ସତ୍ୟଶିଖା ( ଭୁବନେଶ୍ୱର ) ୦୧ /୦୯ /୨୦୨୧ : ବହୁ ଚର୍ଚ୍ଚିତ ୨୦୧୪ ମସିହା ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅଭିଯୁକ୍ତ ଗିରଫ । ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଶଙ୍କର ଓରଫ ଦୀପକ ନାୟକଙ୍କୁ ଦୀର୍ଘ ୭ ବର୍ଷ ପରେ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତଠାରୁ ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ କରିଛି କମିଶନରେଟ୍ ପୋଲିସ । ତେବେ ଗିରଫ ହୋଇଥିବା ଅଭିଯୁକ୍ତକୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ ।
ବହୁ ଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟାକାଣ୍ଡ : ଦୀର୍ଘ ୭ବର୍ଷ
