିଛି। ଲକଡାଉନ ଯୋଗୁ ତାମିଲନାଡୁରେ କାମ କରୁଥିବା ଉତ୍ତର ପ୍ରଦେଶର ଜଣେ…
ଅଧିକ ଖବର ପଢନ୍ତୁ » -
ଆଇଆଇଟି ମାଡ୍ରାସ ୧ନଂ, ବିଶ୍ୱବିଦ୍ୟାଳୟ ମଧ୍ୟରେ ଜେଏନୟୁ ଦ୍ୱିତୀୟ
ନୂଆଦିଲ୍ଲୀ: ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ରାଙ୍କିଙ୍ଗ ଆଜି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏହି ତାଲିକାରେ ସ୍ଥାନ…
ଅଧିକ ଖବର ପଢନ୍ତୁ » -
ଅମିତ ଶାହଙ୍କ ଭାଷଣକୁ ଲଜ୍ଜାଜନକ କହିଲେ ପ୍ରକାଶ
ନୂଆଦିଲ୍ଲୀ: ବିହାର ନିର୍ବାଚନ ପୂର୍ବରୁ ଆଉ କରୋନା ସଙ୍କଟ ମଝିରେ ଗୃହମନ୍ତ୍ରୀ ଅମିତ ଶାହ ବିହାରରେ ଭର୍ଚୁଆଲ ରାଲି ଆରମ୍ଭ କରିଦେଇଛନ୍ତି। ତେବେ ଶାହଙ୍କ ଏହି ଭର୍ଚୁଆଲ…
ଅଧିକ ଖବର ପଢନ୍ତୁ » -
ରୋଜଗାର ବିନା ମାସେ ବି ଚଳିପାରିବେନି ଅଧେ ଭାରତୀୟ
ନୂଆଦିଲ୍ଲୀ: କେବଳ ସେଭିଙ୍ଗ୍ସ ଓ ପରିବାର ଲୋକଙ୍କ ଆର୍ଥିକ ସହଯୋଗରେ ମଧ୍ୟ ବିନା ରୋଜଗାରରେ ଦେଶର ପ୍ରାୟ ୫୦% ଲୋକ ମାସେ ବି ଚଳିପାରିବେ ନାହିଁ। ସେମାନଙ୍କର…
ଅଧିକ ଖବର ପଢନ୍ତୁ » -
ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨ କରୋନା ପଜିଟିଭି
ଭୁବନେଶ୍ୱର(ସତ୍ୟଶିଖା) : ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୧୩୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୨ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରେ ଥିବାବେଳେ ଜଣେ…
ଅଧିକ ଖବର ପଢନ୍ତୁ » -
କରୋନା ପାଇଁ ଅଟକିଲା ଗଗନଯାନ ମିଶନ
ବେଙ୍ଗାଲୁରୁ: ମହାମାରୀ କରୋନା ପ୍ରଭାବ ଯୋଗୁ ଚଳିତ ବର୍ଷ ଶେଷ ଆଡ଼କୁ ଆରମ୍ଭ ହେବାକୁ ଥିବା ଗଗନଯାନ ମିଶନ ଟାଳି ଦିଆଯାଇଛି। ପ୍ରଥମଥର ପାଇଁ ଇସ୍ରୋ ପକ୍ଷରୁ…
ଅଧିକ ଖବର ପଢନ୍ତୁ » -
ଆସନ୍ତାକାଲି କର୍ଫ୍ୟୁ ହେବ କୋହଳ | Satyasikha
ଭୁବନେଶ୍ୱର(ସତ୍ୟଶିଖା): ସମଗ୍ର ରାଜ୍ୟରେ ସନ୍ଧ୍ୟା ୭ଟା ପରଠାରୁ କର୍ଫ୍ୟକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଥିବା ବେଳେ ଶୁକ୍ରବାର ଏଥିରେ ସାମାନ୍ୟ କୋହଳ କରାଯାଇଛି। ଆସନ୍ତାକାଲି ରାତ୍ରକାଳୀନ କର୍ଫ୍ୟୁକୁ…
ଅଧିକ ଖବର ପଢନ୍ତୁ »









