ଅପରାଧ
-
ଶ୍ରୀକ୍ଷେତ୍ରରେ ନାବାଳକକୁ ଯୌନ ନିର୍ଯାତନା: ସେବାୟତଙ୍କ ସହଯୋଗୀ ଗିରଫ
ସତ୍ୟଶିଖା( ପୁରୀ)୦୭.୧୦.୨୦୨୨: ଶ୍ରୀକ୍ଷେତ୍ର ପୁରୀରେ ଜଣେ ୧୩ ବର୍ଷର ନାବାଳକକୁ ଶ୍ରୀମନ୍ଦିର ପରିସରରେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ନାରକୀୟ କାଣ୍ଡ ଭିଆଇଥିବା ଅଭିଯୋଗରେ…
ଅଧିକ ଖବର ପଢନ୍ତୁ » -
ନିଶା ସେବନ ଓ ନିଶାଦ୍ରବ୍ୟ କାରବାରର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି ଖୋର୍ଦ୍ଧା ଜିଲ୍ଲା
ସତ୍ୟଶିଖା( ଖୋର୍ଦ୍ଧା )୦୬.୧୦.୨୦୨୨: ଖୋର୍ଦ୍ଧା ଜିଲ୍ଲା ନିଶା ସେବନ ଓ ନିଶାଦ୍ରବ୍ୟ କାରବାରରେ ରାଜ୍ୟର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଗତ ୪ ବର୍ଷ ଧରି…
ଅଧିକ ଖବର ପଢନ୍ତୁ » -
କୋମଳପତି ପିଲାଙ୍କୁ ରଡ଼ରେ ପିଟିଲେ ପ୍ରଧାନଶିକ୍ଷୟିତ୍ରୀ
ସତ୍ୟଶିଖା( କାମାକ୍ଷାନଗର )୦୧.୧୦.୨୦୨୨: ଦଣ୍ଡ ମୁକ୍ତ ଅଞ୍ଚଳରେ ଦିଆଯାଉଛି ଅକଥନୀୟ ଦଣ୍ଡ । ଆଖିରୁ ଲୁହ ଝରାଉଛନ୍ତି କୋମଳମତି ପିଲା। ଛୋଟ ଛୋଟ ପିଲାଙ୍କୁ ବୁଝାଇଶୁଝାଇ ପାଠ…
ଅଧିକ ଖବର ପଢନ୍ତୁ » -
ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ
ସତ୍ୟଶିଖା( ବ୍ରହ୍ମପୁର )୩୦.୦୯ . ୨୦୨୨: ଭିଜିଲାନ୍ସ ଜାଲରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ବାଘୁଆ ଜଳସେଚନ ପ୍ରକଳ୍ପର…
ଅଧିକ ଖବର ପଢନ୍ତୁ » -
ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ସମୀର ଦାଶଙ୍କୁ ଦାୟୀ କଲା ବିଜେପି
ସତ୍ୟଶିଖା( ଭୁବନେଶ୍ୱର )୨୮.୦୯ . ୨୦୨୨: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦାୟୀ ।…
ଅଧିକ ଖବର ପଢନ୍ତୁ » -
ଶ୍ୱାସରୁଦ୍ଧରୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ: ପୋଷ୍ଟମର୍ଟମ ରିପୋର୍ଟ
ସତ୍ୟଶିଖା(ଭୁବନେଶ୍ୱର )୨୬.୦୯ . ୨୦୨୨: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଆସିଲା ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ…
ଅଧିକ ଖବର ପଢନ୍ତୁ » -
ରାଜଧାନୀରେ ବିଷ ପିଇ ୨ ମୃତ
ସତ୍ୟଶିଖା(ଭୁବନେଶ୍ୱର )୨୧.୦୯ . ୨୦୨୨: ଭରତପୁର ଫୁଲେଶ୍ୱରୀ ବସ୍ତିରେ ବିଷ ପିଇ ୨ ମୃତ । ଉଭୟ ମୃତ୍ ସ୍ୱାମୀ, ସ୍ତ୍ରୀ ଭାବେ ଗୋଟିଏ ଘରେ ରହି…
ଅଧିକ ଖବର ପଢନ୍ତୁ » -
ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ୮ଟି ସ୍ଥାନରେ ରେଡ୍
ସତ୍ୟଶିଖା(ସୁନ୍ଦରଗଡ )୨୧.୦୯ . ୨୦୨୨: ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର। ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ…
ଅଧିକ ଖବର ପଢନ୍ତୁ » -
ସାଲିଆ ସାହିରେ ବଡ ଧରଣର ଚଢଉ
ସତ୍ୟଶିଖା(ଭୁବନେଶ୍ୱର )୨୦.୦୯ . ୨୦୨୨: ଏବେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଭୁବନେଶ୍ୱର ସାଲିଆସହିରେ କମିଶନରେଟ୍ ପୋଲିସ୍ ବଡ ଧରଣର ଚଢଉ କରିଛି । ପାର୍ବଣକୁ…
ଅଧିକ ଖବର ପଢନ୍ତୁ » -
ବଧୂହତ୍ୟାରେ ଓଡ଼ିଶା ପ୍ରଥମ, ୨୦୨୧ରେ ଯାଇଛି ୨୭୫ ଜୀବନ
ସତ୍ୟଶିଖା(ଭୁବନେଶ୍ୱର )୧୯.୦୯ . ୨୦୨୨: ଉତ୍ତରପ୍ରଦେଶ ଭଳି ବୃହତ ରାଜ୍ୟରେ ଯୌତୁକଜନିତ ବଧୂହତ୍ୟା କମ୍ ରହିଥିବାବେଳେ ଓଡ଼ିଶା ସର୍ବାଗ୍ରେ ରହିଛି। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଛାଡ଼ି ଦେଲେ…
ଅଧିକ ଖବର ପଢନ୍ତୁ »