ଦେଶ
-
ଆଜି ନେତାଜୀ ଜୟନ୍ତୀ
ସତ୍ୟଶିଖା (ଭୁବନେଶ୍ୱର) ୨୩/୦୧/୨୦୨୧ : ଆଜି ନେତାଜୀ ଜୟନ୍ତୀ । ଏହି ଅବସରରେ କଟକ ବକ୍ସି ବଜାରସ୍ଥିତ ଜାନକୀ ଭବନରେ ମାଲ୍ୟାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଅଧିକ ଖବର ପଢନ୍ତୁ » -
ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ
ସତ୍ୟଶିଖା ୨୨/୦୧/୨୦୨୧ : ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ବାଳିକା ଦିବସ ଉପଲକ୍ଷେ ଜାନୁଆରୀ ୨୪ ତାରିଖରେ ଗୋଟିଏ ଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ମୁଖ୍ୟମନ୍ତ୍ରୀ…
ଅଧିକ ଖବର ପଢନ୍ତୁ » -
ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ !
ସତ୍ୟଶିଖା (ନୂଆଦିଲ୍ଲୀ) ୨୨/୦୧/୨୦୨୧ : ଉତ୍ତର ପ୍ରଦେଶର ନୋଏଡାରେ ଶୁକ୍ରବାର ବୋମା ପଡିଥିବା ସୂଚନା ମିଳିବା ପରେ ଭୟର ବାତାବରଣ ଖେଳିଯାଇଛି । ସେକ୍ଟର ୬୩ ସ୍ଥିତ…
ଅଧିକ ଖବର ପଢନ୍ତୁ » -
ଆଇପିଏଲ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କଲା ଓସିଏ
ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ଚଳିତ ବର୍ଷ ଆଇପିଏଲ୍ ପାଇଁ ବିସିସିଆଇକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓସିଏ । ଉକ୍ତ ୬ ଖେଳଳୀ…
ଅଧିକ ଖବର ପଢନ୍ତୁ » -
ଡିଜିଟାଲ୍ ସେବାରେ ପ୍ରତିବନ୍ଧକ: ପ୍ରତି ୧୦୦ରେ ୪୬ ଜଣଙ୍କ ପାଖରେ ଇଣ୍ଟରନେଟ୍
ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : କରୋନା ମହାମାରୀ ବ୍ୟାପିବା ପରେ ପଠପଢ଼ା ଠାରୁ ଆରମ୍ଭ କରି କିଣାକିଣି ବେଳେ ପେମେଣ୍ଟ୍ ଆଦି ଅନେକ କାର୍ଯ୍ୟ ଡିଜିଟାଲ୍ ମାଧ୍ୟମରେ…
ଅଧିକ ଖବର ପଢନ୍ତୁ » -
ପେଟ୍ରୋଲ୍ ପାଇଁ ସିଏନ୍ଜି ଗାଡ଼ି ଗ୍ରହଣୀୟତା ବଢ଼ିବ
ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ପେଟ୍ରୋଲ୍ ଦର ନିୟମିତ ବୃଦ୍ଧି ପାଉଥିବାରୁ ସିଏନ୍ଜି ଓ ପେଟ୍ରୋଲ୍ ଦର ଭିତରେ ଥିବା ଅନ୍ତର ଧୀରେ ଧୀରେ ବଡ଼ ହେବାରେ…
ଅଧିକ ଖବର ପଢନ୍ତୁ » -
ସର୍ବାଧିକ ଗୋଲ୍ ସ୍କୋରର୍ କ୍ରିଷ୍ଟିଆନୋ ରୋନାଲ୍ଡୋ
ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୦୧/୨୦୨୧ : ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଲ୍ ସାହାଯ୍ୟରେ ଜୁଭେଣ୍ଟସ୍ ନାପୋଲୀକୁ ୨-୦ ଗୋଲରେ ପରାସ୍ତ କରିଛି । ଏହାସହ ଇଟାଲିଆନ ସୁପର କପ୍…
ଅଧିକ ଖବର ପଢନ୍ତୁ » -
କୋଭିଶିଲ୍ଡ ପ୍ରସ୍ତୁତକର୍ତ୍ତା ସେରମ ଇନ୍ଷ୍ଟିଚ୍ୟୁଟ୍ରେ ଅଗ୍ନିକାଣ୍ଡ
ସତ୍ୟଶିଖା (ମୁମ୍ବାଇ) ୨୧/୦୧/୨୦୨୧ : କରୋନା ଟିକା କୋଭିଶିଲ୍ଡ ପ୍ରସ୍ତୁତ କରୁଥିବା ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ)ର ଟର୍ମିନାଲ-୧ରେ ଥିବା ନୂଆ ପ୍ଲାଣ୍ଟରେ ଗୁରୁବାର ଅପରାହ୍ନରେ…
ଅଧିକ ଖବର ପଢନ୍ତୁ » -
ଗୁଗଲ୍ କ୍ରୋମର ନୂଆ ଅପଡେଟ୍ ରୋକିବ ହ୍ୟାକିଙ୍ଗ୍
ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୦୧/୨୦୨୧ : ଇଣ୍ଟରନେଟ୍ ୟୁଜର୍ସଙ୍କ ସୁରକ୍ଷା ପାଇଁ ଗୁଗଲ୍ ନିଜ ସର୍ଚ୍ଚ ଇଂଜିନ ଗୁଗଲ୍ କ୍ରୋମକୁ ଲଗାତାର ଅପଡେଟ କରୁଥାଏ । ବର୍ତ୍ତମାନ ଗୁଗଲ୍…
ଅଧିକ ଖବର ପଢନ୍ତୁ » -
ଆଧାର କାର୍ଡ ବିନା ବି ମିଳିପାରିବ ଗ୍ୟାସ୍ ସବ୍ସିଡି
ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୦୧/୨୦୨୧ : ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂ କଲେ ସବସିଡି ସିଧାସଳଖ ଗ୍ରାହକଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ । ସବସିଡି ଲାଭ ପାଇବାକୁ ଗ୍ରାହକଙ୍କୁ…
ଅଧିକ ଖବର ପଢନ୍ତୁ »









