ବିଦେଶ
-
ଯଦି ପରମାଣୁ ଯୁଦ୍ଧ ହୁଏ? ଦୁଇ ମହାଶକ୍ତି ମୁହାଁମୁହିଁ ହେଲେ ଦେଖାଦେବ ମହାସଙ୍କଟ, ଜାଣନ୍ତି ବିଶ୍ୱର କଣ ହେବ?
ସତ୍ୟଶିଖା( ନୂଆଦିଲ୍ଲୀ )୦୨.୦୩.୨୦୨୨ : ଋଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଏବେ ପରମାଣୁ ଆକ୍ରମଣ ପାଇଁ ଋଷ ରାଷ୍ଟ୍ରପତି ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି ।…
ଅଧିକ ଖବର ପଢନ୍ତୁ » -
ଘନେଇଲା ପରମାଣୁ ଆକ୍ରମଣର ସମ୍ଭାବନା : ପରମାଣୁ ସବମ୍ୟାରିନର ଯୁଦ୍ଧାଭ୍ୟାସ ଆରମ୍ଭ କଲା ଋଷ୍
ସତ୍ୟଶିଖା( ନୂଆଦିଲ୍ଲୀ )୦୨.୦୩.୨୦୨୨ :ତୀବ୍ର ହେଉଛି ଋଷ ୟୁକ୍ରେନ ଯୁଦ୍ଧ । ଏହା ଭିତରେ ନିଜର ବଳ ଦେଖାଇବାକୁ କୌଣସି ସୁଯୋଗ ଛାଡୁନାହିଁ ଋଷ । ପରମାଣୁ…
ଅଧିକ ଖବର ପଢନ୍ତୁ » -
ବିପଦରେ ୨୦ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ଜୀବନ: ଖାଇବାକୁ ମିଳୁନି କି ଯୋଗାଯୋଗ ସମ୍ଭବ ହେଉନି
ସତ୍ୟଶିଖା( ନୂଆଦିଲ୍ଲୀ )୦୨.୦୩.୨୦୨୨ : ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ ଗତକାଲି ଜଣେ ଭାରତୀୟ ଛାତ୍ର ମୃତ୍ୟୁବରଣ କରିଥିଲେ । ଖାରକିଭ ନ୍ୟାସନାଲ ମେଡିକାଲ…
ଅଧିକ ଖବର ପଢନ୍ତୁ » -
ଛାତ୍ରଛାତ୍ରୀଙ୍କ ଗୁହାରୀ- ବଙ୍କର ଭିତରେ ବଞ୍ଚି ହେଉନି, ଆମକୁ ରୁଷ ସୀମା ଦେଇ ଉଦ୍ଧାର କର
ସତ୍ୟଶିଖା( କିଭ୍ )୦୨.୦୩.୨୦୨୨ : ଚାରିଆଡ଼େ ଗୋଳା ବାରୁଦ ଶବ୍ଦ । ରାସ୍ତାରେ ଲୋକେ ହତିଆର ଧରି ପଇଁତରା ମାରୁଛନ୍ତି। ଜୀବନ ବିକଳରେ କଲେଜରେ ଥିବା ବଙ୍କରରେ…
ଅଧିକ ଖବର ପଢନ୍ତୁ » -
ଅପରେସନ ଗଙ୍ଗାରେ ସାମିଲ୍ ହେବ ବାୟୁସେନା, ୟୁକ୍ରେନରୁ ଭାରତୀୟଙ୍କୁ ଆଣିବ ସି-୧୭ ବିମାନ
ସତ୍ୟଶିଖା( ଚଣ୍ଡିଗଡ଼ )୦୧.୦୩.୨୦୨୨ : ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସ୍ଵଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନିଜର ଅଭିଯାନକୁ ଜୋରଦାର କରିବା ସହ ଆଉ ଏକ…
ଅଧିକ ଖବର ପଢନ୍ତୁ » -
ଶାନ୍ତି ପାଇଁ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ବୈଠକ ଆରମ୍ଭ, ବେଲାରୁସ୍ରେ ଚାଲିଛି ଆଲୋଚନା
ସତ୍ୟଶିଖା( ନୂଆଦିଲ୍ଲୀ )୨୮.୦୨.୨୦୨୨ : ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ଆସିଛି ଆଶ୍ବସ୍ତୀକର ଖବର । ଯୁଦ୍ଧ ରୋକିବା ଏବଂ ଲାଗି ରହିଥିବା…
ଅଧିକ ଖବର ପଢନ୍ତୁ » -
ସାମ୍ନାକୁ ଆସିଲା ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ୍ ସୈନିକ ଓ ପୋଲିସ ଅତି ନିର୍ମମ ଭାବରେ ପିଟୁଥିବାର ଭିଡିଓ
ସତ୍ୟଶିଖା( ନୂଆଦିଲ୍ଲୀ )୨୮.୦୨.୨୦୨୨ : ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସାଧାରଣ ଲୋକଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଭାରତ ସମେତ ଅନ୍ୟ…
ଅଧିକ ଖବର ପଢନ୍ତୁ » -
ଯୁଦ୍ଧରେ ପ୍ରାଣ ହରାଇଲେଣି ୟୁକ୍ରେନର ୨୪୦ ସାଧାରଣ ନାଗରିକ
ସତ୍ୟଶିଖା( ନୂଆଦିଲ୍ଲୀ )୨୮.୦୨.୨୦୨୨ : ୟୁକ୍ରେନ ଉପରେ ରୁଷ ଲଗାତର ଆକ୍ରମଣ କରି ଚାଲିଛି । ଲଗାତର ୪ ଦିନ ଧରି ରୁଷ ସେନା ୟୁକ୍ରେନ ଉପରେ…
ଅଧିକ ଖବର ପଢନ୍ତୁ » -
ୟୁକ୍ରେନରୁ ଫେରିଲେ ଆଉ ୨୪୯ ଛ।ତ୍ରଛ।ତ୍ରୀ
ସତ୍ୟଶିଖା( ନୂଆଦିଲ୍ଲୀ )୨୮.୦୨.୨୦୨୨ : ୟୁକ୍ରେନ୍ ଓ ରୁଷ ଉପରୁ ହଟୁନି ୟୁଦ୍ଧର କଳ। ବ।ଦଲ । ଉଭୟ ଦେଶ ମଧ୍ୟରେ ଚ।ଲିଛି ଘମ।ଘୋଟ ଲଢ଼େଉ ।…
ଅଧିକ ଖବର ପଢନ୍ତୁ » -
ରୁଷ-ୟୁକ୍ରେନ ; ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ
ସତ୍ୟଶିଖା( ନୂଆଦିଲ୍ଲୀ )୨୮.୦୨.୨୦୨୨ : ରୁଷ-ୟୁକ୍ରେନର ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଏହାକୁ…
ଅଧିକ ଖବର ପଢନ୍ତୁ »









