ଦେଶ
-
ଅଷ୍ଟ୍ରେଲିଆରେ ସିରିଜ ଜିତିଲା ଭାରତ, ୫ କୋଟିର ବୋନସ ଦେଲା ବିସିସିଆଇ
ସତ୍ୟଶିଖା ୧୯/୦୧/୨୦୨୧ : ବ୍ରିସବେନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବିସିସିଆଇ ବଡ ଘୋଷଣା କରିଛି । ଦଳ ପାଇଁ ବିସିସିଆଇ ୫ କୋଟି ଟଙ୍କାର…
ଅଧିକ ଖବର ପଢନ୍ତୁ » -
ଚଳନ୍ତା ଟ୍ରେନରେ ମହିଳାଙ୍କ ପ୍ରସବ କରାଇଲେ ଦିବ୍ୟାଙ୍ଗ ଲ୍ୟାବ୍ ଟେକନିସିଆନ୍
ସତ୍ୟଶିଖା ୧୯/୦୧/୨୦୨୧ : ଚଳନ୍ତା ଟ୍ରେନରେ ଜଣେ ଦିବ୍ୟାଙ୍ଗ ଲ୍ୟାବ ଟେକନିସିଆନ ଏକ ନିଆରା କାମ କରିଛନ୍ତି । ଟେକନିସିଆନଙ୍କ ଏହି କାମକୁ ନେଇ ରେଳମନ୍ତ୍ରୀ ମଧ୍ୟ…
ଅଧିକ ଖବର ପଢନ୍ତୁ » -
ଶୁଭ୍ରାଙ୍କୁ କୋଲକାତା ନେଇ ମାରାଥନ୍ ଜେରା
ସତ୍ୟଶିଖା (ଭୁବନେଶ୍ୱର) ୧୯/୦୧/୨୦୨୧ : ବହୁ ଚର୍ଚ୍ଚିତ ରୋଜ୍ଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ନିର୍ଦ୍ଦେଶିକା ତଥା କମ୍ପାନିର ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା…
ଅଧିକ ଖବର ପଢନ୍ତୁ » -
ଏସବୁ ସମସ୍ୟା ଥିଲେ ନିଅନ୍ତୁନାହିଁ କୋଭାକ୍ସିନ୍ : ସତର୍କ କରାଇଲା ବାୟୋଟେକ୍
ସତ୍ୟଶିଖା (ନୂଆଦିଲ୍ଲୀ) ୧୯/୦୧/୨୦୨୧ : ଦେଶର କରୋନା ଭାଇରସ୍ ବିରୋଧରେ ଲଢେଇ ଜାରି ରହିଛି । କୋଭିସିଲ୍ଡ ଓ କୋଭାକ୍ସିନ୍ କୁ ଦୁଇଟି ଅସ୍ତ୍ର କରିଛି ଭାରତ…
ଅଧିକ ଖବର ପଢନ୍ତୁ » -
ହ୍ବାଟସ୍ଆପ୍ ପସନ୍ଦ ନହେଲେ ବ୍ୟବହାର କରନି: ହାଇକୋର୍ଟ
ସତ୍ୟଶିଖା (ନୂଆଦିଲ୍ଲୀ) ୧୯/୦୧/୨୦୨୧ : ହ୍ବାଟସ୍ଆପ୍ ଏକ ଘରୋଇ ଆପ୍ । ଏହା ସ୍ୱେଚ୍ଛାଧୀନ। ଯଦି ପସନ୍ଦ ହେଉନି ତେବେ ତାହାକୁ ବ୍ୟବହାର କରନାହିଁ । ହ୍ବାଟସ୍ଆପ୍ର…
ଅଧିକ ଖବର ପଢନ୍ତୁ » -
ପେଟ୍ରୋଲ୍, ଡିଜେଲ୍ରୁ ଟିକସ ଆୟ
ସତ୍ୟଶିଖା (ନୂଆଦିଲ୍ଲୀ) ୧୮/୦୧/୨୦୨୧ : ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ଉଚ୍ଚ ସ୍ତରରେ ରହିବା କାରଣରୁ ଦେଶ ଭିତରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଚଢ଼ା…
ଅଧିକ ଖବର ପଢନ୍ତୁ » -
ଜାନୁଆରୀ ୨୬ରେ ହେବ ଅଯୋଧ୍ୟାରେ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ
ସତ୍ୟଶିଖା ୧୮/୦୧/୨୦୨୧ : ଅଯୋଧ୍ୟାରେ ଜାନୁଆରୀ ୨୬ ତାରିଖ, ସାଧାରଣତନ୍ତ୍ର ଦିବସ ଅବସରରେ ମସଜିଦ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହି ଅବସରରେ ବୃକ୍ଷରୋପଣ ମଧ୍ୟ ହେବ…
ଅଧିକ ଖବର ପଢନ୍ତୁ » -
ଆଇପିଏଲ୍ ନିଲାମ : ଫେବ୍ରୁଆରୀ ୪ ସୁଦ୍ଧା ଖେଳାଳି ପଞ୍ଜୀକରଣ
ସତ୍ୟଶିଖା (ନୂଆଦିଲ୍ଲୀ) ୧୮/୦୧/୨୦୨୧ : ଫେବୃଆରୀ ୧୬ରେ ଆଇପିଏଲ୍ର ୨୦୨୧ ସଂସ୍କରଣ ଲାଗି ମିନି ନିଲାମ ଅନୁଷ୍ଠିତ ହେବ । ସବୁ ଫ୍ରାଞ୍ଚାଇଜି କେଉଁ ଖେଳାଳିଙ୍କୁ ରଖିବେ;…
ଅଧିକ ଖବର ପଢନ୍ତୁ » -
କରୋନା ଭାଇରସର କାରଣ ଉହାନ ଲ୍ୟାବ୍ !
ସତ୍ୟଶିଖା ୧୮/୦୧/୨୦୨୧ : ଶେଷରେ ସତ ମାନିଲେ ଚୀନ ଗବେଷକ । ଗବେଷଣା ବେଳେ କାମୁଡି ଥିଲା ବାଦୁଡି । ଚୀନ୍ର ଉହାନର ‘ଇନଷ୍ଟିଚ୍ୟୁଟ୍ ଅଫ ଭାଇାରୋଲୋଜି’…
ଅଧିକ ଖବର ପଢନ୍ତୁ » -
ପ୍ରାରମ୍ଭ ଶିଖର ବୈଠକରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ
ସତ୍ୟଶିଖା ୧୬/୦୧/୨୦୨୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ‘ପ୍ରାରମ୍ଭ: ଷ୍ଟାର୍ଟ ଅପ ଇଣ୍ଡିଆ ଇଣ୍ଟରନେଶନାଲ’ ଶିଖର ବୈଠକରେ ଉଦବୋଧନ ଦେବେ…
ଅଧିକ ଖବର ପଢନ୍ତୁ »









