ଦେଶ
-
ଜାତିସଂଘରେ ଭାରତକୁ ବଡ଼ ପଦବୀ ମିଳିବା ପରେ କ’ଣ କହିଲେ ମୋଦି
ନୂଆଦିଲ୍ଲୀ: ଜାତିସଂଘର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ୮ମଥର ପାଇଁ ନିର୍ବାଚିତ ହୋଇଛି। ୧୯୩ ସଦସ୍ୟ ଜାତିସଂଘର ୧୮୪ଟି ଦେଶ ଭାରତର ପ୍ରାର୍ଥିତ୍ୱକୁ ସମର୍ଥନ କରିଥିଲେ। ଆଗାମୀ…
ଅଧିକ ଖବର ପଢନ୍ତୁ » -
ଖରାପ ହୋଇଗଲା ବିଦ୍ୟୁତ ଚାଳିତ ଚୁଲା, ୨୯ ଘଣ୍ଟା ପଡ଼ିରହିଲା ଅର୍ଦ୍ଧଦଗ୍ଧ ଶବ
ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ କରୋନା ଆକ୍ରାନ୍ତ ମୃତଦେହକୁ ପ୍ରଶାସନ କେମିତି ସମ୍ମାନ ଜଣାଉଛି, ତା’ର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ଜଣେ…
ଅଧିକ ଖବର ପଢନ୍ତୁ » -
ଦିନକରେ ରେକର୍ଡ ୧୨,୮୮୧ ପଜିଟିଭ, ୧୨ ହଜାର ଡେଇଁଲା ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବେକାବୁ ହେବାରେ ଲାଗିଛି କରୋନା। ବିଶ୍ୱର କରୋନା କ୍ଷତିଗ୍ରସ୍ତ ଦେଶଗୁଡ଼ିକର ତାଲିକାର ୪ର୍ଥ ସ୍ଥାନରେ ଥିବା ଭାରତରେ କରୋନା ସଂକ୍ରମଣ ଦ୍ରୁତଗତିରେ…
ଅଧିକ ଖବର ପଢନ୍ତୁ » -
ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା ପରେ ସିସୋଦିଆଙ୍କୁ ଅତିରିକ୍ତ ଦାୟିତ୍ୱ
ନୂଆଦିଲ୍ଲୀ: ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି…
ଅଧିକ ଖବର ପଢନ୍ତୁ » -
ଲଦାଖ ବିବାଦ: ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେରିକା ଓ ୟୁରୋପର ପରାମର୍ଶ
ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ ଓ ଚାଇନ ସୃଷ୍ଟି ହୋଇଥିବା ବିବାଦ ଉପରେ ଏବେ ସମଗ୍ର ବିଶ୍ୱର ନଜର ରହିଛି। ଦୁଇ ଦେଶର ସେନା ବାହିନୀ ମଧ୍ୟରେ…
ଅଧିକ ଖବର ପଢନ୍ତୁ » -
ଥମୁନି ତୈଳଦର, ପୁଣି ବଢ଼ିଲା
ନୂଆଦିଲ୍ଲୀ: ଦେଶରେ ତୈଳଦର କମିବାର ନାଁ ଧରୁନି। ଆଜି କ୍ରମାଗତ ୧୨ତମ ଦିନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ପେଟ୍ରୋଲର ଲିଟର ପିଛା…
ଅଧିକ ଖବର ପଢନ୍ତୁ » -
୭ ମାସ ତଳେ ବାହା ହୋଇଥିଲେ, ଲକଡାଉନ ପରେ ଘରକୁ ଫେରିବେ କହିଥିଲେ, କିନ୍ତୁ…
ରେୱା: ନାଏକ ଦୀପକ କୁମାର ସିଂହ ତାଙ୍କ ଜେଜେ ମା’ଙ୍କୁ କିଛି ଦିନ ତଳେ ଫୋନ କରିଥିଲେ। କହିଥିଲେ, ମା’ ତୁ ବ୍ୟସ୍ତ ହଅନା। ଲକଡାଉନ ସରିବା…
ଅଧିକ ଖବର ପଢନ୍ତୁ » -
ଉଗ୍ର ହେଉଛି ଚାଇନା ବିରୋଧୀ ନିଆଁ, ଡିଫେନ୍ସ କଲୋନୀ ଘୋଷଣା କଲା ଯୁଦ୍ଧ
ନୂଆଦିଲ୍ଲୀ: ଲଦାଖ ସଂଘର୍ଷ ପରେ ଚାଇନା ଠାରୁ ବଦଲା ନେବା ପାଇଁ ଭାରତ ଭିତରେ ପ୍ରତିଶୋଧର ନିଆଁ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ସୋମବାର ଚାଇନା…
ଅଧିକ ଖବର ପଢନ୍ତୁ » -
ଚାଇନା-ଭାରତ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆମେରିକାର ପଛଘୁଞ୍ଚା
ୱାଶିଂଟନ: ପୂର୍ବରୁ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିବା ଆମେରିକା ଏବେ ୟୁ-ଟର୍ଣ୍ଣ ନେଇଛି। ସୋମବାର ଗଲୱାନ…
ଅଧିକ ଖବର ପଢନ୍ତୁ » -
କ’ଣ ବୋର୍ଡ ପରୀକ୍ଷାକୁ ରଦ୍ଦ କରିପାରିବ? ସିବିଏସଇକୁ ପଚାରିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ସିବିଏସଇର ବୋର୍ଡ ପରୀକ୍ଷା ରଦ୍ଦ ହେବାର ଆଶଙ୍କା ପ୍ରକାଶ ପାଇଛି। କରୋନା…
ଅଧିକ ଖବର ପଢନ୍ତୁ »









