ବାଣିଜ୍ୟ
-
ଆୟକର ବିଭାଗ ତରଫରୁ ବରିଷ୍ଠ ନାଗରିକ ଟ୍ୟାକ୍ସଦାତାଙ୍କୁ ଆଶ୍ବସ୍ତି
ସତ୍ୟଶିଖା (ନୂଆଦିଲ୍ଲୀ) ୧୮/୧୧/୨୦୨୦ : ଆୟକର ବିଭାଗ ବରିଷ୍ଠ ନାଗରିକଙ୍କୁ କିଛି ସ୍ପେଶାଲ ଟ୍ୟାକ୍ସର ଲାଭ ଦେଇଛି । ଯଦି ଆପଣ ବି ଏହି ଟ୍ୟାକ୍ସର ଲାଭ…
ଅଧିକ ଖବର ପଢନ୍ତୁ » -
ଘର କିଣିଥିବା ଗ୍ରାହକଙ୍କୁ ରିହାତି ଦେଲେ ସରକାର
ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୧/୨୦୨୦ : ମୋଦି ସରକାର ଘର କିଣିଥିବା ଗ୍ରାହକଙ୍କୁ ଉପହାର ଦେଇଛନ୍ତି । ଘର କ୍ରୟ ଉପରେ ସରକାର ସର୍କଲ୍ ହାରରେ ରିହାତି ଦେବା…
ଅଧିକ ଖବର ପଢନ୍ତୁ » -
ଆସିଲା ବଜ଼ାରକୁ ନୂଆ ହ୍ୟୁଣ୍ଡାଇର ସବୁଠାରୁ ଶସ୍ତା ଏସୟୁଭି
ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୧/୨୦୨୦ : ହ୍ୟୁଣ୍ଡାଇ ଆତିଶୀଘ୍ର ବଜାରକୁ ଶସ୍ତା ଏସୟୁଭି ଆଣିବାକୁ ଯାଉଛି । ଏହି ଏସୟୁଭି ଉପରେ କାମ ମଧ୍ୟ ଆରମ୍ଭ ହୋଇଗଲାଣି ।…
ଅଧିକ ଖବର ପଢନ୍ତୁ » -
ଏସବିଆଇ ଦେଉଛି ସବୁଠୁ ଶସ୍ତାରେ ହୋମ ଲୋନ୍ !
ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୧/୨୦୨୦ : ଘର କିଣିବାକୁ ଯୋଜନା କରୁଥିବା ଲୋକଙ୍କ ଖୁସି ଖବର । ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକଙ୍କ ପାଇଁ…
ଅଧିକ ଖବର ପଢନ୍ତୁ » -
କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ବଢିବ ମହଙ୍ଗା ଭତ୍ତା
ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୧/୨୦୨୦ : ଚଳିତ ବର୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଚଳିତ ବର୍ଷ ମହଙ୍ଗା ଭତ୍ତା ବୃଦ୍ଧି ନକରିବା ଲାଗି କେନ୍ଦ୍ର ସରକାର…
ଅଧିକ ଖବର ପଢନ୍ତୁ » -
୨୦୨୦-୨୧ ବର୍ଷ ପାଇଁ ପ୍ରସ୍ତୁତ ହେଉଛି ବଜେଟ୍
ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୧/୨୦୨୦ : ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ କେନ୍ଦ୍ର ସରକାର ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥି ପାଇଁ ତାମାମ ସଂଗଠନ…
ଅଧିକ ଖବର ପଢନ୍ତୁ » -
ଟେଲିକମ୍ ଗ୍ରାହକଙ୍କୁ ଲାଗିବ ଝଟକା
ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୧/୨୦୨୦ : ମହଙ୍ଗା ହେବ ମୋବାଇଲରେ କଥାବାର୍ତ୍ତା ଏବଂ ଇଣ୍ଟରନେଟ୍ ବ୍ୟବହାର । ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ମାସରେ ମୋବାଇଲ ଟାରିଫ୍ ୧୫ରୁ…
ଅଧିକ ଖବର ପଢନ୍ତୁ » -
ଜିଏସଟି ଠକେଇ ମାମଲା
ସତ୍ୟଶିଖା (ବେଙ୍ଗାଲୁରୁ) ୧୬/୧୧/୨୦୨୦ : ଗତ କିଛି ସପ୍ତାହରେ ୨୦୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି । ଏହି ୪ଜଣ…
ଅଧିକ ଖବର ପଢନ୍ତୁ » -
ମୋଦି ଙ୍କ ନୂଆ ଯୋଜନା କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ !
ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୧୧/୨୦୨୦ : କରୋନା ଭାଇରସ ମହାମାରୀ ଦେଶର ଆର୍ଥିକ ଅବସ୍ଥାକୁ ଗୁରୁତର ପ୍ରଭାବିତ କରିଛି । ଦିନଦିନ ଧରି ଦୋକାନ ବଜାର ବନ୍ଦ ରହିବା…
ଅଧିକ ଖବର ପଢନ୍ତୁ » -
ଲଗାତର ୩ ଦିନ ବନ୍ଦ ରହିବ ବ୍ୟାଙ୍କ
ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୧୧/୨୦୨୦ : ଶୁକ୍ରବାର ଦିନ ସମୟ ପୂର୍ବରୁ ବ୍ୟାଙ୍କ କାର୍ଯ୍ୟ ଶେଷ କରିନିଅନ୍ତୁ । ନଚେତ ନିଜ କାର୍ଯ୍ୟ ପାଇ ୩ ଦିନ ଅପେକ୍ଷା…
ଅଧିକ ଖବର ପଢନ୍ତୁ »