ନ୍ୟୁଜ୍
-
ଦକ୍ଷିଣ ଚୀନ୍ ସାଗରରୁ ଆସୁଛି ବାତ୍ୟା
ସତ୍ୟଶିଖା( ଭୁବନେଶ୍ୱର )୨୭.୦୯ . ୨୦୨୨: ଚଳିତ ବର୍ଷ ଦୁର୍ଗାପୂଜା ଟିକେ ଫିକା ପଡ଼ିବା ସମ୍ଭାବନା ରହିଛି । କାରଣ ଏଥର ଦଶହରାରେ ଓଡ଼ିଶାର ପାଣିପାଗ ବିଗିଡିବା…
ଅଧିକ ଖବର ପଢନ୍ତୁ » -
ଧରିଲାଣି ଧାମନଗର ତାତି, ହେଲାଣି ଉପନିର୍ବାଚନ ପାଇଁ ପାଗଭିଡ଼ା
ସତ୍ୟଶିଖା( ଧାମନଗର)୨୭.୦୯ . ୨୦୨୨: ଉପନିର୍ବାଚନ ମୁହାଁ ଧାମନଗର ନିର୍ବାଚନ ମଣ୍ଡଳୀ । ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଉପନିର୍ବାଚନ ଦେଖିବ ଓଡ଼ିଶା । ବିଧାୟକ ବିଷ୍ଣୁ…
ଅଧିକ ଖବର ପଢନ୍ତୁ » -
ସୁମିତା ସର୍କାର ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ
ସତ୍ୟଶିଖା( ଭୁବନେଶ୍ୱର )୨୭.୦୯ . ୨୦୨୨: କଟକ ମହାନଗର ନିଗମ(ସିଏମି)ର ଅତିରିକ୍ତ କମିଶନର ବରିଷ୍ଠ ଓଏଏସ୍ ଅଧିକାରୀ ସୁମିତା ସର୍କାରଙ୍କୁ କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ…
ଅଧିକ ଖବର ପଢନ୍ତୁ » -
ରାଜଧାନୀରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର ଶୋ’ ରୁମ୍
ସତ୍ୟଶିଖା( ଭୁବନେଶ୍ୱର )୨୭.୦୯ . ୨୦୨୨: ପୁଣି ଥରେ ଇଲେକ୍ଟ୍ରି ସ୍କୁଟରର ନିରାପତ୍ତାକୁ ନେଇ ଉଠିଛି ପ୍ରଶ୍ନ । କିଛି ଦିନ ପୂର୍ବେ ହାଇଦ୍ରାବାଦରେ ଏକ ଇଲ୍ରେିକ୍…
ଅଧିକ ଖବର ପଢନ୍ତୁ » -
ପ୍ରତିଦିନ କ୍ଷୀର ହଳଦୀ ସହ ଖାଆନ୍ତୁ ଏହି ଜିନିଷ, ମିଳିବ ଫାଇଦା
ସତ୍ୟଶିଖା( ଭୁବନେଶ୍ୱର )୨୬.୦୯ . ୨୦୨୨: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ମୁଣ୍ଡବ୍ୟଥା ହେବା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ଯଦି ଅଧିକ ସମୟରେ ମୁଣ୍ଡ ବିନ୍ଧା…
ଅଧିକ ଖବର ପଢନ୍ତୁ » -
ସାବଧାନ! ଏକାଠି ମିଶାଇ ଖାଉଛନ୍ତି କି ଏହି ଖାଦ୍ୟ ?
ସତ୍ୟଶିଖା( ଭୁବନେଶ୍ୱର )୨୬.୦୯ . ୨୦୨୨: ସୁସ୍ଥ ଖାଦ୍ୟ ଖାଇବା ଦ୍ୱାରା ଆମକୁ କୌଣସି ରୋଗ ଛୁଇଁପାରେନାହିଁ । ଆୟୁର୍ବେଦରେ ସବୁବେଳେ ଉତ୍ତମ ଖାଦ୍ୟ ଖାଇବାକୁ ଗୁରୁତ୍ୱ…
ଅଧିକ ଖବର ପଢନ୍ତୁ » -
୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ
ସତ୍ୟଶିଖା( ଭୁବନେଶ୍ୱର )୨୬.୦୯ . ୨୦୨୨: ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ । ଏକାଦଶ ଶ୍ରେଣୀରୁ ପାଠପଢ଼ା ଆରମ୍ଭ ହେବ । ଶିକ୍ଷକ…
ଅଧିକ ଖବର ପଢନ୍ତୁ » -
ବିଶ୍ୱ ଗର୍ଭନିରୋଧକ ଦିବସ
ସତ୍ୟଶିଖା( ଭୁବନେଶ୍ୱର )୨୬.୦୯ . ୨୦୨୨: ପ୍ରତି ବର୍ଷ ସେପ୍ଟେମ୍ବର ୨୬ ତାରିଖରେ ପାଳିତ ହୁଏ ବିଶ୍ୱ ଗର୍ଭନିରୋଧକ ଦିବସ । ଗର୍ଭନିରୋଧକ ହେଉଛି ଜନ୍ମ ନିୟନ୍ତ୍ରଣ…
ଅଧିକ ଖବର ପଢନ୍ତୁ » -
ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ
ସତ୍ୟଶିଖା( ଭୁବନେଶ୍ୱର )୨୬.୦୯ . ୨୦୨୨: ବିଶ୍ୱସ୍ତରରେ ପାରିପାଶ୍ୱିର୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନାର ପ୍ରସାର ପ୍ରଚାର ପାଇର୍ ପ୍ରତି ବଁ ସେପ୍ଟେମ୍ବର ୨୬ ତାରିଖରେ ପାଳିତ ହୁଏ…
ଅଧିକ ଖବର ପଢନ୍ତୁ » -
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଥିଆ ମୁରଲୀଧରନ
ସତ୍ୟଶିଖା( ଭୁବନେଶ୍ୱର )୨୬.୦୯ . ୨୦୨୨: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପିନ ଯାଦୁଗର ମୁଥିଆ ମୁରଲୀଧରନ । ବାରବାଟୀରେ ଲିଜେଣ୍ଡ ଲିଗ୍ ଖେଳିବା ପାଇଁ ଓଡିଶା…
ଅଧିକ ଖବର ପଢନ୍ତୁ »









