ନ୍ୟୁଜ୍
-
ନବରଙ୍ଗପୁର ଜିଲ୍ଲା ସପ୍ତାହାନ୍ତ ଶଟ୍ଡାଉନ୍ – Satyasikha
ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଲାଣି। ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହାନ୍ତ ଶଟ୍ଡାଉନ୍ ଘୋଷଣା କରାଯାଇଛି। ପ୍ରତି ଶନିବାର…
ଅଧିକ ଖବର ପଢନ୍ତୁ » -
ସିଆରପିଏଫ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର: ଜମ୍ମୁ କଶ୍ମୀରର ସୋପୋରରେ ଏକ ସିଆରପିଏଫ ପାଟ୍ରୋଲିଂ ଟିମ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଆଉ ଜଣେ…
ଅଧିକ ଖବର ପଢନ୍ତୁ » -
ସରିଲା ପହଣ୍ଡି; ବାହୁଡ଼ିବେ ମହାବାହୁ
ପୁରୀ(ସତ୍ୟଶିଖା): ଜନ୍ମ ବେଦୀରୁ ରତ୍ନବେଦିକୁ ବାହୁଡ଼ିବାକୁ ଉଚ୍ଛନ ମହାବାହୁ। ୯ ଦିନ ହେଲାଣି ମାଉସୀ ଘର ଆଡ଼ପ ମଣ୍ଡପରେ ଚାଲିଥିବା ଲୀଳା ଖେଳ ଶେଷ ହୋଇଛି ।…
ଅଧିକ ଖବର ପଢନ୍ତୁ » -
‘କରୋନାର ପ୍ରଭାବ ଯେତେ ବଢ଼ିବ, ଚୀନ ପ୍ରତି ମୋର ଆକ୍ରୋଶ ସେତେ ବଢ଼ିବ’
ନ୍ୟୁୟର୍କ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାର୍ଗେଟରେ ଚୀନ୍। କରୋନାର ପ୍ରଭାବ ଯେତେ ବଢ଼ିବ ଚୀନ୍ ଉପରେ ସେତେ ଆକ୍ରୋଶ ବଢ଼ିବ ବୋଲି ଟ୍ରମ୍ପ କହିଛନ୍ତି।…
ଅଧିକ ଖବର ପଢନ୍ତୁ » -
କ୍ଲିନିକରେ ଗ୍ୟାସ ଲିକରୁ ବିସ୍ଫୋରଣ, ୧୯ ମୃତ
ତେହରିନ: ଇରାନର ଏକ କ୍ଲିନିକରେ ଗ୍ୟାସ ଲିକ୍ ହେବାରୁ ବିସ୍ଫୋରଣ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଖବର…
ଅଧିକ ଖବର ପଢନ୍ତୁ » -
ବାୟୁସେନା କିଣିବ ‘ସ୍ପାଇସ-୨୦୦୦’ ବୋମା – Satyasikha
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା କିଣିବ ‘ସ୍ପାଇସ-୨୦୦୦’ ବୋମା। ଗତବର୍ଷ ପାକିସ୍ତାନର ବାଲାକୋଟରେ ବାୟୁସେନା କରିଥିବା ଏୟାର ଷ୍ଚ୍ରାଇକରେ ଏହି ସ୍ପାଇସ-୨୦୦୦ ବୋମା ବ୍ୟବହାର କରିଥିଲା ଭାରତ। ଚୀନ୍…
ଅଧିକ ଖବର ପଢନ୍ତୁ » -
ଝାମ୍ପୁଥିଲେ ସୁନା ଚେନ୍, ଖାଇଲେ ନିର୍ଧୂମ ଛେଚା
ଧର୍ମଗଡ଼(ଇଙ୍ଗିତ ପଣ୍ଡା): ରାସ୍ତାରେ ଏକା ଯାଉଥିବା ମହିଳାଙ୍କ ସୁନା ଚେନ୍ ଓ କାନ ଫୁଲ ଝାମ୍ପି ଧରା ପଡ଼ିଛନ୍ତି ୩ ଦୁର୍ବୃତ୍ତ। ଗ୍ରାମବାସୀ କାବୁ କରି ସେମାନଙ୍କୁ…
ଅଧିକ ଖବର ପଢନ୍ତୁ » -
୧୪ଟି ଦେଶକୁ ବିମାନ ସେବା ପାଇଁ ଅନୁମତି ଦେଲା ୟୁରୋପୀୟ ସଂଘ
ଲଣ୍ଡନ: ଆଜିଠୁ ୟୁରୋପ ଆକାଶ ମାର୍ଗରେ ଉଡ଼ିପାରିବ ୧୪ଟି ଦେଶର ବିମାନ। ୟୁରୋପିଆନ ସଂଘ ୧୪ଟି ଦେଶକୁ ଏଥିପାଇଁ ଅନୁମତି ଦେଇଛି। ଏହି ଦେଶ ଗୁଡ଼ିକ ହେଲା…
ଅଧିକ ଖବର ପଢନ୍ତୁ » -
୧୦ ଘଣ୍ଟା ଧରି ଚାଲିଲା ଭାରତ-ଚୀନ୍ ବୈଠକ
ଲଦାଖ: ମଙ୍ଗଳବାର ଭାରତ-ଚୀନ ମଧ୍ୟରେ କମାଣ୍ଡର ସ୍ତରର ଏକ ବୈଠକ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଏହା ୧୪ ତମ ବୈଠକ ଥିଲା। ପ୍ରାୟ ୧୦ ଘଣ୍ଟା…
ଅଧିକ ଖବର ପଢନ୍ତୁ » -
ଗୁଣି ଗାରେଡ଼ି ସନ୍ଦେହରୁ ହତ୍ୟା ଧମକ; ରାତାରାତି ନଦୀ ପାର ହୋଇ ପଳାଇଲେ ୨ ପରିବାର
ଚିତ୍ରକୋଣ୍ଡା(ସତ୍ୟଶିଖା): ଅନ୍ଧବିଶ୍ୱାସର କୁପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗାଜଲମାମୁଡ଼ି ପଞ୍ଚାୟତର ତୋଟାଗୁଡା ଗ୍ରାମରେ। ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ୨ ଭାଇଙ୍କ ପରିବାର ସଦସ୍ୟଙ୍କୁ…
ଅଧିକ ଖବର ପଢନ୍ତୁ »









