ଦେଶ
-
ମୃତଦେହ ନେଲାନି ପରିବାର, ପୁଲିସ କଲା ଅନ୍ତିମ ସଂସ୍କାର
ବେଙ୍ଗାଲୁରୁ: ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ଶବକୁ କରୋନା ହୋଇଥିବା ଭୟରେ ପରିବାର ଲୋକେ ଗ୍ରହଣ କରି ନାହାନ୍ତି। ଏହାପରେ ତିନି ପୁଲିସ କର୍ମଚାରୀ ମୃତ ବ୍ୟକ୍ତିଙ୍କର…
ଅଧିକ ଖବର ପଢନ୍ତୁ » -
ଆଗକୁ ଘରେ ରହି କାମ କରିବା ପ୍ରକ୍ରିୟା ନିୟମିତ ହେବ!
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶ ଲକଡାଉନ୍ ରହିଛି। ଅନେକ କମ୍ପାନୀ କିନ୍ତୁ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ଏହି…
ଅଧିକ ଖବର ପଢନ୍ତୁ » -
ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବ ଯୋଗୀ ସରକାର
ଲକ୍ଷ୍ନୌ: ଲକଡାଉନ୍ ପାଇଁ ଦେଶ ବିଦେଶରୁ ସମସ୍ତ ପ୍ରବାସୀ ଏବେ ଘରକୁ ଫେରୁଛନ୍ତି। ଏବେ ସେମାନେ କେମିତି ରୋଜଗାର କରିବେ ସେ ନେଇ ଯୋଗୀ ସରକାର ତତ୍ପରତା…
ଅଧିକ ଖବର ପଢନ୍ତୁ » -
‘ମୋର ମୃତ୍ୟୁ ପାଇଁ ପ୍ରାର୍ଥନା କରୁଥିବାରୁ ଧନ୍ୟବାଦ’
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ସୋଶାଲ ମିଡିଆରେ ଯେଉଁ ଖବର ପ୍ରଚାର ହେଉଛି ତାହା ମିଛ। ସେ ସମ୍ପୂର୍ଣ୍ଣ ଭାବରେ…
ଅଧିକ ଖବର ପଢନ୍ତୁ » -
ବେକାବୁ କରୋନା, ଶାହଙ୍କ ନିର୍ଦ୍ଦେଶ ପରେ ଗୁଜରାଟରେ ଏମ୍ସ ନିର୍ଦ୍ଦେଶକ
ଅହମଦାବାଦ: ଗୁଜରାଟରେ ବେକାବୁ ହୋଇଛି କରୋନା। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଅହମଦାବାଦ…
ଅଧିକ ଖବର ପଢନ୍ତୁ » -
ହୃଦଘାତ ପରେ ଭେଣ୍ଟିଲେଟରରେ ଅଜିତ ଯୋଗୀ
ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ହୃଦଘାତ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖଯାଇଛି। ଆଜି ସେ ରାୟପୁର ସ୍ଥିତ…
ଅଧିକ ଖବର ପଢନ୍ତୁ » -
କରୋନାର ବଡ଼ ବିପର୍ଯ୍ୟୟ ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଆଗକୁ ଆହୁରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ମତ ଦେବା ପରେ ଦେଶରେ ଚିନ୍ତା ବଢ଼ି ଯାଇଛି। ତେବେ…
ଅଧିକ ଖବର ପଢନ୍ତୁ » -
ଦିଲ୍ଲୀ ପରେ ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଭଡ଼ା ଦେବାକୁ ଘୋଷଣା କଲା ତାମିଲନାଡୁ
ଥିରୁଭନନ୍ତପୁରମ: ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ତାମିଲନାଡୁ ସରକାର। ଏଣିକି ତାମିଲନାଡୁରୁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ଟ୍ରେନ ଭଡ଼ା ସରକାର ବହନ କରିବେ।…
ଅଧିକ ଖବର ପଢନ୍ତୁ » -
ବଦଳିଲା ଗାଇଡ୍ଲାଇନ୍: ଏଣିକି ୧୦ ଦିନରେ ଡିସଚାର୍ଜ ହୋଇପାରିବେ କରୋନା ରୋଗୀ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ଡିସଚାର୍ଜ ଗାଇଡଲାଇନକୁ ବଦଳାଇଛନ୍ତି କେନ୍ଦ୍ର ସରକାର। ଏଣିକି ଜଣେ କରୋନା ରୋଗୀ ୧୦ ଦିନ…
ଅଧିକ ଖବର ପଢନ୍ତୁ » -
ଗ୍ୟାସ ଲିକ ଘଟଣା ପାଇଁ କ୍ଷମା ମାଗିଲା ଏଲଜି ପଲିମରସ
ବିଶାଖାପଟନମ: ଆନ୍ଧ୍ର ପ୍ରଦେଶ ବିଶାଖାପଟନମ ଗ୍ୟାସ ଲିକ ଘଟଣାରେ ଏଲଜି ପଲିମରସ କ୍ଷମା ମାଗିଛି। ଗୁରୁବାର ଏହି ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ ଲିକ ହୋଇ ୧୨ ଜଣଙ୍କ…
ଅଧିକ ଖବର ପଢନ୍ତୁ »









