ଦେଶ
-
ଧରା ପଡ଼ିଲା ନକଲି ନିଶା ଜିନ୍ଦଲ, ଫେସବୁକରେ ଥିଲା ୧୦ ହଜାର ଫଲୋୟର୍ସ
ରାୟପୁର: ସୋଶାଲ ମିଡିଆରେ ଫେକ ଆକାଉଣ୍ଟ କରି ଲୋକଙ୍କୁ ଭୂଆଁ ବୁଲାଇବା ଏବେ ବେଶ ସହଜ ହୋଇଯାଇଛି। ୧୦ ହଜାର ଲୋକ ଫେସବୁକରେ ଅନୁସରଣ କରୁଥିବା ସୁନ୍ଦରୀ…
ଅଧିକ ଖବର ପଢନ୍ତୁ » -
କରୋନା ଯୋଗୁ ଏହି ସବୁ ସ୍ଥାନର ସ୍ଥିତି ସାଂଘାତିକ, ଗଠନ ହେଲା ୬ଟି ଟିମ
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ୪ ରାଜ୍ୟର କିଛି ସହରର ସ୍ଥିତି ଅତ୍ୟନ୍ତ ସାଂଘାତିକ ରହିଛି। ତେଣୁ ଏଠାରେ ଲକଡାଉନ ନିୟମର ଉଲ୍ଲଙ୍ଘନ ଆହୁରି ଜଟିଳ ପରିସ୍ଥିତି…
ଅଧିକ ଖବର ପଢନ୍ତୁ » -
ଆତଙ୍କୀ ହମଲାରେ ଆହତ ସୁରକ୍ଷାକର୍ମୀ ସହିଦ
ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କୀଙ୍କ ଗୁଳିରେ ଆହତ ହୋଇଥିବା ପୁଲିସ୍ କର୍ମଚାରୀ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି। ରବିବାର ଆତଙ୍କବାଦୀମାନେ ଅନନ୍ତନାଗର ହିଲ୍ଲେର ଠାରେ ଥିବା ତାଙ୍କ…
ଅଧିକ ଖବର ପଢନ୍ତୁ » -
କରୋନା ଲଢ଼େଇ ଭିତରେ ପାକ ଖେଳିଲା ମୁସଲିମ କାର୍ଡ, ଭାରତର କଡ଼ା ଜବାବ
ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱ ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଛି। ହେଲେ ପାକିସ୍ତାନ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବି ମୁସଲିମ କାର୍ଡ ଖେଳି ଭାରତକୁ…
ଅଧିକ ଖବର ପଢନ୍ତୁ » -
ଲୋକଙ୍କୁ ଖାଦ୍ୟ ଯୋଗାଣ କରୁଥିବା ଅଧିକାରୀ କରୋନାରେ ଆକ୍ରାନ୍ତ
ଭୋପାଲ: ଲକଡାଉନ ବେଳେ ଖାଦ୍ୟ ବଣ୍ଟନ ଦାୟିତ୍ୱ ପାଇଥିବା ଭୋପାଲ ପୌରପାଳିକା ସଂସ୍ଥାର ନୋଡାଲ ଅଫିସର ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ…
ଅଧିକ ଖବର ପଢନ୍ତୁ » -
ଲକଡାଉନ ନିୟମକୁ ଦୁର୍ବଳ କରନି, ରାଜ୍ୟଗୁଡ଼ିକୁ ତାଗିଦ କଲା କେନ୍ଦ୍ର
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଜାରି ହୋଇଥିବା ଲକଡାଉନ ଗାଇଡଲାଇନକୁ ରାଜ୍ୟ ସରକାରମାନେ ନିଜ ଇଚ୍ଛା ଅନୁସାରେ ବଦଳାଇ ପାରିବେ ନାହିଁ। କେନ୍ଦ୍ର ଜାରି କରୁଥିବା ଗାଇଡଲାଇନକୁ…
ଅଧିକ ଖବର ପଢନ୍ତୁ » -
ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୪୩କୁ ବୃଦ୍ଧି, ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ପାର
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ବିଭିନ୍ନ ରାଜ୍ୟରୁ ପ୍ରତିଦିନ ଶହଶହ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି।…
ଅଧିକ ଖବର ପଢନ୍ତୁ » -
ଲକଡାଉନ ଯୋଗୁ ମିଳୁନି ଚାଉଳ, ଖାଇବା ପାଇଁ କିଙ୍ଗ କୋବ୍ରାକୁ ମାରିଦେଲେ
ଗୌହାଟୀ: କରୋନା ପାଇଁ ସାରା ଦେଶରେ ଲକଡାଉନ ଜାରି ହୋଇଛି। ଏହି କାରଣରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅରୁଣାଚଳ ପ୍ରଦେଶରେ ଲକଡାଉନ ଯୋଗୁ ଚାଉଳ…
ଅଧିକ ଖବର ପଢନ୍ତୁ » -
ଅଜବ ବିଜ୍ଞାପନ: ବିନା କରୋନା ଟେଷ୍ଟରେ ଏହି ସଂପ୍ରଦାୟର ଲୋକଙ୍କୁ ହସ୍ପିଟାଲ ମନା
ମୀରଟ: କରୋନା ଲଢ଼େଇ ମଧ୍ୟରେ ଉତ୍ତର ପ୍ରଦେଶର ଏକ ହସ୍ପିଟାଲ ଅଜବ ନିର୍ଦ୍ଦେଶନାମା ଜାରି କରିଛି। ବିନା କୋଭିଡ-୧୯ ପରୀକ୍ଷାରେ ମୀରଟରେ ଥିବା ଏକ କ୍ୟାନ୍ସର ରୋଗର…
ଅଧିକ ଖବର ପଢନ୍ତୁ » -
ମହାରାଷ୍ଟ୍ରରେ ରେକର୍ଡ କଲା କରୋନା, ଗୋଟିଏ ଦିନରେ ୫୫୨ ପଜିଟିଭ ଚିହ୍ନଟ
ମୁମ୍ବାଇ: ମହାମାରୀ କରୋନା ଭାଇରସ ବିରୋଧରେ ସାରା ଦେଶ ଲଢ଼େଇ କରୁଛନ୍ତି। କିନ୍ତୁ ଏହି ଭାଇରସ ଦ୍ୱାରା ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଲକଡାଉନ ଓ…
ଅଧିକ ଖବର ପଢନ୍ତୁ »









