ସତ୍ୟଶିଖା ୧୧/୧୧/୨୦୨୦ : ଆଇପିଏଲ 2020ରେ ଦିଲ୍ଲୀ କ୍ୟାପିଟାଲସକୁ 5 ୱିକେଟରେ ହରାଇ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଙ୍ଗ କରି ଦିଲ୍ଲୀ କ୍ୟାପିଟାଲସ ନିର୍ଧାରିତ 20 ଓଭରରେ 7 ୱିକେଟ ହରାଇ 156 ରନ ସ୍କୋର କରିଥିଲା ।
ପଞ୍ଚମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ IPL ଚାମ୍ପିଅନ୍, ଫାଇନାଲରେ ଦିଲ୍ଲୀକୁ ୫ ଓ୍ବିକେଟ୍ରେ ହରାଇଲା ମୁମ୍ବାଇ
