ବାସ୍ତୁଶାସ୍ତ୍ରରାଶିଫଳ

ସୋମବାର ରାଶିଫଳ: କେମିତି କଟିବ ଆଜିର ଦିନ


ସତ୍ୟଶିଖା( ଭୁବନେଶ୍ୱର )୧୮.୦୭ . ୨୦୨୨:

ମେଷ : କାର୍ଯ୍ୟକ୍ଷେତ୍ରରେ ଶୁଭଫଳ ପାଇବେ । ନୂତନ ଆୟପନ୍ଥା ବା ଚାକିରି ମିଳିପାରେ। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ ।

ବୃଷ : ଶାରିରୀକ ଅସୁସ୍ଥତା ଯୋଗୁଁ ମନ ଅଶାନ୍ତ ରହିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ  । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ ।

ମିଥୁନ : କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତ ହେବ। ବ୍ୟବସାୟ ବାଣିଜ୍ୟରେ ଲାଭ ହେବ। ପରିବାରରେ ସାମାନ୍ୟ କଳହ ଦେଖା ଦେଇପାରେ ଏବଂ ଶରୀରରେ ଆଘାତ ଲାଗିପାରେ ।

କର୍କଟ : କର୍ମକ୍ଷେତ୍ରରେ ଶୁଭଫଳ ପାଇବେ । ଭୂମି, ଭବନ ପ୍ରାପ୍ତିର ଯୋଗ ରହିଛି । ମହିଳାମାନେ ବସ୍ତୁ, ଅଳଙ୍କାର କ୍ରୟ କରିବାର ସୁଯୋଗ ପାଇବେ ।

ସିଂହ: ଆଜି ଅଟକି ରହିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ଅପରାହ୍ନରେ କୌଣସି ଶୁଭଖବର ପାଇ ଖୁସି ହେବେ, ପରିବାରରେ ଭାତୃ ସମ୍ପର୍କ ସୁଦୃଢ ହେବ । ବ୍ୟବସାୟ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବ ।

କନ୍ୟା: ଆଜି କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ । ପାରିବାରିକ ଜୀବନ ସୁଖପ୍ରଦ ହେବ । ଜୀବନସାଥୀର ସାହାଯ୍ୟ ସହଯୋଗ ପାଇ ମନୋବଳ ସୁଦୃଢ ହେବ । ଆଇନ ଅଦାଲତରେ ମାମଲାର ବିଚାର ଆପଣଙ୍କ ସପକ୍ଷରେ ଆସିବ ।

Show More
Back to top button