ଦେଶ
-
ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ବୋମାମାଡ, ସିଲଂରେ କର୍ଫ୍ୟୁ
ସତ୍ୟଶିଖା(ସିଲଂ ) ୧୬.୦୮ .୨୦୨୧: ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଘର ଉପରେ ପେଟ୍ରୋଲ ବୋମା ଫିଙ୍ଗାଯାଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ମେଘାଳୟର…
ଅଧିକ ଖବର ପଢନ୍ତୁ » -
ଦେଶରେ ଗତ ୨୪ ଘଣ୍ଟାରେ ୩୨,୯୩୭ କରୋନା ଆକ୍ରାନ୍ତ ଚିହ୍ନଟ, ୪୧୭ମୃତ
ସତ୍ୟଶିଖା(ନୂଆଦିଲ୍ଲୀ ) ୧୬.୦୮ .୨୦୨୧: ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଗତକାଲି ସଂକ୍ରମଣ ୩୫,୦୦୦ ପାର କରିଥିବା ବେଳେ ଆଜି ସଂକ୍ରମଣ ୩୦,୦୦୦ ପାର କରିଛି…
ଅଧିକ ଖବର ପଢନ୍ତୁ » -
ଇଣ୍ଡିଆନ୍ ଆଇଡଲ୍-୧୨ର ବିଜେତା ହେଲେ ପଓ୍ୱନଦୀପ ରାଜନ
ସତ୍ୟଶିଖା(ନୂଆଦିଲ୍ଲୀ ) ୧୬.୦୮ .୨୦୨୧: ପଓ୍ୱନଦୀପ ରାଜନ ଇଣ୍ଡିଆନ୍ ଆଇଡଲ୍-୧୨ ବିଜେତା ହୋଇଛନ୍ତି । ସୋନି ଟିଭିରେ ପ୍ରସାରିତ ଦେଶର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ ଇଣ୍ଡିଆଲ୍…
ଅଧିକ ଖବର ପଢନ୍ତୁ » -
ଏଣିକି ସୈନିକ ସ୍କୁଲରେ ପଢିବେ ଝିଅ
ସତ୍ୟଶିଖା(ନୂଆଦିଲ୍ଲୀ ) ୧୫.୦୮ .୨୦୨୧: ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି । ଏହି ସମୟରେ ଦେଶକୁ ଆତ୍ମନିର୍ଭର କରିବା…
ଅଧିକ ଖବର ପଢନ୍ତୁ » -
୭୫ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କଲେ ମୋଦି : ଗାଁରେ ଟେକ୍ନୋଲୋଜି ଜରିଆରେ ବିକାଶ ଆରମ୍ଭ ହୋଇଛି
ସତ୍ୟଶିଖା(ନୂଆଦିଲ୍ଲୀ ) ୧୫.୦୮ .୨୦୨୧: ଚଳିତ ଦଶନ୍ଧିରେ ଗାଁର ବିକାଶକୁ ସରକାର ଅଧିକ ଗୁରୁତ୍ଵ ଦେଉଛନ୍ତି। ଗାଁରେ ଟେକ୍ନୋଲୋଜି ଜରିଆରେ ବିକାଶ ଆରମ୍ଭ ହୋଇଛି। ଗାଁରେ ମଧ୍ୟ…
ଅଧିକ ଖବର ପଢନ୍ତୁ » -
ସ୍ୱାଧୀନତା ଦିବସ ଲାଗି ଦିଲ୍ଲୀରେ ବଢ଼ିଲା ସୁରକ୍ଷା – ଲାଲକିଲ୍ଲାରେ ୫ ହଜାର ସୁରକ୍ଷାକର୍ମୀ ମୁତୟନ
ସତ୍ୟଶିଖା(ନୂଆଦିଲ୍ଲୀ) ୧୪.୦୮ .୨୦୨୧:ଆଉ କେଇ ଘଣ୍ଟା ପରେ ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା…
ଅଧିକ ଖବର ପଢନ୍ତୁ » -
ଆଜି ଅଖଣ୍ଡ ଭାରତ ଦିବସ
ସତ୍ୟଶିଖା(ଭୁବନେଶ୍ୱର ) ୧୪.୦୮ .୨୦୨୧: ଆଜି ଅଖଣ୍ଡ ଭାରତ ଦିବସ । 1947 ମସିହାରେ ଆଜିର ତାରିଖରେ ଭାରତର ବିଭାଜନ କରି ଦିଆଯାଇଥିଲା । ଇଂରେଜ ମାନଙ୍କର…
ଅଧିକ ଖବର ପଢନ୍ତୁ » -
ସ୍ୱାଧୀନତା ପାଇଁ ସଂଗ୍ରାମୀଙ୍କ ବଳିଦାନ
ସତ୍ୟଶିଖା(ନୂଆଦିଲ୍ଲୀ ) ୧୪.୦୮ .୨୦୨୧: ୧୫ ଅଗଷ୍ଟ ୨୦୨୧ରେ ଭାରତ ନିଜର ୭୫ତମ ସ୍ୱତନ୍ତ୍ରତା ଦିବସ ପାଳନ କରିବ । ଏହିଦିନ ଆମକୁ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା…
ଅଧିକ ଖବର ପଢନ୍ତୁ » -
ଦେଶରେ ଆଜି ୩୮,୬୬୭ ଆକ୍ରାନ୍ତ ଚିହ୍ନଟ, ୪୭୮ ମୃତ୍ୟୁ
ସତ୍ୟଶିଖା(ନୂଆଦିଲ୍ଲୀ) ୧୪.୦୮ .୨୦୨୧: ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଗତକାଲି ସଂକ୍ରମଣ ୪୦,୦୦୦ପାର କରିଥିବା ବେଳେ ଆଜି ସଂକ୍ରମଣ ୪୦,୦୦୦ପାଖାପାଖି ରହିଛି । ଏହା ସହ…
ଅଧିକ ଖବର ପଢନ୍ତୁ » -
ଓଡ଼ିଶା ଆସୁଛି ବାହରିନରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ସୀମାଞ୍ଚଳ ରାଉତଙ୍କ ମୃତଦେହ
ସତ୍ୟଶିଖା(ଭୁବନେଶ୍ୱର ) ୧୩.୦୮ .୨୦୨୧: ବାହାରିନରେ ପ୍ରାଣ ହରାଇଥିବା ଓଡ଼ିଆ ପ୍ରବାସୀ ଶ୍ରମିକ ସୀମାଞ୍ଚଳ ରାଉତଙ୍କ ମୃତଦେହ ଓଡ଼ିଶା ଆସୁଛି। ଅଗଷ୍ଟ ୧୫ ତାରିଖ ଦିନ ଏୟାର…
ଅଧିକ ଖବର ପଢନ୍ତୁ »









