ସତ୍ୟଶିଖା ୨୪ /୧୨/୨୦୨୦ : ଉତ୍ତର ପ୍ରଦେଶର ଏଟାରେ ଅକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏକ ଚଳନ୍ତା ଅଟୋରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ଘଟଣା ପରେ ପୀଡିତା ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି .l
ସୂଚନାନୁସାରେ, ଏଟା ବାଗବାଲ ଗ୍ରାମରେ ଜଣେ ଯୁକ୍ତ ୩ ଛାତ୍ରୀ ବୁଧବାର ସକାଳେ କଲେଜ ବାହାରିଥିଲେ । କଲେଜ ଯିବା ପାଇଁ ସେ ଏକ ଅଟୋରେ ବସିତିଲେ । ଏହି ଅଟୋରେ ଆଉ କିଛି ଛାତ୍ର ମଧ୍ୟ ଥିଲେ । କଲେଜ ଆଗରେ ସମସ୍ତ ଛାତ୍ର ଓହ୍ଲାଇ ପଡିଥିଲେ । କିନ୍ତୁ ଛାତ୍ରୀଡଜଣଙ୍କ ଓହ୍ଲାଇବା ବେଳେ ଡ୍ରାଇଭର ଅଟୋକୁ ଆଗକୁ ନେଇ ଯ।ଇଥିଲେ । ଅଟୋରେ ଆଉ ଜଣେ ଯୁବକ ଥିଲେ । ପ୍ରଥମେ ଯୁବକଜଣଙ୍କ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା ।