ଅପରାଧ
-
ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟରରେ ୧୩ ମାଓବାଦୀ ନିହତ
ସତ୍ୟଶିଖା(ଗଡଚିରୋଲି ) ୨୧.୦୫.୨୦୨୧: ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ବେଳେ ଏନକାଉଣ୍ଟର । ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟରରେ ୧୩ ମାଓବାଦୀ ନିହତ । ଗଡଚିରୋଲି ଏଟାପାଲି ଜଙ୍ଗଲରେ ଗୁଳି…
ଅଧିକ ଖବର ପଢନ୍ତୁ » -
ଆତ୍ମସମର୍ପଣ କଲେ ୪ ମାଓବାଦୀ, ୩ଜଣ ପଜିଟିଭ୍
ସତ୍ୟଶିଖା(ମାଲକାନଗିରି) ୨୧ .୦୫.୨୦୨୧: କରୋନା ଭୟରେ ଆତ୍ମସମର୍ପଣ କଲେ ୪ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଡାନ୍ତେ ୱାଡ଼ା ଜିଲ୍ଲାରେ ୨ ମହିଳା ମାଓବାଦୀଙ୍କ ସମେତ ୨…
ଅଧିକ ଖବର ପଢନ୍ତୁ » -
ଭରତପୁର ପୋଲିସ ଭ୍ୟାନ୍ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ
ସତ୍ୟଶିଖା(ଚଣ୍ଡିଖୋଲ) ୨୦ .୦୫.୨୦୨୧: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତରେ ପୋଲିସ ଭ୍ୟାନ୍ ପୋଡି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭରତପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ…
ଅଧିକ ଖବର ପଢନ୍ତୁ » -
ପୁରୀରେ ପୋଲିସ ମାଡ଼ରେ ବ୍ୟବସାୟୀ ଗୁରୁତରକୁ ନେଇ ଉତ୍ତେଜନା
ସତ୍ୟଶିଖା(ପୁରୀ) ୧୯ .୦୫.୨୦୨୧: ଲକଡାଉନ ସମୟରେ ପୁରୀରେ ଉତ୍ତେଜନା । ବଡଶଙ୍ଖ ବଜାରରେ ଲାଗିରହିଛି ଉତ୍ତେଜନା । ସାଧାରଣଲୋକ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି ।ସୁରକ୍ଷାଦୃଷ୍ଟିରୁ ଘଟଣାସ୍ଥଳରେ…
ଅଧିକ ଖବର ପଢନ୍ତୁ » -
ଶ୍ରୀନଗରରେ ଯବାନ-ଆତଙ୍କବାଦୀ ଗୁଳିବିନିମୟ,୨ ଆତଙ୍କବାଦୀ ନିହତ
ସତ୍ୟଶିଖା(ଶ୍ରୀନଗର) ୧୭ .୦୫.୨୦୨୧: ଶ୍ରୀନଗରର ଖଶନମୋହ ଅଞ୍ଚଳରେ ସୋମବାର ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣା…
ଅଧିକ ଖବର ପଢନ୍ତୁ » -
ଜେଲରୁ ମୁକୁଳିବେ ୪୭୦ କଏଦୀ
ସତ୍ୟଶିଖା( କଟକ ) ୧୫ .୦୫.୨୦୨୧: ରାଜ୍ୟରେ ବିଭିନ୍ନ ଜେଲ୍ରୁ ୪୭୦ କଏଦୀ ଏବେ ମୁକ୍ତ ହେବେ। ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଛଡାଯିବ। ଏ ନେଇ ରାଜ୍ୟ…
ଅଧିକ ଖବର ପଢନ୍ତୁ » -
ଛୁଟିରେ ଯିବେ ୩୦୦ରୁ ଅଧିକ କଏଦୀ
ସତ୍ୟଶିଖା(ଭୁବନେଶ୍ୱର) ୦୯ .୦୫.୨୦୨୧: କରୋନା ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ର ହେବା ପରେ ଦେଶର କାରାଗାରଗୁଡ଼ିକରେ ଥିବା କଏଦୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା…
ଅଧିକ ଖବର ପଢନ୍ତୁ » -
ସାଲେପୁର ସବ୍ଜେଲ୍ରେ ପୁଣି ୯ କଏଦୀ କରୋନା ପଜିଟିଭ୍
ସତ୍ୟଶିଖା(ସାଲେପୁର) ୦୮ .୦୫.୨୦୨୧: ଚିନ୍ତା ବଢାଇଲାଣି କରୋନା । ସବ୍ଜେଲ୍ରୁ ପୁଣି ୯ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ସାଲେପୁର ସବ୍-ଜେଲ୍ରେ…
ଅଧିକ ଖବର ପଢନ୍ତୁ » -
କରୋନା ସ୍ଥିତି ଉଦବେଗଜନକ: କଏଦୀମାନଙ୍କୁ ପାରୋଲରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ସତ୍ୟଶିଖା(ନୂଆଦିଲ୍ଲୀ) ୦୭.୦୫.୨୦୨୧: କରୋନାଭାଇରସର ଦ୍ଵିତୀୟ ଲହର ଦିନକୁ ଦିନ ଉଦବେଗଜନକ ହେଉଥିବା ବେଳେ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି | ଜେଲରେ ସଂକ୍ରମଣକୁ ରୋକିବା…
ଅଧିକ ଖବର ପଢନ୍ତୁ »









