ଦେଶ
-
ଆଜି ସମ୍ବିଧାନ ଦିବସ
ସତ୍ୟଶିଖା(ଭୁବନେଶ୍ୱର )୨୬.୧୧.୨୦୨୨: ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଏ । ୧୯୪୯ ମସିହା…
ଅଧିକ ଖବର ପଢନ୍ତୁ » -
କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବଢ଼ିବ
ସତ୍ୟଶିଖା(ନୂଆଦିଲ୍ଲୀ )୨୬.୧୧.୨୦୨୨: ନୂଆ ବର୍ଷ ୨୦୨୩ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର ଆଣି ଦେଇଛି। ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ବଢିବାକୁ ନେଇ ଥିବା ଆଶା,…
ଅଧିକ ଖବର ପଢନ୍ତୁ » -
କେବିସି ହଟସିଟ୍ରେ ବଲାଙ୍ଗୀରର ସମ୍ବିତ
ସତ୍ୟଶିଖା (ବଲାଙ୍ଗୀର )୨୫.୧୧.୨୦୨୨: ବହୁଚର୍ଚ୍ଚିତ ବିଗ୍ ବି ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡ଼ପତି (କେବିସି)ର ସୋ’ରେ ଏଥର ବଲାଙ୍ଗୀରର ସମ୍ବିତ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିବ। ଆସନ୍ତା…
ଅଧିକ ଖବର ପଢନ୍ତୁ » -
କମଲ ହାସନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ସତ୍ୟଶିଖା(ଚେନ୍ନାଇ )୨୪.୧୧.୨୦୨୨: ସାଉଥ୍ ସୁପରଷ୍ଟାର କମଲ ହାସନ ଅସୁସ୍ଥ । ଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ…
ଅଧିକ ଖବର ପଢନ୍ତୁ » -
ମହାରାଷ୍ଟ୍ର ଓ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା
ସତ୍ୟଶିଖା(ନୂଆଦିଲ୍ଲୀ )୨୩.୧୧.୨୦୨୨: ମହାରାଷ୍ଟ୍ରର ନାସିକରେ ଆଜି ଭୂକମ୍ପ ଝଟକା ଅନୁଭବ ହୋଇଛି । ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଭୂକମ୍ପର ଝଟକା ଭୋର ୪ଟା୦୪ରେ ଅନୁଭବ ହୋଇଛି…
ଅଧିକ ଖବର ପଢନ୍ତୁ » -
ଦଶମ ପାସ୍ ଯୁବକମାନଙ୍କ ପାଇଁ ରେଲୱେରେ ବାହାରିଲା ନିଯୁକ୍ତି
ସତ୍ୟଶିଖା(ଭୁବନେଶ୍ୱର )୨୨.୧୧.୨୦୨୨: ରେଲୱେରେ ଚାକିରି କରିବାକୁ ଇଚ୍ଛା ରଖିଥିବା ଯୁବପିଢ଼ିଙ୍କ ପାଇଁ ଆସିଛି ଖୁସିଖବର । ରେଲୱେ ନିଯୁକ୍ତି ସେଲ୍ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି,…
ଅଧିକ ଖବର ପଢନ୍ତୁ » -
ଆଜିଠାରୁ ଆର୍ଜେଣ୍ଟିନାର ଅଭିଯାନ
ସତ୍ୟଶିଖା( ଲୁସେଲ୍ )୨୨.୧୧.୨୦୨୨: ଫିଫା ବିଶ୍ବକପ୍ର ଗ୍ରୁପ୍ ସି’ରେ ମଙ୍ଗଳବାର ସାଉଦି ଆରବ ବିପକ୍ଷରେ ମ୍ୟାଚ୍ ଖେଳି ନିଜ ଅଭିଯାନ ଆରମ୍ଭ କରିବ ଆର୍ଜେଣ୍ଟିନା। ଆର୍ଜେଣ୍ଟିନାର ଦଳରେ…
ଅଧିକ ଖବର ପଢନ୍ତୁ » -
ଆଜି ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସତ୍ୟଶିଖା(ଭୁବନେଶ୍ୱର )୨୨.୧୧.୨୦୨୨: ରୋଜଗାର ମେଳା ଯୋଜନା ମାଧ୍ୟମରେ ମଙ୍ଗଳବାର (ଆଜି) ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଭାସି ମାଧ୍ୟମରେ…
ଅଧିକ ଖବର ପଢନ୍ତୁ » -
ଆଜି ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିବସ
ସତ୍ୟଶିଖା(ନୂଆଦିଲ୍ଲୀ )୧୯.୧୧.୨୦୨୨: ପ୍ରୟାଗରାଜ (ଆଲାହାବାଦ)ର ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ୧୯୧୭ ନଭେମ୍ବର୧୯ରେ ଇନ୍ଦିରା ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ। ପିତା ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ…
ଅଧିକ ଖବର ପଢନ୍ତୁ » -
ଆଜି ବିଶ୍ବ ଶୌଚାଳୟ ଦିବସ
ସତ୍ୟଶିଖା(ଭୁବନେଶ୍ୱର )୧୯.୧୧.୨୦୨୨: ସର୍ବେକ୍ଷଣ ଅନୁସାରେ ଭାରତର ଗାଁ ଗହଳିରେ ୬୭ ପ୍ରତିଶତ ଏବଂ ସହରାଞ୍ଚଳରେ ୧୩ ପ୍ରତିଶତ ଲୋକ ଖୋଲାରେ ଶୌଚ କରନ୍ତି। ମିଳିତ ଜାତିସଂଘର ଏକ…
ଅଧିକ ଖବର ପଢନ୍ତୁ »