ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୦/୨୦୨୦ : ପାକିସ୍ତାନର କରାଚୀରେ ବଡ଼ ବିସ୍ଫୋରଣ ହୋଇଛି । ଗୁଲଶନ-ଏ-ଇକବାଲରେ ମସକନ ଚୌରଙ୍ଗୀରେ ୨ତାଲା କୋଠାରେ ବିସ୍ଫୋରଣ ହୋଇଛି,ଯେଉଁଥିରେ ଅନେକ ଲୋକ ଗୁରୁତର ହୋଇଛନ୍ତି । ଆଖପାଖର କୋଠାର ଝରକା ଭାଙ୍ଗି ଚୁରମାର ହୋଇଯାଇଛି । ଏହି ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
କରାଚୀରେ ବଡ଼ ଧରଣର ବିସ୍ଫୋରଣ
