ଦେଶ
-
ଚା’ ଓ ପାନ ଦୋକାନ ଖୋଲିବା ପାଇଁ ଏହି ରାଜ୍ୟରେ ମିଳିଲା ଅନୁମତି, ଖଟି କରିବା ମନା
କୋଲକାତା: ପଶ୍ଚିମବଙ୍ଗରେ ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଓଡ଼ିଶା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼…
ଅଧିକ ଖବର ପଢନ୍ତୁ » -
ପଞ୍ଜାବରେ ୨ ସପ୍ତାହ ପାଇଁ ଜାରି ହେଲା କର୍ଫ୍ୟୁ
ଅମୃତସର: କରୋନା ପାଇଁ ଦେଶରେ ଲକଡାଉନ ଜାରି ହୋଇଛି। ଆସନ୍ତା ୩ ତାରିଖରେ ଏହା ଶେଷ ହେବ। ତେବେ ଆଜି ପଞ୍ଜାବ ସରକାର ଆସନ୍ତା ୨ ସପ୍ତାହ…
ଅଧିକ ଖବର ପଢନ୍ତୁ » -
କରୋନା ମୁକାବିଲା: ହଂକଂ ନା ଚାଇନା ମଡେଲ ଆପଣାଇବ ଭାରତ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଦେଶରେ ଜାରି ହୋଇଥିବା ୪୦ ଦିନିଆ ଲକଡାଉନ ଆସନ୍ତା ୩ ତାରିଖ ରାତି ୧୨ଟାରେ ଶେଷ ହେବ। ଏବେ ସରକାର…
ଅଧିକ ଖବର ପଢନ୍ତୁ » -
ବରସୋଭା କବ୍ରିସ୍ତାନରେ ଇରଫାନଙ୍କୁ ଦିଆଗଲା ଅନ୍ତିମ ବିଦାୟ
ମୁମ୍ବାଇ: ବଲିଉଡ ଓ ହଲିଉଡର ବର୍ଷୀୟାନ ଅଭିନେତା ଇରଫାନ ଖାନ ଆଜି ମାତ୍ର ୫୩ ବର୍ଷ ବୟସରେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। କ୍ୟାନସର ସହ…
ଅଧିକ ଖବର ପଢନ୍ତୁ » -
ଖୋଲିଲା କେଦାରନାଥ, ରୁଦ୍ରାଭିଷେକ କଲେ ପ୍ରଧାନମନ୍ତ୍ରୀ
ଡେରାଡୁନ: ହିମାଳୟରେ ଥିବା କେଦାରନାଥ ଧାମ ଆଜି ଖୋଲା ହେବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଦ୍ରାଭିଷେକ କରାଯାଇଛି। ସକାଳ ୬ଟା ୧୦ରେ ଆଜି କେଦାରନାଥ…
ଅଧିକ ଖବର ପଢନ୍ତୁ » -
ସବୁ ସରକାରୀ କର୍ମଚାରୀ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ବାଧ୍ୟ
ନୂଆଦିଲ୍ଲୀ: କରୋନା ପାଇଁ ଆରମ୍ଭ ହୋଇଥିବା ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରିବା ପାଇଁ ଆଜି କେନ୍ଦ୍ର ସରକାର ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ…
ଅଧିକ ଖବର ପଢନ୍ତୁ » -
ମୌସୁମୀ ସ୍ୱାଭାବିକ, କିନ୍ତୁ ଜୁନ-ଜୁଲାଇରେ କମ ବର୍ଷା
ନୂଆଦିଲ୍ଲୀ: ଦେଶବାସୀ କରୋନା ସହ ଲଢ଼େଇ କରୁଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ମୌସୁମୀ ବର୍ଷାକୁ ନେଇ ପୂର୍ବାନୁମାନ କରିଛି। ପ୍ରତିବର୍ଷ ଭଳି ଏବର୍ଷ ବି ଦେଶରେ…
ଅଧିକ ଖବର ପଢନ୍ତୁ » -
ବିଷ ମଞ୍ଜି ବୁଣିଲେ ଦିଲ୍ଲୀ ସଂଖ୍ୟାଲଘୁର ଅଧ୍ୟକ୍ଷ, କଟ୍ଟରପନ୍ଥୀଙ୍କୁ ଖୋଲା ଚେତାବନୀ
ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱ ଯେତେବେଳେ କରୋନା ମହାମାରୀର ମୁକାବିଲା କରୁଛି। ଏହି ସମୟରେ ଦିଲ୍ଲୀ ସଂଖ୍ୟାଲଘୁର ଅଧ୍ୟକ୍ଷ ଜାଫରୁଲ ଇସଲାମ୍ ଖାନ୍ ବିବାଦୀୟ ପୋଷ୍ଟ…
ଅଧିକ ଖବର ପଢନ୍ତୁ » -
ଲକଡାଉନ୍ ପରେ ସିବିଏସଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା
ନୂଆଦିଲ୍ଲୀ: ଲକଡାଉନ୍ ଶେଷ ହେବା ପରେ ବାକି ଥିବା ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ। ସିବିଏସଇ ବୋର୍ଡ କତ୍ତୃପକ୍ଷ ଆଜି ସ୍ପଷ୍ଟ କରିଛନ୍ତି। ବୁଧବାର…
ଅଧିକ ଖବର ପଢନ୍ତୁ » -
ଆରପାରିରେ ବଲିଉଡ ଅଭିନେତା ଇରଫାନ ଖାନ୍
ମୁମ୍ବାଇ: ବଲିଉଡ୍ ଅଭିନେତା ଇରଫାନ ଖାନ୍ଙ୍କର ଆଜି ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ…
ଅଧିକ ଖବର ପଢନ୍ତୁ »









