ଦେଶ
-
ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ବ୍ରିଟେନ ପିଏମ ବୋରିସ୍ ଜନସନ
ସତ୍ୟଶିଖା (ଲଣ୍ଡନ) ୨୧/୧୦/୨୦୨୦ : ଯଦି ପ୍ରଧାନମନ୍ତ୍ରୀ କହିବେ ତାଙ୍କ ପାଖରେ ପଇସା ନାହିଁ, ଏକଥାକୁ କେହି ବି ଗ୍ରହଣ କରିବେ ନାହିଁ । ସେହିପରି କୌଣସି…
ଅଧିକ ଖବର ପଢନ୍ତୁ » -
ଭାରତୀୟ ସେନା ନିଖୋଜ ଚୀନ ସୈନିକଙ୍କୁ ଫେରାଇଲା
ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୦/୨୦୨୦ : ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ପାର କରି ଆସିଥିବା ଚୀନର ଜଣେ ସେନାକୁ ଭାରତ ଫେରାଇ ଦେଇଛି । ଗତକାଲି ରାତିରେ…
ଅଧିକ ଖବର ପଢନ୍ତୁ » -
ଦାଉଦ ସହଯୋଗୀ ଇକବଲ୍ ମିର୍ଚିର
ସତ୍ୟଶିଖା (ମୁମ୍ବାଇ) ୨୦/୧୦/୨୦୨୦ : ଅଣ୍ଡର ଓ୍ବାର୍ଲଡ୍ ଡନ୍ ଦାଉଦ ଇବ୍ରାହିମ୍ ସଯହୋଗୀ ଇକ୍ବଲ ମିର୍ଚିର ସମ୍ପର୍କୀୟଙ୍କ ସହ ଜଡ଼ିତ ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦେଶାଳୟ…
ଅଧିକ ଖବର ପଢନ୍ତୁ » -
ନୂତନ ଆଡ୍ଡା ଖୋଜୁଛନ୍ତି ନକ୍ସଲ
ସତ୍ୟଶିଖା (ନୂଆଦିଲ୍ଲୀ) ୨୦/୧୦/୨୦୨୦ : ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନକ୍ସଲଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ଛତିଶଗଡ ସହିତ ଚାରୋଟି ରାଜ୍ୟର ପୁଲିସ ମିଶି…
ଅଧିକ ଖବର ପଢନ୍ତୁ » -
ଗାଈ ଗୋବରରେ ଦୀପ, ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ତିଆରି କରୁଛନ୍ତି ମହିଳା
ସତ୍ୟଶିଖା (ଜାଲୌନ) ୨୦/୧୦/୨୦୨୦ : ମହିଳାଙ୍କୁ ଆତ୍ମନିର୍ଭର କରିବାକୁ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି । ଉତ୍ତର ପ୍ରଦେଶ…
ଅଧିକ ଖବର ପଢନ୍ତୁ » -
ଆଇପିଏଲ ୨୦୨୦: ଆଜି ମୁହାଁମୁହିଁ ହେବେ କିଙ୍ଗସ୍ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ
ସତ୍ୟଶିଖା (ଦୁବାଇ) ୨୦/୧୦/୨୦୨୦ : ଆଜି ଆଇପିଏଲ୍ର ୩୮ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଲଗାତର ୨ଟି…
ଅଧିକ ଖବର ପଢନ୍ତୁ » -
ପିଏମ ମୋଦି ଦୁର୍ଗା ପୂଜାରେ ପାରମ୍ପରିକ ବଙ୍ଗାଳୀ ପୋଷାକରେ ନଜର ଆସିବେ
ସତ୍ୟଶିଖା (ନୂଆଦିଲ୍ଲୀ) ୨୦/୧୦/୨୦୨୦ : ଆଉ ଦିନ କେଇଟା ପରେ ଦୁର୍ଗା ପୂଜା । ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ଥିବା ପଶ୍ଚିମବଙ୍ଗରେ ପୂଜା ପ୍ରସ୍ତୁତି କରୋନା…
ଅଧିକ ଖବର ପଢନ୍ତୁ » -
ଆଇନ ଛାତ୍ରୀ ରାମାଗିରି ୪,୦୪୨ ଚାଉଳରେ ଲେଖିଲେ ଭଗବତ ଗୀତା
ସତ୍ୟଶିଖା (ହାଇଦ୍ରାବାଦ) ୨୦/୧୦/୨୦୨୦ : ହାଇଦ୍ରାବାଦର ଜଣେ ଆଇନ ଛାତ୍ରୀ ଅଜବ କଳାକୃତି ପ୍ରଦର୍ଶନ କରିଛନ୍ତି । ଯାହା ହୁଏତ ବିଶ୍ୱାସ ଲାଗି ନପାରେ । ହେଲେ…
ଅଧିକ ଖବର ପଢନ୍ତୁ » -
ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପଚରାଉଚୁରା କରୁଛି ଇଡି
ସତ୍ୟଶିଖା (ନୂଆଦିଲ୍ଲୀ) ୧୯/୧୦/୨୦୨୦ : ନ୍ୟାସନାଲ କନ୍ଫରେନ୍ସ ସାଂସଦ ଓ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପ୍ରବର୍ତନ ନିର୍ଦେଶାଳୟ ସୋମବାର ଦିନ ପଚରାଉଚୁରା କରୁଛି…
ଅଧିକ ଖବର ପଢନ୍ତୁ »









