ଦେଶ
-
ମଦ ଦିଅ ମଦ ଦିଅ ବୋଲି ମାଗିଲେ, ମିଳିଲାନି ବୋଲି ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ
ଥିରୁଭନନ୍ତପୁରମ: ମଦ ଆଣିବାକୁ ଯାଇ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ୫ ଜଣ ମିଶି ମଦ ପିଇଥିଲେ। ସେମାନେ ବି ଏଥିପାଇଁ କରୋନାରେ ସଂକ୍ରମିତ ହେଲେ। ଶେଷରେ…
ଅଧିକ ଖବର ପଢନ୍ତୁ » -
ଏହି ସ୍ଥାନରେ ୩୦ ସେକେଣ୍ଡ ପାଇଁ ମାସ୍କ ଖୋଲିବାକୁ ବାଧ୍ୟ
ଭୋପାଲ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଗତ ସପ୍ତାହରୁ ଅନଲକ ୧କୁ କାର୍ଯ୍ୟକାରୀ କରାଯାଇଛି। ସାମାଜିକ ଦୂରତା ଓ ସର୍ବସାଧାରଣରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।…
ଅଧିକ ଖବର ପଢନ୍ତୁ » -
ଦିଲ୍ଲୀ ଓ ମହାରାଷ୍ଟ୍ରରେ ହୋଇନି ଗୋଷ୍ଠୀ ସଂକ୍ରମଣ! କିନ୍ତୁ…
ମୁମ୍ବାଇ: ଦେଶର ଦୁଇ ପ୍ରମୁଖ ସ୍ଥାନ ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ…
ଅଧିକ ଖବର ପଢନ୍ତୁ » -
ଗ୍ୟାସ କୂଅରେ ଅଗ୍ନିକାଣ୍ଡ ଘଟଣା, ମିଳିଲା ୨ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତଦେହ
ଗୌହାଟୀ: ଆସାମର ଟିନସୁକିଆଠାରେ ଥିବା ଓଏଲ ଇଣ୍ଡିଆ ଲିଃ(ଓଆଇଏଲ)ର ଗ୍ୟାସ କୂଅ ଅଗ୍ନିକାଣ୍ଡ ଘଟଣା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। କମ୍ପାନୀର ବାଘଜାନ ଓଏଲଫିଲ୍ଡ ସ୍ଥିତ…
ଅଧିକ ଖବର ପଢନ୍ତୁ » -
ଦେଶରେ ପ୍ରଥମ, ଆକ୍ଟିଭ କେସ୍କୁ ଅତିକ୍ରମ କଲା ଆରୋଗ୍ୟଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣ ଭିତରେ ଏକ ଆଶ୍ୱସ୍ତି କଲା ଭଳି ଖବର ସାମ୍ନାକୁ ଆସିଛି। ପ୍ରଥମଥର ପାଇଁ ଦେଶରେ କରୋନା ଆକ୍ଟିଭ…
ଅଧିକ ଖବର ପଢନ୍ତୁ » -
ଥାନା ଭିତରେ ନିଜକୁ ଗୁଳି କଲେ ଏଏସଆଇ
ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ସମୟରେ ଦିଲ୍ଲୀରେ ଜଣେ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର (ଏଏସଆଇ) ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଦିଲ୍ଲୀସ୍ଥିତ କ୍ରିଷ୍ଣାନଗର ପୁଲିସ୍ ଷ୍ଟେସନରେ ଘଟିଛି। ଆତ୍ମହତ୍ୟା…
ଅଧିକ ଖବର ପଢନ୍ତୁ » -
ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ପାଳନ କରିବ ଦିଲ୍ଲୀ ସରକାର
ନୂଆଦିଲ୍ଲୀ: ଦିଲ୍ଲୀର ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲରେ ବାହାର ଲୋକଙ୍କ ଚିକିତ୍ସାକୁ ନେଇ ଚାଲିଥିବା ତିକ୍ତତାରେ ଏବେ ବ୍ରେକ୍ ଲାଗିଛି। ଦିଲ୍ଲୀରେ ବାହାର ରାଜ୍ୟର ଲୋକଙ୍କର ଚିକିତ୍ସା…
ଅଧିକ ଖବର ପଢନ୍ତୁ » -
ଅନଲାଇନ୍ ଶିକ୍ଷା ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ୍
ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଭାବ ପିଲାମାନଙ୍କ ପାଠ୍ୟକ୍ରମ ଉପରେ ମଧ୍ୟ ପକାଇଛି। ଏଭଳି ସଙ୍କଟପୂର୍ଣ୍ଣ ସମୟରେ ପିଲାମାନଙ୍କ ସ୍କୁଲ ଯିବା ଉପରେ କଟକଣା ଲଗାଯାଇଛି। ତେଣୁ ପିଲାମାନଙ୍କର…
ଅଧିକ ଖବର ପଢନ୍ତୁ » -
ଶୋପିଆନ୍ ଏନକାଉଣ୍ଟରରେ ୪ ଆତଙ୍କୀ ନିହତ
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କୀ ବିରୋଧରେ ଚାଲିଥିବା ଅପରେଶନରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା ମିଳିଛି। ଶୋପିଆନର ସୁଗୁ ହେନ୍ଧାମା ଅଞ୍ଚଳରେ ଚାଲିଥିବା ଏନକାଉଣ୍ଟରେ ଭାରତୀୟ…
ଅଧିକ ଖବର ପଢନ୍ତୁ » -
କରୋନା ନେଲା ବିଧାୟକଙ୍କ ଜୀବନ
ଚେନ୍ନାଇ: ତାମିଲନାଡୁର ଡିଏମକେ ବିଧାୟକ ଜେ ଅନବାଝଗନଙ୍କର କରୋନାଭାଇରସ୍ ଯୋଗୁ ମୃତ୍ୟୁ ହୋଇଛି। ବୁଧବାର ସକାଳେ ଚେନ୍ନାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…
ଅଧିକ ଖବର ପଢନ୍ତୁ »









