ନ୍ୟୁଜ୍
-
କାଳିଆ ପରେ ବଳିଆ ଯୋଜନା,ଆଉ ଏକ ନିର୍ବାଚନୀ ଧୂଆଁବାଣ: କଂଗ୍ରେସ
ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘କାଳିଆ’ ନାଁରେ ଏକ ଯୋଜନା ଚାଷୀଙ୍କ ପାଇଁ କଲେ। ଏବେ ଭୂମିହୀନ ଚାଷୀଙ୍କ ପାଇଁ ‘ବଳିଆ’ ନାଁରେ…
ଅଧିକ ଖବର ପଢନ୍ତୁ » -
ଲଦାଖ ପ୍ରସଙ୍ଗରେ ଭାରତ ସମର୍ଥନରେ ବାହାରିଲା ଜାପାନ
ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଆଜି ଜାପାନ ମୁହଁ ଖୋଲିଛି। ଲଦାଖ ପ୍ରସଙ୍ଗରେ ଜାପାନ ବନ୍ଧୁ ଭାରତକୁ ସମର୍ଥନ…
ଅଧିକ ଖବର ପଢନ୍ତୁ » -
କେବେ ଆରମ୍ଭ ହେବ ପାଇକ ବିଦ୍ରୋହର ସ୍ମାରକୀ?
ଭୁବନେଶ୍ୱର (ସତ୍ୟଶିଖା): ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସ୍ମାରକୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘୋଷଣା ଘୋଷଣାରେ ରହିଯାଇଛି। କେନ୍ଦ୍ର ସରକାର ଖୋର୍ଦ୍ଧାର ବରୁଣେଇ…
ଅଧିକ ଖବର ପଢନ୍ତୁ » -
କରୋନା ପାଇଁ ଜେଇଇ ଓ ନିଟ ପରୀକ୍ଷା ଘୁଞ୍ଚିଲା, ଜାଣନ୍ତୁ ନୂଆ ତାରିଖ
ନୂଆଦିଲ୍ଲୀ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଜେଇଇ ମେନ୍ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ…
ଅଧିକ ଖବର ପଢନ୍ତୁ » -
ଭୂକମ୍ପରେ ଥରିଲା ରାଜଧାନୀ
ନୂଆଦିଲ୍ଲୀ: ପୁଣିଥରେ ଭୂକମ୍ପ ଝଟକାରେ ଥରିଛି ଜାତୀୟ ରାଜଧାନୀ ଦିଲ୍ଲୀ। ଆଜି ସନ୍ଧ୍ୟାରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର…
ଅଧିକ ଖବର ପଢନ୍ତୁ » -
ପାକିସ୍ତାନର ବୈଦେଶିକ ମନ୍ତ୍ରୀ କରୋନାରେ ସଂକ୍ରମିତ
ଇସଲାମାବାଦ: ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି। ଏନେଇ କୁରେସି ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି,…
ଅଧିକ ଖବର ପଢନ୍ତୁ » -
ରାଜଧାନୀ ବାହାରୁ ଶ୍ରମିକଙ୍କୁ ଆଣିବାକୁ ବାରଣ କଲା ବିଏମସି
ଭୁବନେଶ୍ୱର(ସତ୍ୟଶିଖା): ବାହାର ରାଜ୍ୟରୁ ଆସିଥିବା ୩୪ଜଣ ଶ୍ରମିକ କରୋନା ସଂକ୍ରମିତ ହେବାପରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ…
ଅଧିକ ଖବର ପଢନ୍ତୁ » -
ମୋଦିଙ୍କ ବିସ୍ତାରବାଦ ବୟାନର ଜବାବ ଦେଲା ଚାଇନା
ନୂଆଦିଲ୍ଲୀ: ଲଦାଖରେ ଚାଇନା ନାଁ ନ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଜିଂକୁ ତୀବ୍ର ସମାଲୋଚନା କରିଥିଲେ। ମୋଦି ଚାଇନାର ବିସ୍ତାରବାଦ ନୀତିକୁ ଟାର୍ଗେଟ କରି…
ଅଧିକ ଖବର ପଢନ୍ତୁ » -
ଆଦିବାସୀ ନାବାଳିକା ଦୁଷ୍କର୍ମ: ସମସ୍ତ ଅପରାଧୀଙ୍କ ଗିରଫ ଦାବି କଲା ବିଜେପି
ଭୁବନେଶ୍ୱର(ସତ୍ୟଶିଖା): ବୀରମିତ୍ରପୁର ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରି ପୋକସୋ ଆକ୍ଟରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।…
ଅଧିକ ଖବର ପଢନ୍ତୁ » -
ବସ୍ ଉପରେ ମାଡ଼ିଗଲା ଟ୍ରେନ, ୨୯ ମୃତକଙ୍କ ମଧ୍ୟରେ ୧୫ ଶିଖ
ଇସଲାମାବାଦ: ଗୋଟିଏ ବସ୍ ଉପରେ ଦ୍ରୁତଗାମୀ ଟ୍ରେନ ମାଡ଼ି ଯିବାରୁ ୨୯ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୫ ଜଣ ଶିଖ୍ ରହିଛନ୍ତି। ପାକିସ୍ତାନର…
ଅଧିକ ଖବର ପଢନ୍ତୁ »









