ମୁମ୍ବାଇ ୧୨/୧୦: ପୂର୍ବତନ ମିସ୍ ଓ୍ବାର୍ଲଡ ମାନୁଷୀ ଛିଲ୍ଲାର ଫିଲ୍ମ ‘ପୃଥ୍ବୀରାଜ ଚୌହାନ’ରେ ଅକ୍ଷୟ କୁମାରଙ୍କ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ପୁଣି ଥରେ ଆରମ୍ଭ ହେବ । ଏହି ସମୟରେ ମାନୁଷୀ ଛିଲ୍ଲାର କହିଛନ୍ତି ଯେ ‘ବାହୁବଳି’ର ନିର୍ଦେଶକ ଏସ୍ ଏସ୍ ରାଜମୌଲି ଭବ୍ୟ ଫିଲ୍ମ ଦେଖିବା ପରେ ତାଙ୍କ ମନରେ ଅଭିନେତ୍ରୀ ହେବାର ଆଶା ଜାଗିଥିଲା ।
ମାନୁଷୀ ଛିଲ୍ଲାର ନିଜ ମନ କଥା କହିଲେ !
