ନୂଆବର୍ଷରୁ ନୂଆ ନିୟମ….ଆସନ୍ତାକାଲିଠୁ ବଦଳିଯିବ ୧୦ ବଡ଼ ନିୟମ

ସତ୍ୟଶିଖା ୩୧/୧୨/୨୦୨୦ : ନୂଆବର୍ଷ ଆସିବା ସହ ନେଇଆସିଛି କିଛି ନୂଆ ନିୟମ । ମୋବାଇଲ୍, କାର୍ , ଟ୍ୟାକ୍ସ, କ୍ୟାସ ପେମେଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଇଁ ନୂଆ ନିୟମ ଲାଗୁ ହେବ । ଏହି ନିୟମ ସାଧାରଣ ଲୋକଙ୍କ ପକେଟ୍ ଉପରେ ବି ଭାରି ପଡିପାରେ । ତେବେ ଆପଣଙ୍କ ପାଇଁ ଉପଲବ୍ଧ ହେଉଥିବା ସେବାରେ ହିଁ ପରିବର୍ତ୍ତନ ଦେଖିବାକୁ ମିଳିବ । ଜାଣନ୍ତୁ କେଉଁ ସବୁ ନିୟମରେ ହେବ ପରିବର୍ତ୍ତନ ।

Exit mobile version