ଅପରାଧ
-
ଲୁଟେରା ଆତଙ୍କ : ବାହାର ପଟୁ ତାଲା ପକାଇ ଘରେ ବୁଲାଇ ଦେଲେ କଳାକନା l
ସତ୍ୟଶିଖା (ଚନ୍ଦ୍ରଶେଖରପୁର) ୦୭.୧୦.୨୦୨୦ : ଘରର ବାହାର ପଟୁ ତାଲାପକାଇ ଲୁଟିନେଲେ ଆସବାପତ୍ର ଓ ଗଣେଷ ମୂର୍ତ୍ତୀ । ଭୁବନେଶ୍ୱର ଇନ୍ଫୋସିଟି ଏକ ବସ୍ତିରେ ଏହି ଘଟଣା…
ଅଧିକ ଖବର ପଢନ୍ତୁ » -
ହାଥରସ ମାମଲା: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦାବିରେ ସିପିଆଇଏମ୍ ପକ୍ଷରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା l
ସତ୍ୟଶିଖା (ନୀଳଗିରି) ୦୭.୧୦.୨୦୨୦ : ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବା ଦାବିରେ ଶୋଭାଯାତ୍ରା । ନୀଳଗିରି ସିପିଆଇଏମ ତରଫରୁ ଉତ୍ତରପ୍ରଦେଶ ହାତରସରେ ହୋଇଥିବା ଜଣେ ଦଳିତ ଝିଅକୁ…
ଅଧିକ ଖବର ପଢନ୍ତୁ » -
ଭୁବନେଶ୍ୱରରୁ ୨ ବନ୍ଧୁକ ବେପାରୀ ଗିରଫ l
ସତ୍ୟଶିଖା (ଭୁବନେଶ୍ୱର) ୦୭.୧୦.୨୦୨୦ : ରାଜଧାନୀରୁ ଧରାପଡିଲେ ବନ୍ଧୁକ ବେପାରୀ । ପୋଲିସ ଚେକିଂ ସମୟରେ ଧରାପଡିଛନ୍ତି ବନ୍ଧୁକ ବେପାରୀ । ଭୁବନେଶ୍ୱର ଡିସିପି ଏନେଇ ସୂଚନା…
ଅଧିକ ଖବର ପଢନ୍ତୁ » -
ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ, ୨ ଅଟକ l
ସତ୍ୟଶିଖା (ଗଞ୍ଜାମ) ୦୫.୧୦.୨୦୨୦ : ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ, ୨ ଅଟକ । ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟ ନଗରର ଘଟଣା । କବିସୂର୍ଯ୍ୟନଗର ଥାନା ବୁଢାମ୍ବ…
ଅଧିକ ଖବର ପଢନ୍ତୁ » -
୫୦ଲକ୍ଷ ଟଙ୍କାର ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ l
ସତ୍ୟଶିଖା (ଲମତାପୁଟ) ୦୫.୧୦.୨୦୨୦ : କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ଅଧ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହାସହ ୨ ଅଟକ ଅଛନ୍ତି ।…
ଅଧିକ ଖବର ପଢନ୍ତୁ » -
ସୁଶାନ୍ତ ମୃତ୍ୟୁ ମାମଲାର ବଡ଼ ଖୁଲାସା, ଏମ୍ସ କହିଲା- ହତ୍ୟା ନୁହେଁ, ସୁଶାନ୍ତ କରିଥିଲେ ଆତ୍ମହତ୍ୟା
ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୦/୨୦୨୦ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇ ଥିଲା ନା ସେ ଆତ୍ମହତ୍ୟା କରିଥିଲେ ଏବେ ଏ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ…
ଅଧିକ ଖବର ପଢନ୍ତୁ » -
ଲିବିଆରେ ୭ଜଣ ଭାରତୀୟଙ୍କୁ ଅପହରଣ କଲେ ଆତଙ୍କବାଦୀ
ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୦/୨୦୨୦ : ଲିବିଆରେ ଆତଙ୍କବାଦୀମାନେ ସାତଜଣ ଭାରତୀୟଙ୍କୁ ଅପହରଣ କରିଛନ୍ତି । ତେବେ ସେମାନଙ୍କୁ ମୁକୁଳାଇବା ବା ଛାଡିବା ପାଇଁ ୨୦ ହଜାର ଡଲାର…
ଅଧିକ ଖବର ପଢନ୍ତୁ » -
ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା
ସତ୍ୟଶିଖା (ଡେରାଡୁନ) ୦୩/୧୦/୨୦୨୦ : ଉତ୍ତରାଖଣ୍ଡ ବିଜେପି ବିଧାୟକ ମହେଶ ନେଗିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା । ମାମଲାର ସିବିଆଇ ତଦନ୍ତ ପାଇଁ ମହିଳା ଜଣଙ୍କ ପ୍ରଧାନମନ୍ତ୍ରୀ…
ଅଧିକ ଖବର ପଢନ୍ତୁ » -
ଆଜି ପୁଣି ହାଥରସ ଅଭିମୁଖେ ଯାଇପାରନ୍ତି ରାହୁଲ ଓ ପ୍ରିୟଙ୍କା, ଦୁଇ ଦିନ ପୂର୍ବରୁ ଯାଇ ହୋଇଥିଲେ ଗିରଫ l
ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୦/୨୦୨୦ : ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଆକ୍ରାମକ ହୋଇଉଠିଛି କଂଗ୍ରେସ । ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା…
ଅଧିକ ଖବର ପଢନ୍ତୁ »









