

ସତ୍ୟଶିଖା( କୋରାପୁଟ)୧୩.୦୪.୨୦୨୨ : ୩ବର୍ଷ ପୁଅ ମୁଣ୍ଡ କାଟି ହତ୍ୟା କଲା ମା’ । ଏଭଳି ଅଭାବନୀୟ ଗଟଣା ଘଟିଛି କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲୁକୁମାରୀ ଗାଁ’ରେ । ଗାଁ’ରେ ଚଇତି ପର୍ବ ଚାଲିଥିôଲା ବେଳେ ,ଭଳି ବର୍ବର କାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଅଭିଯୁକ୍ତ ମା’କୁ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରୁଛି । ହେଲେ କାହିଁକି କେଉଁ ପରିସ୍ଥିତିରେ ମା’ ପୁଅକୁ ହତ୍ୟା କଲା ବର୍ତ୍ତମାନ ସୁଦ୍ଧା ବି କାରଣ ଅସ୍ପଷ୍ଟ ଅଛି ।