ଦେଶ
-
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଡେଇଁଲା, ୨୪ ଘଣ୍ଟାରେ ୧୨୧୧ ନୂଆ ରୋଗୀ ଚିହ୍ନଟ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ କରୋନା ରୋଗୀ ଚିହ୍ନଟ ସଂଖ୍ୟା ପୂର୍ବର…
ଅଧିକ ଖବର ପଢନ୍ତୁ » -
ମେଘାଳୟରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ
ଶିଲଂ: ଦେଶର ଆଉ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି ମହାମାରୀ କରୋନା ଭାଇରସ। ମେଘାଳୟରେ ସୋମବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶିଲଂରେ ରହୁଥିବା ଜଣେ…
ଅଧିକ ଖବର ପଢନ୍ତୁ » -
ପୁଣି ଦିଲ୍ଲୀରେ ୩ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା, ୨୪ ଘଣ୍ଟାରେ ୩୫୬ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ହଟସ୍ପଟ ପାଲଟିଥିବା ଦିଲ୍ଲୀରେ ପୁଣିଥରେ ୩ ଜଣ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସାର ଗଙ୍ଗାରାମ ହସ୍ପିଟାଲର ୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ…
ଅଧିକ ଖବର ପଢନ୍ତୁ » -
ଆମେରିକା ସ୍ଥିତି ଅସମ୍ଭାଳ, ପୁଣି ଗଲା ୧୫ ଶହରୁ ଅଧିକ ଜୀବନ
ୱାଶିଂଟନ: ମହାମାରୀ କରୋନା ଯୋଗୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ସ୍ଥିତି ବେହାଲ ହୋଇଛି। ପ୍ରତିଦିନ ଏଠାରେ ୧୫ ଶହରୁ ଅଧିକ ଲୋକଙ୍କ ଜୀବନ ଯିବାରେ…
ଅଧିକ ଖବର ପଢନ୍ତୁ » -
ମୋଦିଙ୍କ ସମ୍ବୋଧନ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ଭିଡିଓ ଜାରି କଲେ ସୋନିଆ ଗାନ୍ଧି
ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧୀ ଲଢ଼େଇ ମଧ୍ୟରେ ଆଜି ଦିନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ୨୧ ଦିନିଆ ଲକଡାଉନର ଆଜି ଶେଷ…
ଅଧିକ ଖବର ପଢନ୍ତୁ » -
ଜଳପଥରେ ପାକିସ୍ତାନର ଆକ୍ରମଣ, ଭାରତ ଜଣାଇଲା କଡ଼ା ପ୍ରତିବାଦ
ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ମହାମାରୀ ସହ ଲଢ଼େଇ କରୁଥିବା ବେଳେ ପାକିସ୍ତାନ କିନ୍ତୁ ଭାରତ ପଛରେ ପଡ଼ିଛି। ପୂର୍ବରୁ ସ୍ଥଳ ପଥରେ ବାରମ୍ବାର ଆକ୍ରମଣ କରୁଥିବା…
ଅଧିକ ଖବର ପଢନ୍ତୁ » -
ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା ୨୧ ଦିନିଆ ଲକ୍ଡାଉନ୍ର ଆଜି ଶେଷ…
ଅଧିକ ଖବର ପଢନ୍ତୁ » -
କେବଳ ଏହି ବ୍ୟକ୍ତିମାନଙ୍କର ହେବ ମାଗଣା କରୋନା ପରୀକ୍ଷା, ମତ ବଦଳାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲାରେ କେଉଁମାନଙ୍କର ମାଗଣା ପରୀକ୍ଷା ହେବ ତା’ ବିଷୟରେ ସୁପ୍ରିମକୋର୍ଟ ନିଜର ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ ଆଣିଛନ୍ତି। ନୂଆ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ସରକାର…
ଅଧିକ ଖବର ପଢନ୍ତୁ » -
ବର୍ଷେ ପାଇଁ ୩୦% କମ ବେତନ ନେବେ ନିର୍ବାଚନ କମିଶନର
ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ଓ ଆୟୋଗର ଅନ୍ୟ ଦୁଇ ସଦସ୍ୟ କରୋନା ମୁକାବିଲା ପାଇଁ ପାଣ୍ଠି ଯୋଗାଣରେ ସହାୟତା କରିବାକୁ ଆଗେଇ ଆସିଛନ୍ତି। ସେମାନେ…
ଅଧିକ ଖବର ପଢନ୍ତୁ » -
କେରଳରୁ ଆସିଲା ଖୁସି ଖବର, ସକ୍ରିୟ ରୋଗୀଙ୍କ ଅପେକ୍ଷା ସୁସ୍ଥ ହେଲେଣି ଅଧିକ
ଥିରୁଭନନ୍ତପୁରମ: କରୋନା ମହାମାରୀ ଭିତରେ କେରଳରୁ ଖୁସି ଖବର ସାମ୍ନାକୁ ଆସିଛି। କେରଳରେ କରୋନା ରୋଗୀ ଦ୍ରୁତ ଗତିରେ ସୁସ୍ଥ ହେବାରେ ଲାଗିଛନ୍ତି। ସ୍ଥିତି ଏମିତି ହୋଇଛି…
ଅଧିକ ଖବର ପଢନ୍ତୁ »









