ଦେଶ
-
ସ୍ୱାଭାବିକ୍ ହେଲା ଉହାନ, ୭୬ ଦିନ ପରେ ହଟିଲା ଲକଡାଉନ୍
ନୂଆଦିଲ୍ଲୀ: କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ହୁବେଇ ରାଜ୍ୟର ଉହାନରୁ ଆଜି ମଧ୍ୟରାତ୍ରୀରୁ ଲକଡାଉନ୍ ହଟିଛି। ଦୀର୍ଘ ୭୬ ଦିନ ପରେ ଚାଇନା ସରକାର ଲକଡାଉନ୍ ହଟାଇଛନ୍ତି।…
ଅଧିକ ଖବର ପଢନ୍ତୁ » -
ନିଜ ହାତରେ ମାସ୍କ ତିଆରି କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ ଏବଂ ଝିଅ
ନୂଆଦିଲ୍ଲୀ: କିଏ କେତେ ପ୍ରକାରେ ଲକ୍ଡାଉନ୍ ସମୟକୁ କଟାଉଛନ୍ତି। କିନ୍ତୁ ଏହି ସମୟକୁ ଭିନ୍ନ ଉପାୟରେ ଉପଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା…
ଅଧିକ ଖବର ପଢନ୍ତୁ » -
ଦେଶରେ ୪୭୮୯ ଆକ୍ରାନ୍ତ, ଗଲାଣି ୧୨୪ ଜୀବନ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୪ରେ ପହଞ୍ଚି ଯାଇଥିବା କେନ୍ଦ୍ର…
ଅଧିକ ଖବର ପଢନ୍ତୁ » -
ଜଜ୍ଙ୍କୁ ଓକିଲଙ୍କ ଅଭିଶାପ, ଆପଣଙ୍କୁ କରୋନା ହେଇଯାଉ!
କୋଲକାତା: ମହାମାରୀ କରୋନା ପଶ୍ଚିମବଙ୍ଗରେ ଅଭିଶାପର ରୂପ ନେଇଛି। କେଶ୍ ହାରିବାର ରାଗରେ କୋଲକାତା ହାଇକୋର୍ଟର ଜଣେ ଓକିଲ ଜଜ୍ଙ୍କୁ ଏପରି ଅଦ୍ଭୁତ ଅଭିଶାପ ଦେଇଛନ୍ତି। ବିଚାରପତି…
ଅଧିକ ଖବର ପଢନ୍ତୁ » -
ଆସାମ ବିଧାୟକଙ୍କ ନାମରେ ଦେଶଦ୍ରୋହ ମାମଲା
ଗୁଆହାଟୀ: ଆସାମରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ବିବାଦୀୟ ମନ୍ତ୍ରବ୍ୟ ଦେଇଥିବା ବିଧାୟକଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅମିନୁଲ ଇସଲାମ୍ ନାମକ ଏହି ବିଧାୟକ ଜଣକ…
ଅଧିକ ଖବର ପଢନ୍ତୁ » -
କରୋନା ଗୁଜବ ଉପରେ ହ୍ୱାଟ୍ସଆପ୍ର ଲଗାମ
ନୂଆଦିଲ୍ଲୀ: ଫେସବୁକ ଅଧୀନରେ ଥିବା ସୋଶାଲ ମିଡିଆ କମ୍ପାନୀ ହ୍ୱାଟ୍ସଆପ୍ରେ କରୋନା ସମ୍ପର୍କିତ ଗୁଜବ ପ୍ରଚାରିତ ହେବାରେ ଲାଗିଛି। ଏହି କାରଣରୁ ବର୍ତ୍ତମାନ ହ୍ୱାଟ୍ସଆପ ଫରୱାର୍ଡରେ କଟକଣା…
ଅଧିକ ଖବର ପଢନ୍ତୁ » -
ଲକ୍ଡାଉନ୍ ଅବଧି ବୃଦ୍ଧି କରିବାକୁ ବିଚାର କରୁଛି କେନ୍ଦ୍ର, ଏଯାଏ ହୋଇନି ନିଷ୍ପତ୍ତି
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହ ଜଡ଼ିତ ସୂତ୍ରରୁ ଜାଣିବାକୁ ମିଳିଛି ବିଭିନ୍ନ ରାଜ୍ୟଏବଂ ବିଶେଷଜ୍ଞଙ୍କ ଅନୁରୋଧ କ୍ରମେ ବର୍ତ୍ତମାନ ଲକ୍ଡାଉନ୍ର ଅବଧି ବୃଦ୍ଧି କରିବାକୁ ବିଚାର କରାଯାଉଛି।…
ଅଧିକ ଖବର ପଢନ୍ତୁ » -
କରୋନା ମୁକାବିଲା ପାଇଁ କେଜ୍ରିୱାଲଙ୍କ ୫-ଟି ଆକ୍ସନ ପ୍ଲାନ୍
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଅତିକ୍ରମ କରି ସାରିଲାଣି। ପୂର୍ବରୁ କରୋନାର…
ଅଧିକ ଖବର ପଢନ୍ତୁ » -
ଘରକୁ ଫେରିଲେ ମେହେବୁବା ମୁଫତି, ତଥାପି ଅଟକ ରହିବେ
ଶ୍ରୀନଗର: ଅଗଷ୍ଟ ୪ ତାରିଖରୁ ଗେଷ୍ଟ ହାଉସରେ ଅଟକ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗେଷ୍ଟ ହାଉସରୁ ଆଜି ତାଙ୍କୁ…
ଅଧିକ ଖବର ପଢନ୍ତୁ » -
କ୍ୱାରେଣ୍ଟାଇନରେ ଉଦ୍ଧବ ଠାକରେଙ୍କ ସବୁ ସୁରକ୍ଷାକର୍ମୀ
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ସୁରକ୍ଷାକର୍ମୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି। ମୁମ୍ବାଇର କାଲାଙ୍ଗର ମାତୋଶ୍ରୀ ଠାରେ ଉଦ୍ଧବଙ୍କ ପ୍ରାଇଭେଟ ବାସଭବନ…
ଅଧିକ ଖବର ପଢନ୍ତୁ »









