ଦେଶ
-
ସ୍କୁଲ ଭିତରେ ୫ ଛାତ୍ରୀଙ୍କୁ ଦୁଷ୍କର୍ମ
ସତ୍ୟଶିଖା ୧୬/୧୨/୨୦୨୦ : ଗୁରୁ-ଶିଷ୍ୟ ସମ୍ପର୍କ ପବିତ୍ର । କିନ୍ତୁ ଆଜିକାଲି ସମୟରେ ଅଧିକାଂଶ କ୍ଷେତ୍ରରେ ଏହାକୁ କଳଙ୍କିତ କରୁଛନ୍ତି କିଛି ଶିକ୍ଷକ । ସେମାନଙ୍କ ପାଇଁ…
ଅଧିକ ଖବର ପଢନ୍ତୁ » -
ସ୍ତ୍ରୀଙ୍କ ପ୍ରତି ସ୍ୱାମୀଙ୍କ ଅତ୍ୟାଚାର
ସତ୍ୟଶିଖା ୧୬/୧୨/୨୦୨୦ : ବିବାହ ପରେ ମହିଳାମାନେ ଅନେକ ସମୟରେ ଘରୋଇ ହିଂସାର ଶିକାର ହୋଇଥାନ୍ତି । ଶାଶୁଘରେ ସ୍ୱାମୀଙ୍କଠାରୁ ଆରମ୍ଭ କରି ଅନ୍ୟ ସଦସ୍ୟମାନେ ସେମାନଙ୍କୁ…
ଅଧିକ ଖବର ପଢନ୍ତୁ » -
୧୯୭୧ ଭାରତ-ପାକ୍ ଯୁଦ୍ଧକୁ ୫୦ବର୍ଷ ପୂର୍ତ୍ତି
ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୨/୨୦୨୦ : ଆଜି ହେଉଛି ବିଜୟ ଦିବସ । ୧୯୭୧ ମସିହାରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ବିଜୟ ପ୍ରାପ୍ତିର ୫୦ତମ ବାର୍ଷିକୀ ପାଳନ…
ଅଧିକ ଖବର ପଢନ୍ତୁ » -
ଚାଷୀ ଆନ୍ଦୋଳନ ପାଇଁ ଦିନକୁ କ୍ଷତି ୩୫୦୦ କୋଟି
ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୨/୨୦୨୦ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଯୋଗୁ ଅର୍ଥନୀତିକୁ ଦୈନିକ ୩୦୦୦ରୁ ୩୫୦୦ କୋଟି ଟଙ୍କାର…
ଅଧିକ ଖବର ପଢନ୍ତୁ » -
ଭାରତ ଟପିବ ମୋବାଇଲ ଫୋନ୍ ନିର୍ମାଣରେ ଚୀନ୍କୁ
ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୨/୨୦୨୦ : ମୋବାଇଲ ଫୋନ୍ ନିର୍ମାଣରେ ଭାରତ ଚୀନ୍କୁ ଟପିବା ଲକ୍ଷ୍ୟ ରଖିଛି । କେନ୍ଦ୍ର ଟେଲିକମ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି…
ଅଧିକ ଖବର ପଢନ୍ତୁ » -
ସ୍ମୃତି ସେ ବିଜୟର : ବିଜୟ ଦିବସ
ସତ୍ୟଶିଖା ୧୬/୧୨/୨୦୨୦ : ସ୍ମୃତି ତାହା ସର୍ବଦା ଚିସ୍ମରଣୀୟ। ସ୍ମୃତି ସେ ବିଜୟର, ବୀର ପୁରୁଷର । ଯାହାଙ୍କୁ ଉଚ୍ଚ ସ୍ତରୀୟ ସମ୍ମାନ ଓ ତାଙ୍କ ବିରତ୍ୱର…
ଅଧିକ ଖବର ପଢନ୍ତୁ » -
ବିଶ୍ୱର ବଡ଼ ସ୍କୁଟର ଫ୍ୟାକ୍ଟ୍ରି Ola ଖୋଲିବ !
ସତ୍ୟଶିଖା (ନୂଆଦିଲ୍ଲୀ) ୧୫.୧୨.୨୦୨୦ : ଭାରତର ପ୍ରମୁଖ କ୍ୟାବ୍ କମ୍ପାନୀ Ola ଘୋଷଣା କରିଛି ଯେ ସେ ତାମିଲନାଡ଼ୁ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତିରେ ହସ୍ତାକ୍ଷର…
ଅଧିକ ଖବର ପଢନ୍ତୁ » -
ଆଜି ସର୍ଦ୍ଦାର ପଟେଲଙ୍କ ଶ୍ରାଦ୍ଧ ବାର୍ଷିକୀ
ସତ୍ୟଶିଖା (ନୂଆଦିଲ୍ଲୀ) ୧୫.୧୨.୨୦୨୦ : ଆଜି ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ତଥା ‘ଲୌହ ମାନବ’ ଭାବରେ ଜଣାଶୁଣା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୭୫ତମ ଶ୍ରାଦ୍ଧ…
ଅଧିକ ଖବର ପଢନ୍ତୁ » -
କର୍ମଚାରୀ ଭଙ୍ଗାରୁଜା କଲେ ଆଇଫୋନ୍ ପ୍ରସ୍ତୁତ କରୁଥିବା କମ୍ପାନୀରେ
ସତ୍ୟଶିଖା ୧୫/୧୨/୨୦୨୦ : କର୍ଣ୍ଣାଟକର କୋଲାରରେ ଥିବା ତାଇଓ୍ୱାନର ମାନୁଫାକ୍ଚରିଂ କମ୍ପାନୀ ଓ୍ୱିଷ୍ଟ୍ରୋନ୍ କର୍ପୋରେସନ ବେତନ ପ୍ରସଙ୍ଗକୁ ନେଇ କର୍ମଚାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ…
ଅଧିକ ଖବର ପଢନ୍ତୁ » -
ଋଷିଆ ଟିକା ସ୍ପୁଟନିକ୍-ଭି ଫଳପ୍ରଦ ହୋଇଛି
ସତ୍ୟଶିଖା ୧୫/୧୨/୨୦୨୦ : ନୂଆ ଆଶା ଦେଖାଇଲା ଋଷିଆ ଟିକା ସ୍ପୁଟନିକ୍- ଭି । ପ୍ରଥମ ଡୋଜର ୨୧ ଦିନ ପରେ ୯୧ ଦଶମିକ ୪ ପ୍ରତିଶତ…
ଅଧିକ ଖବର ପଢନ୍ତୁ »









