ନ୍ୟୁଜ୍
-
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ।
ସତ୍ୟଶିଖା ୧୩/୧୦/୨୦୨୫: ୨୦ ତାରିଖରେ ଶେଷ ହେବ ନାମାଙ୍କନ ଦାଖଲ । ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ଅକ୍ଟୋବର ୨୪…
ଅଧିକ ଖବର ପଢନ୍ତୁ » -
ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା ।
ସତ୍ୟଶିଖା ୦୯/୧୦/୨୦୨୫: ବୁଧବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା । ପ୍ରବଳ ବର୍ଷା ଲାଗି ରାଜଧାନୀର କିଛି ସ୍ଥାନରେ ପାଣି ଜମି ରାସ୍ତା ଜାମ…
ଅଧିକ ଖବର ପଢନ୍ତୁ » -
ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l
ସତ୍ୟଶିଖା ୦୮/୧୦/୨୦୨୫: ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧୨୫୦ ଟଙ୍କା ଏବଂ ୧୧୫୦ ଟଙ୍କା ବଢ଼ିଛି…
ଅଧିକ ଖବର ପଢନ୍ତୁ » -
କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି ।
ସତ୍ୟଶିଖା ୦୭/୧୦/୨୦୨୫:କଟକ ସହରରେ ୧୩ଟି ଥାନା ଅଧୀନରେ ଥିବା ସ୍ପର୍ଶକାତର ସ୍ଥାନରେ ପୁଲିସ ବ୍ଲକିଂ, ଚେକିଂ ଓ ପାଟ୍ରୋଲିଂ ଜାରି ରଖିଛି । ସହରରେ ୬୦ ପ୍ଲାଟୁନ…
ଅଧିକ ଖବର ପଢନ୍ତୁ » -
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ।
ସତ୍ୟଶିଖା ୦୭/୧୦/୨୦୨୫: ଶ୍ରୀକ୍ଷେତ୍ରରେ ଥିବା ହବିଷ୍ୟାଳି ମାନେ ସଂକଳ୍ପ କରି ଆଜିଠାରୁ ଚଉଁରା ମୂଳେ ରାଧାଦାମୋଦର ପୂଜା ସହ ହବିଷ୍ୟ ବ୍ରତ ପାଳନ କରିବା ଆରମ୍ଭ କରିଛନ୍ତି।…
ଅଧିକ ଖବର ପଢନ୍ତୁ » -
କଟକରେ ଭସାଣ ବେଳେ ଗଣ୍ଡଗୋଳ ।
ସତ୍ୟଶିଖା ୦୪/୦୯/୨୦୨୫: ଶୁକ୍ରବାର ବିଳମ୍ବିତ ରାତିରେ କଟକ ଦାରଘା ବଜାର ହାତୀପୋଖରୀ ପାଖରେ ଝାଞ୍ଜିର ମଙ୍ଗଳା ମେଢ ଯାଉଥିବା ବେଳେ ଛାତ ଉପରୁ ଅଚାନକ ହୋଇଥିଲା ଢେଲା…
ଅଧିକ ଖବର ପଢନ୍ତୁ » -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା ।
ସତ୍ୟଶିଖା ୦୩/୦୯/୨୦୨୫: ଭୁବନେଶ୍ବରରେ ମା’ଙ୍କ ବିଦାୟୀ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ଵର ସହରରେ ୪ ଗୋଟି ରାସ୍ତାରେ ୪ଟି ଭଷାଣୀ କମିଟି ଭଷାଣୀ ଉତ୍ସବ…
ଅଧିକ ଖବର ପଢନ୍ତୁ » -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା ।
ସତ୍ୟଶିଖା ୨୯/୦୯/୨୦୨୫: ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର । ପୀଠରେ ମା’ଙ୍କର ଆଜି ଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାସପ୍ତମୀ ପୂଜା । ରାଜଧାନୀ…
ଅଧିକ ଖବର ପଢନ୍ତୁ » -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା।
ସତ୍ୟଶିଖା ୨୭/୦୯/୨୦୨୫: ୨୦୨୫ ମସିହାରେ ହରିୟାଣା ଅନେକ ଥର ଭୂମିକମ୍ପ ଅନୁଭବ କରିଛି। ଗତକାଲି ରାତି ପ୍ରାୟ ୧:୪୭ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର…
ଅଧିକ ଖବର ପଢନ୍ତୁ » -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ ।
ସତ୍ୟଶିଖା ୨୭/୦୯/୨୦୨୫: ଶକ୍ତିପୀଠ ଗୁଡ଼ିକରେ ଆଜି ଷଷ୍ଠୀ ପୂଜା ଓ ମଣ୍ଡପରେ ବିଲ୍ୱବରଣ ଅନୁଷ୍ଠିତ ହେବ । ଆଜି ନବରାତ୍ରୀ ପୂଜାର ଷଷ୍ଠ ଦିନ। ଚଳଚଞ୍ଚଳ ସମସ୍ତ…
ଅଧିକ ଖବର ପଢନ୍ତୁ »








