ଦେଶ
-
ଦେଶରେ କମିଲା କରୋନା ସଂକ୍ରମଣ
ସତ୍ୟଶିଖା( ନୂଆଦିଲ୍ଲୀ )୧୨.୧୦୨୦୨୨: ଦେଶରେ ଗତ କିଛି ଦିନ ହେବ ୫ ହଜାର ତଳେ କରୋନା ମାମଲା ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ…
ଅଧିକ ଖବର ପଢନ୍ତୁ » -
ଚିକିତ୍ସା ପାଇଁ ସିଙ୍ଗାପୁର ଗଲେ ଲାଲୁ
ସତ୍ୟଶିଖା( ନୂଆଦିଲ୍ଲୀ )୧୨.୧୦୨୦୨୨: ଆର୍ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି। ସେ କିଡନୀ ଜନିତ…
ଅଧିକ ଖବର ପଢନ୍ତୁ » -
ଆଜି ବିଗ୍ ବି ଅମିତାଭ ବଚ୍ଚନଙ୍କ ୮୦ ତମ ଜନ୍ମଦିନ
ସତ୍ୟଶିଖା( ମୁମ୍ବାଇ )୧୧.୧୦.୨୦୨୨: ୫ ଦଶନ୍ଧି ଧରି ଭାରତୀୟ ସିନେମାର ଶେହନସା, ଅମିତାଭ ବଚ୍ଚନ ରାଜ କରୁଛନ୍ତି । ଆଜି ବିଗ୍ ବି ଅମିତାଭ ବଚ୍ଚନଙ୍କ ୮୦…
ଅଧିକ ଖବର ପଢନ୍ତୁ » -
୮୬ % ସିଇଓଙ୍କୁ ଚିନ୍ତା, ‘୧୨ ମାସ ମଧ୍ୟରେ ଆସିପାରେ ମାନ୍ଦାବସ୍ଥା’
ସତ୍ୟଶିଖା( ଭୁବନେଶ୍ୱର )୧୦.୧୦.୨୦୨୨: ବୈଶ୍ୱିକ ମାନ୍ଦାବସ୍ଥା ସ୍ଥିତି ଏବେବି ଜାରି ରହିଛି । ଗୋଟିଏ ପଟେ ଯେଉଁଠାରେ ବଡ଼-ବଡ଼ କମ୍ପାନୀ ମାନେ କର୍ମଚାରୀଙ୍କ ଛଟେଇ କରୁଥିବାବେଳେ ଅନ୍ୟପଟେ…
ଅଧିକ ଖବର ପଢନ୍ତୁ » -
ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ
ସତ୍ୟଶିଖା( ନୂଆଦିଲ୍ଲୀ )୧୦.୧୦୨୦୨୨: ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ । ବିଶ୍ବ ମାନସିକ ସ୍ବାସ୍ଥ୍ୟ ସଂଘ ପ୍ରଚେଷ୍ଟାରେ ୧୯୯୨ ଅକ୍ଟୋବର ୧୦ରେ ପ୍ରଥମଥର ‘ବିଶ୍ବ ମାନସିକ…
ଅଧିକ ଖବର ପଢନ୍ତୁ » -
ମୁଲାୟମ ସିଂ ଯାଦବଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକପ୍ରକାଶ
ସତ୍ୟଶିଖା( ନୂଆଦିଲ୍ଲୀ )୧୦.୧୦୨୦୨୨: ମୁଲାୟମ ସିଂ ଯାଦବଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ…
ଅଧିକ ଖବର ପଢନ୍ତୁ » -
ମୁଲାୟମ ସିଂ ଯାଦବଙ୍କ ପରଲୋକ
ସତ୍ୟଶିଖା( ନୂଆଦିଲ୍ଲୀ )୧୦.୧୦୨୦୨୨: ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ୮୨ ବର୍ଷ ବୟସରେ ମେଦାନ୍ତ…
ଅଧିକ ଖବର ପଢନ୍ତୁ » -
ଦୀପାବଳିରେ ବର୍ଷର ଶେଷ ସୂର୍ଯ୍ୟ ପରାଗ: ଜାଣନ୍ତୁ ଏହାର ସମୟ ଓ ଦୃଶ୍ୟମାନ ସ୍ଥାନ
ସତ୍ୟଶିଖା( ଭୁବନେଶ୍ୱର )୦୮.୧୦.୨୦୨୨: ଆସୁଛି ପବିତ୍ର ଦୀପାବଳି । ଏହିଦିନ ହେବାକୁ ଯାଉଛି ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟ ଗ୍ରହଣ । ୟୁରୋପ, ପଶ୍ଚିମ ସାଇବେରିଆ,…
ଅଧିକ ଖବର ପଢନ୍ତୁ » -
୧୮୧ ବର୍ଷ ଧରି କାଚ ଜାରରେ ସୁରକ୍ଷିତ ରଖାଯାଇଛି ସିରିଏଲ କିଲରର ମୁଣ୍ଡ, ଜାଣନ୍ତୁ କାହିଁକି
ସତ୍ୟଶିଖା( ନୂଆଦିଲ୍ଲୀ )୦୮.୧୦୨୦୨୨: ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା କହୁଛୁ ଯାହା କେବଳ ପର୍ତ୍ତୁଗାଲର ରାଜଧାନୀ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ…
ଅଧିକ ଖବର ପଢନ୍ତୁ » -
ଗ୍ୟାସ୍ ସିଲିଣ୍ଡରକୁ ନେଇ ଆସିଲା ନୂଆ ନିୟମ
ସତ୍ୟଶିଖା( ନୂଆଦିଲ୍ଲୀ )୦୮.୧୦୨୦୨୨: ସାଧାରଣ ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ବର୍ଷକରେ କେତୋଟି ସିଲିଣ୍ଡର…
ଅଧିକ ଖବର ପଢନ୍ତୁ »