ଦେଶ
-
୧୨ ଲକ୍ଷ କୋଟି ଟଙ୍କାର ଋଣ କରିବେ ସରକାର
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଦେଶର ଅର୍ଥନୀତି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅର୍ଥନୀତିକୁ ସୁଧାରିବା ପାଇଁ ଚଳିତ ଆର୍ଥିକ ବର୍ଷରେ ସରକାର ୧୨ ଲକ୍ଷ…
ଅଧିକ ଖବର ପଢନ୍ତୁ » -
WHO ମାନିଲା, କରୋନା ଚୀନରୁ ବ୍ୟାପିଛି
ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତି ନେଇ ଏଥର ମତ ବଦଳାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। କରୋନା ବ୍ୟାପିବା ପଛରେ ଚୀନର ଉହାନ ବଜାରର ଭୂମିକା ରହିଛି…
ଅଧିକ ଖବର ପଢନ୍ତୁ » -
ସାଇକେଲରେ ଗାଁକୁ ଫେରୁଥିଲେ ସାହୁ ଦମ୍ପତି, ପିଟିଦେଲା ଅଜଣା ଗାଡ଼ି
ଲକ୍ଷ୍ନୌ: ଲକଡାଉନ୍ ଯୋଗୁଁ ଖାଇବାକୁ ମଳିଲାନି। ସଞ୍ଚିତ ଅର୍ଥ ବି ସରିଲା। କିଛି ଦିନ ଉପବାସରେ ରହିଲେ ପୂରା ପରିବାର। ଭୋକ ଉପାସ ଅସହ୍ୟ ହେବାରୁ ପତ୍ନୀ…
ଅଧିକ ଖବର ପଢନ୍ତୁ » -
ମଦ ଦୋକାନ ବନ୍ଦ, ଅନ ଲାଇନ୍ ବିକ୍ରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଚେନ୍ନାଇ: ତାମିଲନାଡୁରେ ମଦ ଦୋକାନ ବନ୍ଦ କରି ଅନଲାଇନ୍ ମଦ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମଦ…
ଅଧିକ ଖବର ପଢନ୍ତୁ » -
ବିବାହରେ ବିଳମ୍ୱ ହେବାରୁ ଭାବି ଦମ୍ପତ୍ତିଙ୍କ ଆତ୍ମହତ୍ୟା
ହାଇଦ୍ରାବାଦ: ଲକଡାଉନ୍ ପାଇଁ ବିବାହ ବିଳମ୍ୱ ହେବାରୁ ଶେଷରେ ଭାବି ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି। ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ନରନୋର ମଣ୍ଡଳରେ ଏଭଳି ଅଭାବନୀୟ ଘଟଣା ଘଟିଛି…
ଅଧିକ ଖବର ପଢନ୍ତୁ » -
ସିବିଏସଇ ୧୦ମ, ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା
ନୂଆଦିଲ୍ଲୀ: ବାକିଥିବା ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ମାର୍ଚ୍ଚ ୨୫ରୁ…
ଅଧିକ ଖବର ପଢନ୍ତୁ » -
‘ଅଗଷ୍ଟ ୩୧ ସୁଦ୍ଧା ବାବ୍ରି ମାମଲାର ବିଚାର ସାର’
ନୂଆଦିଲ୍ଲୀ: ୧୯୯୨ ମସିହା ଅଯୋଧ୍ୟା ବାବ୍ରି ମସଜିଦ୍ ମାମଲାର ବିଚାର ସାରିବାକୁ ସୁପ୍ରିମକୋର୍ଟ ସିବିଆଇର ସ୍ୱତନ୍ତ୍ର କୋର୍ଟକୁ ନିର୍ଦ୍ଦେଶ ଦେଇଛି। ଏହି ମାମଲାରେ ବିଜେପି ନେତା ତଥା…
ଅଧିକ ଖବର ପଢନ୍ତୁ » -
ଆଉ ୩୦ ବିଏସଏଫ୍ ଯବାନ କରୋନାରେ ଆକ୍ରାନ୍ତ
ନୂଆଦିଲ୍ଲୀ: ଶୁକ୍ରବାର ପୁଣି ୩୦ ଜଣ ବିଏସଏଫ୍ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ୩୦ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ୨୦୦ରୁ ଅଧିକ କରୋନାରେ ସଂକ୍ରମିତ…
ଅଧିକ ଖବର ପଢନ୍ତୁ » -
ପ୍ରବାସୀଙ୍କୁ ଆଶ୍ୱସ୍ତି; ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ
ନୂଆଦିଲ୍ଲୀ: କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଲେ ଯାଇ ଓଡ଼ିଶା ଆସିବା ପାଇଁ ପ୍ରବାସୀ ଓଡ଼ିଆଙ୍କୁ ଅନୁମତି ମିଳିବ। ଗତକାଲି ଏଭଳି ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ।…
ଅଧିକ ଖବର ପଢନ୍ତୁ » -
ବଢ଼ୁଛି କରୋନା ଆରୋଗ୍ୟ ହାର | Satyasikha
ନୂଆଦିଲ୍ଲୀ: ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ଜଣ ଏହି ମହାମାରୀର ଶିକାର ହୋଇଥିବାବେଳେ ୧୦୩ ଜଣଙ୍କର ମୃତ୍ୟୁ ଘଟିଛି।…
ଅଧିକ ଖବର ପଢନ୍ତୁ »









