ବାଣିଜ୍ୟ
-
ବୁକିଂର ୪୫ ମିନିଟ୍ରେ ପହଞ୍ଚିବ ଗ୍ୟାସ୍
ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୦୧/୨୦୨୧ : ରନ୍ଧନ ଗ୍ୟାସ ବୁକିଂ କରିବା ପରେ ଏହାକୁ ପାଇବା ପାଇଁ ଆଉ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ…
ଅଧିକ ଖବର ପଢନ୍ତୁ » -
କୋଭିଡ୍ ସଙ୍କଟରେ ବି ବୃଦ୍ଧିପାଇଛି ରିୟଲ ଇଷ୍ଟେଟ୍ କାରବାର
ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୦୧/୨୦୨୧ : ବର୍ଷ ୨୦୨୦ରେ କରୋନା ଜନିତ ସଙ୍କଟ କାରଣରୁ ପ୍ରାୟ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି । କିନ୍ତୁ ରିୟଲଇଷ୍ଟେଟ୍ ବା ଜମିବାଡ଼ି…
ଅଧିକ ଖବର ପଢନ୍ତୁ » -
ସ୍ଵତନ୍ତ୍ର ବିମାନ ଉଡିବ ଭୁବନେଶ୍ୱରରୁ ପୁନେ
ସତ୍ୟଶିଖା (ଭୁବନେଶ୍ୱର) ୧୨/୦୧/୨୦୨୧ : ଭୁବନେଶ୍ୱରରୁ ପୁନେକୁ ଉଡିବ ବିମାନ । ଲୋକଙ୍କ ସୁବିଧା ପାଇଁ ଏୟାର ଏସିଆର ସ୍ବତନ୍ତ୍ର ବିମାନ ଚଳାଚଳ କରିବ । ଏଥିଲାଗି…
ଅଧିକ ଖବର ପଢନ୍ତୁ » -
ବିନା ଡ୍ରାଇଭରରେ ଚାଲିବ ସବୁଠୁ ଆଡଭାନ୍ସଡ୍ କାର୍ ‘ଭିଜନ୍-ଏସ’
ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୦୧/୨୦୨୧ : ୨୦୨୦ ଜାନୁଆରୀରେ ଆୟୋଜିତ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସୋ’ରେ ସୋନି କର୍ପୋରେସନ୍ ସମସ୍ତଙ୍କୁ ଚକିତ କରିଥିଲା । କମ୍ପାନୀ ଏହାର ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍…
ଅଧିକ ଖବର ପଢନ୍ତୁ » -
କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା
ସତ୍ୟଶିଖା (ଭୁବନେଶ୍ୱର) ୧୨/୦୧/୨୦୨୧ : କେନ୍ଦୁପତ୍ର ତୋଳାଳି ଓ ଅନ୍ୟ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା…
ଅଧିକ ଖବର ପଢନ୍ତୁ » -
ସରକାରୀ ବ୍ୟୟ ନୁହେଁ, ସୁଧାର ଆଣିଛି ଘରୋଇ କ୍ଷେତ୍ର
ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୦୧/୨୦୨୧ : କରୋନା ମହାମାରୀ ପରବର୍ତୀ ସମୟରେ ଅର୍ଥନୀତିରେ ଯେଉଁ ସୁଧାର ଦେଖିବାକୁ ମିଳୁଛି ସେଥିରେ ଘରୋଇ କ୍ଷେତ୍ର ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…
ଅଧିକ ଖବର ପଢନ୍ତୁ » -
ପ୍ରିମିୟମ୍ ବାଇକ୍ପ୍ରେମୀଙ୍କୁ ରୋମାଞ୍ଚିତ କଲା ହିରୋ
ସତ୍ୟଶିଖା (ଭୁବନେଶ୍ୱର) ୧୨/୦୧/୨୦୨୧ : ପ୍ରିମିୟମ୍ ବାଇକ୍ ଚଲାଇବାକୁ ପସନ୍ଦ କରୁଥିବା ଭୁବନେଶ୍ୱର ଓ କଟକର ଶତାଧିକ ଲୋକଙ୍କୁ ହିରୋ ମୋଟୋକର୍ପ ପକ୍ଷରୁ ଏକ ଅନନ୍ୟ ସୁଯୋଗ…
ଅଧିକ ଖବର ପଢନ୍ତୁ » -
ପ୍ରଥମଥର ପାଇଁ ୪୯୦୦୦ ଉପରେ ଖୋଲିଲା ରେକର୍ଡ ସେନ୍ସେକ୍ସ ସ୍ତରରେ
ସତ୍ୟଶିଖା (ମୁମ୍ବାଇ) ୧୧/୦୧/୨୦୨୧ : ସେୟାର ବଜାରରେ ଆଜି କିଣାବିକାର ଆରମ୍ଭ ଉତ୍ସାହର ସହ ହୋଇଛି । ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ପାଖାପାଖି ୩୧୮.୪୫…
ଅଧିକ ଖବର ପଢନ୍ତୁ » -
ଦେଶବାସୀଙ୍କ ନଗଦ ମୋହ, ଜରୁରୀ ସମୟ ପାଇଁ ପାଖରେ ରଖୁଛନ୍ତି
ସତ୍ୟଶିଖା (ମୁମ୍ବାଇ) ୧୧/୦୧/୨୦୨୧ : ଦେଶରେ ଡିଜିଟାଲ୍ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ନଗଦ ଟଙ୍କାକୁ ଲୋକମାନେ ଭୁଲି ପାରୁନାହାନ୍ତି । ମହାମାରୀ ପରବର୍ତୀ…
ଅଧିକ ଖବର ପଢନ୍ତୁ » -
ସବୁ ପେଟ୍ରୋଲ୍ ପମ୍ପ୍ରେ ମିଳୁନି କ୍ୟାସବ୍ୟାକ୍
ସତ୍ୟଶିଖା (ଭୁବନେଶ୍ୱର) ୦୯/୦୧/୨୦୨୧ : ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ସମୟରେ ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ନେଇଥିଲେ ।…
ଅଧିକ ଖବର ପଢନ୍ତୁ »