ସତ୍ୟଶିଖା (ଜୟପୁର) ୫/୧୧/୨୦୨୦ : ଜୟପୁର ଟାଉନ ଥାନାରେ ପହଞ୍ଚିଛି ଭିନ୍ନ ଏକ ମାମଲା । ଏହି ମାମଲାର ସମାଧାନ କରିବାକୁ ପୋଲିସକୁ ବି ନାକେଦମ ହେବାକୁ ପଡିଛି । ତଥାପି ସମାଧାନର ବାଟ ବାହାରି ପାରିନି । ‘ମୋ ସ୍ଵାମୀଙ୍କ ୨୦ରୁ ଉର୍ଦ୍ଧ୍ବ ସ୍ତ୍ରୀ । ସେ ବିବାହିତ ହୋଇ ମଧ୍ୟ ନିଜ ପ୍ରେମ ଜାଲରେ ଅନେକ ଯୁବତୀଙ୍କୁ ଫସାଉଛନ୍ତି ।’ ଏମିତି କିଛି ଅଭିଯୋଗ ଆଣି ନିଜ ସ୍ଵାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜୟପୁର ଟାଉନ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଜୟପୁରର ଜଣେ ମହିଳା ।
ବିବାହିତ ପୁରୁଷ ଅନେକ ଯୁବତୀଙ୍କୁ ଫସାଉଛନ୍ତି ପ୍ରେମ ଜାଲରେ
