ସତ୍ୟଶିଖା (ଭୁବନେଶ୍ୱର) ୩୦/୧୨/୨୦୨୦ : ସରକାରୀ ଅଫିସରେ ନୂଆବର୍ଷ କଟକଣା । ସାମାଜିକ ଦୂରତା ସହ ଭର୍ଚୁଆଲ୍ ମାଧ୍ୟମରେ ଅଭିନନ୍ଦନ ଜଣାଇବାକୁ ନିର୍ଦ୍ଦେଶ । ଷ୍ଟାପ୍ ପରସ୍ପରକୁ ଭେଟି ବା ଅଫିସରକୁ ଭେଟି ଅଭିନନ୍ଦନ ନଜଣାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ନୂଆବର୍ଷ ଉତ୍ସବ ମନା ସରକାରୀ ଅଫିସରେ
