ଦେଶ
-
ଲକ୍ଡାଉନ୍କୁ ପୂରିଲା ୨ ବର୍ଷ, ଦେଶରେ ଆଜିର ଦିନରେ ହୋଇଥିଲା ତାଲାବନ୍ଦ
ସତ୍ୟଶିଖା( ନୂଆଦିଲ୍ଲୀ )୨୪.୦୩.୨୦୨୨ : ଭାରତରେ ଆଜିର ଦିନରେ ଲାଗୁ ହୋଇଥିଲା ଲକଡାଉନ୍ । ୨୪ ମାର୍ଚ୍ଚ ୨୦୨୦ରେ କରୋନା ପାଇଁ ଭାରତ ସରକାର ଲକଡାଉନ୍ ଘୋଷଣା…
ଅଧିକ ଖବର ପଢନ୍ତୁ » -
ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ନାଟୋ’ ସମ୍ମିଳନୀକୁ ସମ୍ବୋଧିତ କରିବେ ୟୁକ୍ରେନ୍ ରାଷ୍ଟ୍ରପତି!
ସତ୍ୟଶିଖା( କିଭ୍ )୨୩.୦୩.୨୦୨୨ : ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ବୁଧବାର ୨୭ ଦିନରେ ପହଞ୍ଚିଛି । ୟୁକ୍ରେନ୍ର ଅନେକ ସହରରେ ଭୀଷର…
ଅଧିକ ଖବର ପଢନ୍ତୁ » -
ଚକୋଲେଟ୍ ଖାଇ ୪ ଶିଶୁ ମୃତ
ସତ୍ୟଶିଖା( କୁଶୀନଗର )୨୩.୦୩.୨୦୨୨ : ଚକୋଲେଟ୍ ନେଇ ଗଲା ୪ ଶିଶୁଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର କୁଶୀନଗର ଜିଲାରେ। ଚକୋଲେଟ୍ ଖାଇବା…
ଅଧିକ ଖବର ପଢନ୍ତୁ » -
ଦେଶରେ ଆଉ ୧,୭୭୮ କରୋନା ଆକ୍ରାନ୍ତ ଚିହ୍ନଟ
ସତ୍ୟଶିଖା( ନୂଆଦିଲ୍ଲୀ )୨୩.୦୩.୨୦୨୨ : ଦେଶରେ କମୁଛି କରେ।ନ। ଆକ୍ର।ନ୍ତଙ୍କ ସଂଖ୍ୟ। । ଗତ କିଛିଦିନ ହେବ ଦେଶରେ କରୋନ। ଆକ୍ର।ନ୍ତଙ୍କ ସଂଖ୍ର। ଦ୍ରୁତ ଗତିରେ ହ୍ର।ସ…
ଅଧିକ ଖବର ପଢନ୍ତୁ » -
ଦିଲ୍ଲୀ ବିଶ୍ବର ପ୍ରଦୂଷଣ ରାଜଧାନୀ
ସତ୍ୟଶିଖା( ନୂଆଦିଲ୍ଲୀ )୨୩.୦୩.୨୦୨୨ : ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀର ଅପବାଦ ମୁଣ୍ଡାଇଛି ଦିଲ୍ଲୀ। ୱାର୍ଲଡ ଏୟାର କ୍ୱାଲିଟି ରିପୋର୍ଟ ୨୦୨୧ ଅନୁସାରେ ବିଶ୍ବର ୧୦୦ ସର୍ବାଧିକ…
ଅଧିକ ଖବର ପଢନ୍ତୁ » -
ପୁଣି ବଢ଼ିଲା ପେଟ୍ରୋଲ / ଡିଜେଲ
ସତ୍ୟଶିଖା( ନୂଆଦିଲ୍ଲୀ )୨୩.୦୩.୨୦୨୨ : ପୁଣି ତାତିଲାଣି ତେଲ ଦର । ଲଗାତର କିଛି ମାସର ବ୍ୟବଧାନ ପରେ ପୁଣି ତୈଳ ଦର ବଢ଼ିବାରେ ଲାଗିଛି ।…
ଅଧିକ ଖବର ପଢନ୍ତୁ » -
ୟୁକ୍ରେନର ସୁମିରେ କେମିକାଲ ପ୍ଲାଣ୍ଟରେ ରୁଷ ସେନାର ଗୁଳିମାଡ଼
ସତ୍ୟଶିଖା ( ନୂଆଦିଲ୍ଲୀ ) ୨୧.୦୩.୨୦୨୨: ୟୁକ୍ରେନ୍ ସୁମିରେ ଥିବା କେମିକାଲ ପ୍ଲାଣ୍ଟ ଉପରେ ରୁଷ ସେନା ପକ୍ଷରୁ ପ୍ରଚଣ୍ଡ ଗୁଳିମାଡ । ଫଳରେ ବିଷାକ୍ତ ଆମୋନିଆ…
ଅଧିକ ଖବର ପଢନ୍ତୁ » -
ଦେଶରେ ୧,୫୪୯ କୋଭିଡ୍ ଆକ୍ରାନ୍ତ, ୩୧ ଜଣ ମୃତ
ସତ୍ୟଶିଖା( ନୂଆଦିଲ୍ଲୀ )୨୧.୦୩.୨୦୨୨ : ଦେଶରେ କୋଭିଡ୍ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇ ୨ ହଜାରରୁ ଯଥେଷ୍ଟ କମ୍ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ…
ଅଧିକ ଖବର ପଢନ୍ତୁ » -
୧୮ ବର୍ଷରୁ କମ୍ ଛୁଆଙ୍କୁ ମିଳିବ ପାନ୍ କାର୍ଡ
ସତ୍ୟଶିଖା( ଭୁବନେଶ୍ୱର )୨୦.୦୩.୨୦୨୨ : ବର୍ତ୍ତମାନ ସମୟରେ ପାନ୍ କାର୍ଡ ଏକ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ୍ ପାଲଟିଛି । ଆଧାର କାର୍ଡ, ଭୋଟ କାର୍ଡ ପରି ଏହା ମଧ୍ୟ…
ଅଧିକ ଖବର ପଢନ୍ତୁ »









