ନ୍ୟୁଜ୍

ଗୋଟିଏ ପରିବାରର ୭ ଜଣ ବିଷାକ୍ତ ଛତୁ ଖାଇ ଗୁରୁତର …

ସତ୍ୟଶିଖା(ଭୁବନେଶ୍ୱର )୦୧.୧୨.୨୦୨୨:  ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତର ପୁର୍ଲା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବିଷାକ୍ତ ପାଳଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା, ୩ ପୁରୁଷ ରହିଥିବା ବେଳେ ୨ ଜଣ ଶିଶୁ ମଧ୍ୟ ରହିଛନ୍ତି।

Show More
Back to top button