ନ୍ୟୁଜ୍
-
କରୋନା ନେଲା ଆଉ ୯ଟି ଜୀବନ: ଗଞ୍ଜାମରୁ ୬, ଖୋର୍ଦ୍ଧା, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ ମୃତ l
ସତ୍ୟଶିଖା ୦୪.୦୮.୨୦୨୦ : ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନା ମହାମାରୀ ନେଇଛି ଆଉ ୯…
ଅଧିକ ଖବର ପଢନ୍ତୁ » -
ରାଜଧାନୀର ୮ଟି ରୁଟ୍ରେ ଗଡ଼ିଲା ‘ମୋ ବସ୍’ : ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ ନନ୍ ଏସି ବସ୍ l
ସତ୍ୟଶିଖା ( ଭୁବନେଶ୍ୱର ) ୦୪.୦୮.୨୦୨୦ : ରାଜଧାନୀ ଭୁବନେଶ୍ୱର ଓ କଟକରୁ ଆଜିଠାରୁ ‘ମୋ ବସ୍’ ଚଳାଚଳ ପୁଣି ଆରମ୍ଭ ହୋଇଛି । ଆଜି ସକାଳ…
ଅଧିକ ଖବର ପଢନ୍ତୁ » -
ଆଜି ପୁଣି ୧୩୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧରୁ ୮୮୯, ସ୍ଥାନୀୟ ଅଞ୍ଚଳରୁ ୪୯୫; ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ୬୮୧କୁ ବୃଦ୍ଧି l
ସତ୍ୟଶିଖା ୦୪.୦୮.୨୦୨୦ : ରାଜ୍ୟରେ ବଢି ଚାଲିଛି କରୋନାର କାୟା । ଗତ ୨୪ ଘଂଟାରେ ୧୩ ଶହ ୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା…
ଅଧିକ ଖବର ପଢନ୍ତୁ » -
ଚାଇନା ଆପକୁ ନେଇ ଟ୍ରମ୍ପଙ୍କ କଡା ଚେତାବନୀ : ସେପ୍ଟେମ୍ବର ସୁଦ୍ଧା ଟିକଟକକୁ ଆମେରିକୀୟ କମ୍ପାନୀ ନକିଣିଲେ ଆମେରିକାରେ ହେବ ବ୍ୟାନ …
ସତ୍ୟଶିଖା ( ଚାଇନା ) ୦୪ .୦୮.୨୦୨୦ : ଚାଇନା ଆପକୁ ନେଇ ଟ୍ରମ୍ପଙ୍କ କଡା ଚେତାବନୀ । ସେପ୍ଟେମ୍ବର ସୁଦ୍ଧା ଟିକଟକକୁ ଆମେରିକୀୟ କମ୍ପାନୀ ନକିଣିଲେ…
ଅଧିକ ଖବର ପଢନ୍ତୁ » -
ରାଜ୍ୟରେ ସକ୍ରିୟ ଲଘୁଚାପ : ପ୍ରଭାବରେ ୬ ଯାଏଁ ବର୍ଷା l
ସତ୍ୟଶିଖା ( ଭୁବନେଶ୍ୱର ) ୦୪ .୦୮.୨୦୨୦ : ରାଜ୍ୟରେ ସକ୍ରିୟ ଲଘୁଚାପ ପ୍ରଭାବରେ ୬ ଯାଏଁ ବର୍ଷା l ଚାଷୀ ମନରେ ଆଶା ଭରିଛି ସମ୍ଭାବ୍ୟ…
ଅଧିକ ଖବର ପଢନ୍ତୁ » -
ATM ଲୁଟ୍ ଉଦ୍ୟମ, ବିଫଳ ହେବାରୁ ଭାଙ୍ଗିଦେଲେ ମେସିନ୍ l
ସତ୍ୟଶିଖା ( ଭଦ୍ରକ ) ୦୪ .୦୮.୨୦୨୦ : ATMରୁ ଲୁଟ ଉଦ୍ୟମ । ଭାଙ୍ଗିଦେଲେ ଏଟିଏମ ମେସିନର ଡିସପ୍ଲେ ଓ ବୋର୍ଡ । ଭଦ୍ରକ ଜିଲ୍ଲା…
ଅଧିକ ଖବର ପଢନ୍ତୁ » -
ଆସନ୍ତା ୫ ତାରିଖରୁ ଖୋଲିବ ଜିମ୍ ଓ ଯୋଗ କେନ୍ଦ୍ର ।
ସତ୍ୟଶିଖା ୦୩.୦୮.୨୦୨୦ : ଯୋଗ ପ୍ରତିଷ୍ଠାନ ଓ ଜିମ୍ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଅନଲକ ୩.୦ରେ ଆସନ୍ତା ୫ତାରିଖରୁ କେତେକ…
ଅଧିକ ଖବର ପଢନ୍ତୁ » -
ଭୁବନେଶ୍ୱର ପାଇଁ ଭଲ ଖବର l କରୋନାରୁ ଏକାଥରେ ୧୦୭ ଆକ୍ରାନ୍ତ ସୁସ୍ଥ , ମୋଟ୍ ସୁସ୍ଥ ସଂଖ୍ୟା ୧୭୯୮କୁ ବୃଦ୍ଧି, ଆଜି ରାଜଧାନୀରୁ ୮୯ ପଜିଟିଭ୍ ଚିହ୍ନଟ ।
ସତ୍ୟଶିଖା ( ଭୁବନେଶ୍ୱର ) ୦୩.୦୮.୨୦୨୦ : ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ସ୍ମାର୍ଟସିଟିରୁ ଏକାଥରେ ସୁସ୍ଥ ହୋଇଛନ୍ତି ୧୦୭ ଜଣ ଆକ୍ରାନ୍ତ ।…
ଅଧିକ ଖବର ପଢନ୍ତୁ » -
ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜା ପାଇଁ କାର୍ଯ୍ୟକ୍ରମ ଆରମ୍ଭ l
ସତ୍ୟଶିଖା ( ଅଯୋଧ୍ୟା ) ୦୩.୦୮.୨୦୨୦ : ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି । ଭୂମି ପୂଜାର ତିନି ଦିନ…
ଅଧିକ ଖବର ପଢନ୍ତୁ » -
ପ୍ରବଳ ବର୍ଷା ସମ୍ଭାବନା ! ଦାନା ବାନ୍ଧୁଛି ଲଘୁଚାପ l
ସତ୍ୟଶିଖା ୦୩.୦୮.୨୦୨୦ : ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି…
ଅଧିକ ଖବର ପଢନ୍ତୁ »









